ବ୍ରେକ୍‌ଅପ ପରେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ କହିଲେ ଏମିତି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ୍‌ ଆଜିକାଲି ବୟଫ୍ରେଣ୍ଡ ରେହମନ ଶଲଙ୍କ ଠାରୁ ବ୍ରେକ୍‌ଅପକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ସୁସ୍ମିତା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବ୍ରେକ୍‌ଅପ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ, ଏବେ ତାଙ୍କ ମଧ୍ୟରେ ବନ୍ଧୁତା ରହିଛି। ସବୁବେଳେ ଏହି ବନ୍ଧୁତା ରହିବ। ଏହା ପରେ ସୁସ୍ମିତା ନିଜର ପୋଷ୍ଟ, ସାକ୍ଷାତକାର ଏବଂ ଲାଇଭ୍‌ ସେଶନକୁ ନେଇ ପ୍ରତିଦିନ କିଛି ନା କିଛି କହୁଛନ୍ତି। କିନ୍ତୁ ଏବେ ବ୍ରେକ୍‌ଅପ ପରେ ପ୍ରଥମଥର ପାଇଁ ରେହମନ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି।

 

ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ରେହମନ ଲେଖିଛନ୍ତି, ମୋତେ କିଛି ବି ପଚାରନ୍ତୁ। ଏହା ପରେ ପ୍ରଶଂସକମାନେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଚାଲିଛନ୍ତି। ଜଣେ ୟୁଜର କହିଛନ୍ତି, ଏହି କରୋନା ସମୟରେ ଆପଣଙ୍କ ଭାବପ୍ରବଣ କେମିତି ଥିଲା। ଉତ୍ତରରେ ରେହମନ କହିଛନ୍ତି, ମୃତ୍ୟୁ ଜୀବନର ଏକ ନିଶ୍ଚିତ ସତ୍ୟ। ଏହାକୁ ନେଇ ମୁଁ କେବେ କିଛି ଭାବେ ନାହିଁ। ମୁଁ ବେଶ୍‌ ଆରାମ କରେ। ମୁଁ କେବଳ ମାନସିକ ସ୍ତରରେ ମଜଭୁତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପରଦାରେ ଦେଶପ୍ରେମ

ଦେଶପ୍ରେମକୁ ନେଇ କେବଳ ପ୍ରାନ୍ତୀୟ ଭାଷାରେ ନୁହେଁ, ବଲିଉଡ୍‌ରେ ଅନେକ ସିନେମା ନିର୍ମିତ ହୋଇଛି। ଉପଯୁକ୍ତ କାହାଣୀ ଚୟନ, ମନକୁ ଛୁଇଁଲା ଭଳି ଉପସ୍ଥାପନା ଶୈଳୀ...

ସାମ୍ନାକୁ ଆସିଲା ଫିଲ୍ମ ‘ଭେଡିୟା’ର ପ୍ରଥମ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁନ ଧାଓ୍ବନ ଏବଂ ଅଭିନେତ୍ରୀ କ୍ରୀତି ସାନନ ଖୁବ୍‌ଶୀଘ୍ର ତାଙ୍କର ଅପକମିଙ୍ଗ୍‌ ହରର କମେଡି ଫିଲ୍ମ‘ଭେଡିୟା’ ସହ ବଡ ପରଦାରେ ନଜର...

ଏରିକାଙ୍କୁ ଛାଡ଼ି ଏବେ ଆରିୟାଙ୍କ ପ୍ରେମରେ ପାର୍ଥ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ରେ ନାଏକ ସାଜିଥିବା ପାର୍ଥ ସମନ୍ଥାନ ଗୋଟିଏ ପରେ ଗୋଟିଏ ପ୍ରେମିକା ବଦଳାଉଛନ୍ତି। ନିକଟରେ ସେ ଏରିକାଙ୍କ...

୮୩ ସ୍ଥିତି ଜିରୋଠୁ ଖରାପ

ମୁମ୍ବାଇ,୫।୧: ରଣବୀର ସିଂଙ୍କ ଫିଲ୍ମ ‘୮୩’ ବକ୍ସ ଅଫିସରେ ପୂରା ଫେଲ୍‌ ମାରିଛି। ଭାରତୀୟ କ୍ରିକେଟ ଇତିହାସର ସବୁଠୁ ଉଜ୍ଜଳ ଅଧ୍ୟାୟ ୧୯୮୩ ବିଶ୍ୱକପ୍‌ ବିଜୟ...

ସଙ୍ଗରୋଧରେ ରହିଲେ କରଣ ଜୋହର

ବଲିଉଡର ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଘରେ କାମ କରୁଥିବା ଦୁଇ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡିବା...

ୟୁଟ୍ୟୁବ୍‌ରେ ଓଡ଼ିଆ ପ୍ରତିଭା

ବାରିପଦା ଅଫିସ, ୧୨ା୭-ଆଗଭଳି ଆଉ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନାହିଁ। ନିଜ ପ୍ରତିଭାକୁ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ...

ଘର ଛାତ ଉପରେ ବିବାହ କରିଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ବଭିନେତ୍ରୀ ଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ତେବେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ...

ମାଲାୟଲମ ଗୀତିକାର ଅନିଲଙ୍କ ପରଲୋକ: କରୋନାରେ ହୋଇଥିଲେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୪।୧: ଲୋକପ୍ରିୟ ମାଲାୟଲମ ଗୀତିକାର ଅନିଲ ପାନାଚୋରାନ୍‌ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କର...

Advertisement
Archives

Model This Week