କେତେ ପଢ଼ିଛନ୍ତି ଆପଣଙ୍କ ପ୍ରିୟ ଷ୍ଟାରକିଡ୍, ଜାଣନ୍ତୁ…
ବମ୍ବେ: ଷ୍ଟାରକିଡ୍ ସାରା ଅଲି ଖାନ୍, ଅନନ୍ୟା ପାଣ୍ଡେ ଏବଂ ଜାନଭୀ କପୁର ଭାରତୀୟ ଚଳଚ୍ଚିତ୍ର ଜଗତରେ ନାମ କମାଇସାରିଲେଣି। ପ୍ରଶଂସକମାନେ ଏବେ ବଲିଉଡରେ ସୁହାନା ଖାନ୍, ଇବ୍ରାହିମ ଅଲି ଖାନ୍, ଖୁସି କପୁର ଏବଂ ଆର୍ୟନ ଖାନ୍ଙ୍କ ଡେବ୍ୟୁକୁ ଅପେକ୍ଷା…
ନେଗେଟିଭ କ୍ୟାରେକ୍ଟରରେ ଆସିବେ ତବ୍ୱୁ
ମୁମ୍ବାଇ: ବଲିଉଡ୍ ନାୟିକା ତବ୍ୱୁ କିଛିଦିନ ହେବ ବଡ ପରଦାଠାରୁ ଟିକେ ଦୂରରେ ଥିବା ବେଳେ ଏଥର କିନ୍ତୁ ଏକ ଡିଫରେଣ୍ଟ କ୍ୟାରେକ୍ଟରରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି । ଏବେ ସେ ତାଙ୍କ ଅପକମିଂ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି…
ବ୍ରେକ୍ଅପ ପରେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ କହିଲେ ଏମିତି
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ୍ ଆଜିକାଲି ବୟଫ୍ରେଣ୍ଡ ରେହମନ ଶଲଙ୍କ ଠାରୁ ବ୍ରେକ୍ଅପକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ସୁସ୍ମିତା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବ୍ରେକ୍ଅପ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ, ଏବେ ତାଙ୍କ…
୧୧ କୋଟିର ଘର, ୮୦ ଲକ୍ଷର ଦାମୀ ଗାଡ଼ି; ଅଭିନେତାଙ୍କ ମୋଟ ସମ୍ପତ୍ତି ଜାଣିଲେ…
ବମ୍ବେ: ବୟସ ବଢ଼ୁଛି ହେଲେ ଛାପ ନାହିଁ। ସେଭଳି ଜଣେ ଅଭିନେତା ହେଲେ ନିଲ୍ ନିତିନ ମୁକେଶ। ଶନିବାର ସେ ୪୦ ବର୍ଷର ହୋଇଛନ୍ତି। ୧୯୮୨ ଜାନୁୟାରୀ ୧୫ରେ ଜନ୍ମଗ୍ରହଣ କରିଥିଲେ ସେ। ନିଲ୍ ଜେଜେ ବାପା ଜଣେ ଲୋକପ୍ରିୟ ଗାୟକ…
ଫେବୃୟାରୀରେ ପଡ଼ିବ ହାତଗଣ୍ଠି
ବମ୍ବେ: ପୁଣି ବିବାହ କରିବେ ଅଭିନେତା ଫରହାନ୍ ଅଖତର। ପ୍ରେମିକା ଶିବାନୀ ଦାଣ୍ଡେକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୧ରେ ଏହି ବିବାହ ହେବା ନେଇ ବଲିଉଡ୍ରେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ବିବାହ ନିରାଡମ୍ବରରେ ହେବ। କରୋନା…
ସୋସିଆଲ ମିଡିଆରେ ଜଣଙ୍କୁ ଫଲୋ କରୁଛନ୍ତି ରାଜ୍ କୁନ୍ଦ୍ରା, ଜାଣନ୍ତୁ…
ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ସୋସିଆଲ ମିଡିଆକୁ ପୁଣି ଫେରିଛନ୍ତି। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ସେ ଗିରଫ ହୋଇଥିଲେ । ଏହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜା ସମାଲୋଚନାଠାରୁ ଡରି ଶିଳ୍ପା କିଛିଦିନ…
ବିବାହ ବିଚ୍ଛେଦକୁ ନେଇ ଏବେ ମୁହଁ ଖୋଲିଲେ ଶ୍ୱଶୁର
ମୁମ୍ବାଇ: ଟଲିଉଡ୍ର ଚର୍ଚ୍ଚିିତ ଦମ୍ପତି ନାଗା ଚୈତନ୍ୟ-ସାମନ୍ଥା ରୁଥ୍ ପ୍ରଭୁ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ଏକ ଫିଲ୍ମ ଶୁଟିଂ ସମୟରେ ପ୍ରେମରେ ପଡିଥିଲେ। କିଛି ଦିନ ଡେଟିଂ ପରେ ୨୦୧୭ରେ ପରସ୍ପର ବିବାହ…
ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏଭଳି କହିଲେ ନାଗାର୍ଜୁନ
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ଅଭିନୀତ ଫିଲ୍ମ‘ବ୍ରହ୍ମାସ୍ତ୍ର’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଏ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ବଲିଉଡ୍ ଫିଲ୍ମ ବୋଲି କୁହାଯାଉଛି। ଆୟାନ ମୁଖାର୍ଜୀ ଏହି ଫିଲ୍ମକୁ…
ମୌନୀ-ସୁରଜଙ୍କ ପ୍ରେମ କାହାଣୀ: ଜାଣନ୍ତୁ କିପରି ପଡ଼ିଥିଲେ ପ୍ରେମରେ
ଅଭିନେତ୍ରୀ ମୌନୀ ରୟ ପ୍ରେମିକ ସୁରଜ ନାମ୍ବିଆର୍ଙ୍କୁ ଖୁବ୍ଶୀଘ୍ର ବିବାହ କରିବେ। ସେ ୨୭ ଜାନୁୟାରୀ ୨୦୨୨ରେ ଗୋଆରେ ଏକ ସମୁଦ୍ରକୂଳରେ ବିବାହ କରିବେ। ତେବେ ଜାଣନ୍ତୁ ମୌନୀ ଓ ସୁରଜଙ୍କ ପ୍ରେମ କାହାଣୀକୁ ନେଇ ରୋଚକ କଥା। କିପର ସେ…
ଆଲ୍ଲୁଙ୍କ ଲୁକ୍କୁ ନେଇ ଫିଦା ହେଲେ ଏହି କ୍ରିକେଟର,କଲେ ଏମିତି…
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଏବେ ବକ୍ସ ଅଫିସରେ ଧମାକାଦାର କଲେକ୍ସନ କରିଛି। ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ବଢିଛି। ଅଭିନେତା ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ଫିଲ୍ମକୁ ଦେଖିବାକୁ ପସନ୍ଦ…
ପୁଣି ଫେରିଲେ ରାଜ୍
ବମ୍ବେ: ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ କୁନ୍ଦ୍ରା। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ ସେ। ଏହାପରଠାରୁ ସେ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜାକୁ ଡରି ରାଜ୍ଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛିଦିନ…
ପୁଷ୍ପା ପାଇଁ ପାଗଳ ଜାଡେଜା: ଖାଲି ଲୁକ୍ ନୁହେଁ , ଡାଏଲଗ କହି ଭିଡିଓ କଲେ ଶେୟାର
ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ନୂଆ ଲୁକ୍ ପାଇଁ ଲଗାତାର ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଖଣ୍ଡା ଧରି ବୁଲାଉଥିବା ଫଟୋ ଭାଇରାଲ ହେଉଥିବାବେଳେ କେତେବେଳେ ହର୍ସ ରାଇଡିଂ କରୁଥିବାର ନଜର…
Archives


