ପୁଣି ଫେରିଲେ ରାଜ୍‌

ବମ୍ବେ: ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ କୁନ୍ଦ୍ରା। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ ସେ। ଏହାପରଠାରୁ ସେ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜାକୁ ଡରି ରାଜ୍‌ଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛିଦିନ ବାହାରକୁ ଆସି ନ ଥିଲେ। ଏପରିକି ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ଧିରେ ଧିରେ କଥା ଶାନ୍ତ ପଡ଼ିବା ପରେ ସବୁକିଛି ସାମାନ୍ୟ ହୋଇଛି। ପ୍ରଥମେ ଶିଳ୍ପା ସୋସିଆଲ ମିଡିଆକୁ ଫେରିଥିବା ବେଳେ ଜେଲରୁ ମୁକୁଳି ରାଜ୍‌ ମଧ୍ୟ ସମାନ କରିଛନ୍ତି। ପ୍ରଥମେ ସେ ନିଜର ଆକାଉଣ୍ଟ ଡିଲିଟ୍‌ କରିଥିବା ବେଳେ ଏବେ ସେ ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି। ସେ କେବଳ ଜଣଙ୍କୁ ଫଲୋ କରୁଛନ୍ତି। ଏପରିକି ସେ ଏହାକୁ ପ୍ରାଇଭେଟ୍‌ ରଖିଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ହେରା ଫେରି ୩’ରେ କାର୍ତ୍ତିକ ନୁହେଁ ବରଂ ରାଜୁ ଭୂମିକାରେ ନଜର ଆସିବେ ଅକ୍ଷୟ, ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ଫିଲ୍ମ ‘ହେରା ଫେରି ୩’ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ସମୟରେ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ‘ଭୁଲ...

ଫ୍ଲାଟ ବିକିଲେ ସୋନମ

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିକଟରେ ନିଜ ଫ୍ଲାଟ୍‌ ବିକିଛନ୍ତି। ମୁମ୍ବାଇରେ ଅବସ୍ଥିତ ୭ ବର୍ଷ ପୁରୁଣା ବିଳାସପୂର୍ଣ୍ଣ ଫ୍ଲାଟକୁ ସୋନମ ଡିସେମ୍ବର ୨୯ରେ ୩୨.୫...

ସତ ହେଲା …

ନବାଗତ ରାଜବୀର। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଅରୁନ୍ଧତୀ’ ଚଳିତ ବର୍ଷ ଦଶହରା ଅବସରରେ ମୁକ୍ତିଲାଭ କରିଛି। ‘ଫିଲ୍ମଟିକୁ ପ୍ରାରମ୍ଭରୁ ଆଶାନୁରୂପ ସଫଳତା ମିଳିଛି ଏହା...

ମାତ୍ର ୩୨ ବର୍ଷ ବୟସରେ ୧୦୪ କୋଟିର ମାଲିକ

ବମ୍ବେ: ଅଭିନେତାଙ୍କ ପୁଅ ଭାବେ ନୁହେଁ ବରଂ ଜଣେ ଦକ୍ଷ କଳାକାର ଭାବେ ବଲିଉଡ୍‌ର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଟାଇଗର ଶ୍ରଫ। ଲଗାତାର...

ମାଟି ପାତ୍ର ଗଢୁଛନ୍ତି ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି। କରୀନା ପ୍ରାୟତଃ ତୈମୁରର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ନିକଟରେ...

୧୮ ବର୍ଷରେ ଆରେଞ୍ଜ ମ୍ୟାରେଜ୍‌, ଏବେ ଦୁଇ ସନ୍ତାନର ଜନନୀ; ଜାଣନ୍ତୁ ଜୁନିୟର ଏନ୍‌ଟିଆରଙ୍କ ପତ୍ନୀ କିଏ…

ହାଇଦ୍ରାବାଦ: ଆର୍‌ଆର୍‌ଆର୍‌ର ସଫଳତାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ଫିଲ୍ମର ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ୍‌ ଗ୍ଲୋବ ପୁରସ୍କାର ଜିତିଛି। ତେବେ...

ଏ.ଆର. ରହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଏକ୍ସଆରରେ ହେବ ପ୍ରିମିୟର

ମୁମ୍ବାଇ: ଗ୍ରାମୀ ବିଜେତା ଭାରତୀୟ ସଙ୍ଗିତକାର ଏ.ଆର. ରେହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଫିଲ୍ମ ମାର୍କେଟରେ କାନ ଏକ୍ସଆର ପ୍ରୋଗ୍ରାମରେ ୱାର୍ଲଡ ପ୍ରିମିୟର...

ହସ୍ପିଟାଲରୁ ଘରକୁ ଫେରିଲେ ଅମିତାଭ, ଫଟୋ ଶେୟାର କରି ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ

ଅମିତାଭ ବଚ୍ଚନ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇର ନାନାବତୀ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଘରକୁ କାର୍‌ରେ ଯିବା ସମୟରେ ତାଙ୍କୁ ରାସ୍ତାରେ ସ୍ପଟ୍‌ କରାଯାଇଛି। ତାଙ୍କ...

Advertisement
Archives

Model This Week