ମନୋରଞ୍ଜନ

ପରଲୋକରେ ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ

ଇନ୍ଦୋର,୨।୩: ବେଶ୍‌ ଜଣାଶୁଣା ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସିଙ୍କ ପରଲୋକ ଘଟିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସୂଚନା ମତାବକ ଗତ କିଛି ଦିନରୁ ସେ ଅସୁସ୍ଥ…

‘ନୋ ଏଣ୍ଟ୍ରି’ର ସିକ୍ୱେଲ ପାଇଁ ଏଭଳି ସର୍ତ୍ତ ରଖିଥିଲେ ବୋନି

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ହିଟ ସିନେମା ‘ନୋ ଏଣ୍ଟ୍ରି’ର ସିକ୍ୱେଲ ଖୁବ୍‌ଶୀଘ୍ର ହଲକୁ ଆସିବ । ୨୦୦୫ରେ ସାରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଧମାଲ କରିଥିଲା ସଲମାନ-ଅନିଲ କପୁରଙ୍କ ଏହି ଜବରଦସ୍ତ ଯୋଡି । ତେବେ ପ୍ରଯୋଜକ ବୋନି କପୁର…

ଅନୁଷ୍କାଙ୍କୁ ଏହି ନାଁରେ ଡାକନ୍ତି ବିରାଟ

ପ୍ରାୟତଃ ସମସ୍ତଙ୍କର ନିଶ୍ଚିତ ଭାବରେ ଏକ ଭଲ ଓ ଡାକ ନାମ ରହିଛି। ଏହି ନାମ ପିଲାଦିନରେ ପରିବାର ସଦସ୍ୟ କିମ୍ବା ସ୍କୁଲରେ ସାଙ୍ଗମାନଙ୍କ ଦ୍ୱାରା ଏହି ନାମ ରଖାଯାଇଥାଏ। ଆଉ ଏହି ଡାକ ନାମରେ ସମସ୍ତେ ଡାକିଥାନ୍ତି। ଏହି କ୍ରମରେ…

ଏହି ଦିନ ପରଦାକୁ ଆସିବ ରଣବୀର-ଶ୍ରଦ୍ଧାଙ୍କ ଫିଲ୍ମ

ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ଲଭ ରଞ୍ଜନଙ୍କ ଫିଲ୍ମରେ ଏକାଠି ନଜର ଆସିବେ। ତଥାପି, ଦେଖାଯାଉଛି ଯେ ପ୍ରଶଂସକମାନଙ୍କୁ ପରଦାରେ ଦେଖିବା ପାଇଁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ନିର୍ମାତା ଫିଲ୍ମର…

ଚାର୍ଜ ବଢ଼ାଇଲେ ଶାହିଦ, ଜାଣନ୍ତୁ କେତେ

ବଲିଉଡର ଚକୋଲେଟ ହିରୋ ଭାବରେ ଜଣାଶୁଣା ଶାହିଦ କପୁରଙ୍କ ଆଗାମୀ ଫିଲ୍ମ ଜର୍ସି, ୧୪ ଏପ୍ରିଲରେ ରିଲିଜ ହେବ । ଏହି ଫିଲ୍ମ ପାଇଁ ଅଭିନେତା ପ୍ରଥମେ ୩୧ କୋଟି ଟଙ୍କା ଚାର୍ଜ କରିଥିଲେ, ଶେଷ ମୁହୂର୍ତ୍ତରେ ଓମିକ୍ରନ କାରଣରୁ ଫିଲ୍ମର…

୯ ଥର ମହାଦେବଙ୍କ ଭୂମିକାରେ ନଜର ଆସିଛନ୍ତି ଏହି ଅଭିନେତା

ବମ୍ବେ: କଳାକାରଟିଏ ପ୍ରତିଟି ଚରିତ୍ରକୁ ବାସ୍ତବତାର ରୂପ ଦେବାକୁ ଯଥାସମ୍ଭବ ଚେଷ୍ଟା କରିଥାଏ। ସେଥିପାଇଁ ତ ଦିନେ ସେହି ଚରିତ୍ର ତାର ପରିଚୟ ପାଲଟିଯାଏ। ସେଭଳି ଅଭିନେତା ହେଲେ ମୋହିତ ରାଇନା, ତରୁଣ ଖନ୍ନା। ଉଭୟ ସମାନ ଚରିତ୍ର ପାଇଁ ଲୋକପ୍ରିୟ।…

ସ୍ବାମୀଙ୍କ ସହ ଶିବରାତ୍ରି ପାଳିଲେ ପ୍ରିୟଙ୍କା

ଅଭିନେତା ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ ମା’ବାପା ହେବା ପରେ ପରେ ମଙ୍ଗଳବାର ସେମାନଙ୍କର ପ୍ରଥମ ମହା ଶିବରାତ୍ରି ପାଳନ କରିଛନ୍ତି। ପ୍ରିୟଙ୍କା ଏହାର ଏକ ଫଟୋ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ଶେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା-ନିକ୍‌ ପ୍ରଭୁ ଶିବଙ୍କ ପ୍ରତିମା…

ସାମ୍ନାକୁ ନ ଆସିବାକୁ କହିଲେ ରାକ୍ଷୀଙ୍କ ପୂର୍ବ ସ୍ବାମୀ

ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଏବଂ ରିତେଶ ସିଂ ପରସ୍ପରଠାରୁ ଅଲଗା ହୋଇଛନ୍ତି। ପୂର୍ବରୁ ପୋଷ୍ଟ ଶେୟାର ରାକ୍ଷୀ ଅଲଗା ହେବାର ଖୁଲାସା କରିଥିଲେ । କିନ୍ତୁ ଏଥର ରିତେଶ ତାଙ୍କ ପୋଷ୍ଟରେ ରାକ୍ଷୀ ବିଷୟରେ ଏଭଳି କିଛି କହିଛନ୍ତି, ଯାହା…

ବିଜୟଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ରଶ୍ମିକା

ମୁମ୍ବାଇ: ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା ତାଙ୍କ ଲୁକ୍‌ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେହିପରି ରଶ୍ମିକା ମନ୍ଦାନା ମଧ୍ୟ କୌଣସି କମ୍‌ ନୁହନ୍ତି। ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଦୁହେଁ ବ୍ୟକ୍ତିଗତ ଏବଂ ବୃତ୍ତିଗତ…

ପୁଣି ଏକାଠି ନଜର ଆସିଲେ ପଓ୍ବନଦୀପ- ଅରୁଣିତା

ମୁମ୍ବାଇ: ଇଣ୍ଡିଆନ ଆଇଡଲ-୧୨ର ବିଜେତା ପଓ୍ବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ତାଙ୍କ ସମ୍ପର୍କକୁ ନେଇ ଉଠିଥିବା ଗୁଜବକୁ ସେ ବନ୍ଧୁତାର ପରିଚୟ ଦେଇଥିଲେ। ହେଲେ ଏବେ ଯାହା ଦେଖିବାକୁ ମିଳିଛି ତାହାକୁ…

ପୁଣି ଚର୍ଚ୍ଚାରେ ମଲାଇକାଙ୍କ ଲଭ ଷ୍ଟୋରୀ

ମୁମ୍ବାଇ: ବଲିଉଡର ଷ୍ଟାର କପୁଲ ମଲାଇକା ଆରୋରା ଓ ଅର୍ଜୁନ କପୁର କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣିଥରେ ଏହି ଯୋଡି ଆସିଛନ୍ତି ଚର୍ଚ୍ଚାକୁ । ଉଭୟଙ୍କ ରିଲେଶନସିପକୁ ନେଇ ଅନେକଙ୍କ ଭୃକୁଞ୍ଚନ ହେଉଥିବା…

ଆସନ୍ତା ବର୍ଷ ରିଲିଜ ହେବ ‘ଆଦିପୁରୁଷ’

ମୁମ୍ବାଇ: ପ୍ରଭାସ, ଶୈଫ ଅଲି ଖାଁ, କ୍ରିତି ସାନନ ଓ ସନି ସିଂଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଶିବରାତ୍ରୀରେ ଏହା ଘୋଷଣା କରାଯିବାକୁ ସ୍ଥିର କରାଯାଇଥିବା ବେଳେ ମଙ୍ଗଳବାର ଏହା ଘୋଷଣା କରାଯାଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri