ମନୋରଞ୍ଜନ

ବିବାଦରେ କପିଲ: ଶୋ’କୁ ଆସିବାକୁ ମୁହେଁମୁହେଁ ମନାକଲେ

କମେଡି କିଙ୍ଗ କପିଲ ଶର୍ମା ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। କପିଲଙ୍କ ନାଁରେ ଆସିଛି ବଡ଼ ଅଭିଯୋଗ। ବଡ଼ ଷ୍ଟାରକାଷ୍ଟ ନ ଥିବାରୁ କପିଲ ତାଙ୍କ ଶୋ’ରେ ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ପ୍ରମୋଶନ ପାଇଁ ମନା କରି ଦେଇଛନ୍ତି।…

ଆଖି ନ ଫିଟୁଣୁ ପୁଷ୍ପା ଆକ୍ସନ କଲେ ନବଜାତକ, ଭିଡିଓ ଦେଖିଲେ…

‘ଫିଲ୍ମ ପୁଷ୍ପା’କୁ ଦର୍ଶକଙ୍କ ଖୁବ୍‌ ପ୍ରଶଂସା ମିଳିଛି। ଫିଲ୍ମର ହିରୋ ଅଲ୍ଲୁ ଅର୍ଜୁନଙ୍କ ଡାଏଲଗକୁ ଖୁବ୍‌ ଭଲ ପାଇବା ମିଳିବା ସହ ସମସ୍ତେ ତାଙ୍କ ଆକ୍ସନ ଓ ଡାଏଲଗକୁ ନେଇ ନିଜ ନିଜର ଭିଡିଓ କରୁଛନ୍ତି। ବଡ଼ବଡ଼ ତାରକାଙ୍କଠାରୁ ଆରମ୍ଭ କରି…

ଦିବ୍ୟା-ବରୁଣଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବରୁଣଙ୍କ ବାପା

ଅଭିନେତ୍ରୀ ତଥା ବିଗ୍‌ବସ ବିଜେତା ଦିବ୍ୟା ଅଗ୍ରୱାଲ ଓ ବରୁଣ ସୁଦ୍‌ଙ୍କର ବ୍ରେକଅପ ହୋଇଛି । ଦୁହେଁ ଦୀର୍ଘ ୪ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । କେବଳ ଏତିକି ନୁହେଁ, ଚଳିତ ବର୍ଷ ମଧ୍ୟ ସେମାନଙ୍କର ବିବାହ କରିବା ନେଇ…

ଶାଶୁଙ୍କ କୋଳରେ କଟ୍ରିନା

ବମ୍ବେ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ନିଆରା ଢ଼ଙ୍ଗରେ ପରିବାରର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍‌ ଅଭିନେତା ବିକ୍କି କୌଶଲ। ସ୍ତ୍ରୀ କଟ୍ରିନା ଏବଂ ମା’ ବୀଣାଙ୍କର ଏକ ସୁନ୍ଦର ଫଟୋ ସେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ…

ରାଷ୍ଟ୍ରପତି କିଏ କହିପାରିଲେନି

ବମ୍ବେ: ସେଲିବ୍ରିଟି ସିନା ହେଲେ ସାଧାରଣ ଜ୍ଞାନ ନାହିଁ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗରେ ମୁଣ୍ଡ ପୁରାଇ ବିବାଦକୁ ଚାଲି ଆସୁଥିଲେ ହେଁ ଦେଶର ରାଷ୍ଟ୍ରପତିଙ୍କ ନାମ କହିପାରିଲେନାହିଁ। ଏଭଳି କିଛି ଦେଖିବାକୁ ମିଳିଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଡିଜିଟାଲ…

୧୫ ବର୍ଷ ପରେ ନେଲେ ବଡ଼ ନିଷ୍ପତ୍ତି

ବମ୍ବେ: ନିକଟରେ ବଡ଼ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଛନ୍ତି ଗାୟକ ଆଦିତ୍ୟ ନାରାୟଣ । ସେ ରିଆଲିଟି ଶୋ’ ‘ସା ରେ ଗା ମା ପା’ର ହୋଷ୍ଟିଂ ଛାଡ଼ିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ଭାବବିହ୍ବଳ ପୋଷ୍ଟ ଲେଖି ସେ ଏନେଇ କରିଛନ୍ତି…

‘ତୁମେ ଅଭିନେତ୍ରୀ ଭଳି ଦେଖାଯାଉନାହଁ’

ବମ୍ବେ: ଦେଖିବାକୁ ସେ ଯେତିକି ସୁନ୍ଦର, ଅଭିନୟରେ ମଧ୍ୟ ସେତିକି ପ୍ରବୀଣ। ଆମେ କହୁଛୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତଙ୍କ କଥା। ବଲିଉଡ୍‌ ଫିଲ୍ମଜଗତର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ। ହେଲେ ତାଙ୍କର ପ୍ରାରମ୍ଭିକ ଦିନଗୁଡ଼ିକ ସେତେଟା…

ଜନ୍ମଦିନରେ ପ୍ରେମିକା କହିଲେ ରାଜି

ବମ୍ବେ: ଜନ୍ମଦିନରେ ପ୍ରେମିକା କହିଲେ ହଁ, ରାଜି। କିଛି ଏଭଳି ଘଟିଛି ଲୋକପ୍ରିୟ କୋରିଓଗ୍ରାଫର ତୁଷାର କାଳିଆଙ୍କ କ୍ଷେତ୍ରରେ। ପ୍ରେମିକା ତ୍ରିବେଣୀ ବର୍ମନଙ୍କ ସହ ନିର୍ବନ୍ଧ ମଧ୍ୟ ସେ କରିଛନ୍ତି। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେ ଉଭୟଙ୍କ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର…

ବଲିଉଡ ପରେ ହଲିଉଡରେ ଏଣ୍ଟ୍ରି କରିବେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆଲିଆ ‘ଗାଙ୍ଗବାଇ କାଠିଆଓ୍ବାଡି’ରେ ଦମ୍‌ଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ନିକଟରେ ଆଲିଆ ଫିଲ୍ମ‘ଗଙ୍ଗୁବାଇ କାଠିଆୱାଡି’ ରିଲିଜ ହୋଇଥିଲା, ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି ।…

ବଳାତ୍କାର ଅଭିଯୋଗରେ ବନ୍ଧାହେଲେ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଆରମ୍ଭ ହେବା ପୂର୍ବରୁ କ୍ୟାରିୟର ହେଲା ଶେଷ। ବନ୍ଧାହେଲେ ଫିଲ୍ମ ନିର୍ଦ୍ଦେଶକ। ବଳାତ୍କାର ଅଭିଯୋଗରେ ମଲୟାଲମ ଫିଲ୍ମ ନିର୍ଦ୍ଦେଶକ ଲିଜୁ କ୍ରିଷ୍ଣାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ କାକିନଡା ସ୍ଥିତ ଇନ୍‌ଫୋଶପାର୍କ ଥାନାରେ ଜଣେ ମହିଳା ବଳାତ୍କାର ଅଭିଯୋଗ…

ୟୁକ୍ରେନକୁ ୭୬ କୋଟି ଟଙ୍କାର ସହାୟତା ଦେଲେ ଅଭିନେତା

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ରୁଷିଆ ସେନା କ୍ରମାଗତ ଭାବରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଫଳାଫଳ ବାହାରିନାହିଁ। ଓସ୍କାର ବିଜେତା ଅଭିନେତା ଲିଓନାର୍ଡୋ ଡି…

ମୁହଁ ଖୋଲିଲେ ସୋନାକ୍ଷୀ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିବା ଚର୍ଚ୍ଚା ହେଉଛି। ଦିଲ୍ଲୀର ଏକ ଇଭେଣ୍ଟରେ ଯୋଗ ଦେଇ ନ ଥିବା ଅଭିଯୋଗରେ ତାଙ୍କୁ ୩୭ ଲକ୍ଷ ଟଙ୍କା ଚାର୍ଜ କରାଯାଇଥିବା କୁହାଯାଉଛି। ତେବେ ଏନେଇ ମୁହଁ ଖୋଲିଛନ୍ତି ସୋନାକ୍ଷୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?