ଦିବ୍ୟା-ବରୁଣଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବରୁଣଙ୍କ ବାପା

ଅଭିନେତ୍ରୀ ତଥା ବିଗ୍‌ବସ ବିଜେତା ଦିବ୍ୟା ଅଗ୍ରୱାଲ ଓ ବରୁଣ ସୁଦ୍‌ଙ୍କର ବ୍ରେକଅପ ହୋଇଛି । ଦୁହେଁ ଦୀର୍ଘ ୪ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । କେବଳ ଏତିକି ନୁହେଁ, ଚଳିତ ବର୍ଷ ମଧ୍ୟ ସେମାନଙ୍କର ବିବାହ କରିବା ନେଇ ଯୋଜନା କରିଥିଲେ । ହେଲେ ବର୍ତ୍ତମାନ ପରସ୍ପର ଅଲଗା ହୋଇଯାଇଛନ୍ତି। ଏନେଇ ଦିବ୍ୟା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ।

ଏହା ପରେ ବରୁଣ ମଧ୍ୟ ଟୁଇଟ୍‌ କରି ଏକ ଫଟୋ ଶେୟାର କରିଥିଲେ। ଶେୟାର ହେବା ମାତ୍ରେ ବରୁଣଙ୍କୁ ମଧ୍ୟ ଖୁବ ଟ୍ରୋଲ କରାଯାଇଥିଲା । ଏହି ସମୟରେ ତାଙ୍କ ପିତା ବିନିତ୍‌ ସୁଦ ଆସି ବରୁଣଙ୍କ ଟୱିଟରେ ରିଟ୍ବିଟ କରିଥିଲେ । ସେ ଲେଖିଛନ୍ତି ଯେ, ସେ ଦିବ୍ୟାଙ୍କ ନିଷ୍ପତ୍ତିକୁ ସମ୍ମାନ କରନ୍ତି। ଦିବ୍ୟାଙ୍କ ପାଇଁ ତାଙ୍କର କୌଣସି ପ୍ରକାରର ଭୁଲ ଭାବନା ନାହିଁ । ଦିବ୍ୟାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ। ଏବେବି କରୁଛନ୍ତି । ଦିବ୍ୟାଙ୍କୁ ନେଇ ମୋର ତାଙ୍କ ଉପରେ କୌଣସି ମୋର କୌଣସି ନକାରାତ୍ମକତା ଚିନ୍ତା ନାହିଁ । ତାଙ୍କ ପ୍ରତି ମୋର ପ୍ରେମ ଏବଂ ଯତ୍ନ ଥିଲା ଓ ସବୁବେଳେ ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାଧାରୀ ନାଗୁଣୀଙ୍କ ବୋଲ୍ଡ ଅନ୍ଦାଜ୍‌

ଟେଲିଭିଜନ୍‌ ଶୋ’ ଇଚ୍ଛାଧାରୀ ନାଗୁଣୀ ଏବଂ ରାମମିଲାଇ ଯୋଡିରୁ ଘରେ ଘରେ ପରିଚିତି ହାସଲ କରିଥିବା ପ୍ରିୟଲ୍‌ ଘୋଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏବେ...

ହିନାଙ୍କ ଗ୍ୟାଙ୍ଗଷ୍ଟର ଲୁକ୍‌

ମୁମ୍ବାଇ: ଟେଲିଭିଜନ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା’ରୁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହିନା ଖାଁ ଏବେ ଖୁବ୍ ଚର୍ଚ୍ଚାରେ...

ନତାଶାଙ୍କ ବ୍ରାଇଡାଲ ଗାଉନ୍‌ ତିଆରି କରିବାକୁ ଲାଗିଥିଲା ୫୦ ଦିନ

ମୁମ୍ବାଇ: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍‌ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ୍ସ୍‌ ଡେ’ରେ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହାର୍ଦ୍ଦିକ...

ଆପଣମାନେ ଖୁସି ତ

ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ ଏବେ ଚର୍ଚ୍ଚାରେ। କାରଣ ଏଥିରେ ଏପରି ଏକ ଗୀତ ସଂଯୋଜିତ ହୋଇଛି, ଯାହା...

ଅକ୍ଷୟ କୁମାର କରୋନା ପଜିଟିଭ୍‌

ମୁମ୍ବାଇ,୪।୪: ବଲିଉଡ୍‌ ଅଭିନେତା ଖିଲାଡି ବୟ ଅକ୍ଷୟ କୁମାରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେି ଅକ୍ଷୟ ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌...

ୟୁଟ୍ୟୁବ୍‌ରେ ଦୁନିଆର ସବୁଠୁ ଅଧିକ ଲୋକ ଶୁଣନ୍ତି ଏହି ଗାୟିକାଙ୍କ ଗୀତ

ମୁମ୍ବାଇ: ୟୁଟ୍ୟୁବ୍‌ରେ ବଲିଉଡ୍‌ର ଜଣେ ଗାୟିକାଙ୍କ ଗୀତ ଦୁନିଆର ସବୁଠୁ ଅଧିକ ଲୋକ ଶୁଣିଥାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡ୍‌ର ପ୍ଲେ...

ରାତି ୨ଟା ୩୦ରେ ଏହି ଅଭିନେତ୍ରୀଙ୍କୁ ଆସିଥିଲା ପ୍ରେମିକଙ୍କ ପ୍ରଥମ ମେସେଜ, ଲେଖାଥିଲା…

ଅଭିନେତ୍ରୀ ସୋନମ କପୁର ୨୦୧୮ରେ ଶିଳ୍ପପତି ଆନନ୍ଦ ଅହୁଜାଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରେମ କାହାଣୀ ବେଶ୍‌ ରୋମାଞ୍ଚକର। ଆନନ୍ଦ ତାଙ୍କ ସାଙ୍ଗପାଇଁ ସୋନମଙ୍କୁ ବାଛିଥିବା...

ନେହା ଶେୟାର କଲେ ‘ଜିନ୍‌ କେ ଲିୟେ’ଗୀତର ଫଟୋ, ମତୁଆଲା ହେଲେ ପ୍ରଶଂସକ

ମୁମ୍ବାଇ: ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କର ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ହିଟ୍‌ ମ୍ୟୁଜିକ୍‌ ଭିଡିଓ ‘ଜିନ୍‌ କେ ଲିୟେ’ର କିଛି ଆଖି ଲାଖିଯିବା ଭଳି ଫଟୋ...

Advertisement
Archives

Model This Week