ଅନୁଷ୍କାଙ୍କୁ ଏହି ନାଁରେ ଡାକନ୍ତି ବିରାଟ

ପ୍ରାୟତଃ ସମସ୍ତଙ୍କର ନିଶ୍ଚିତ ଭାବରେ ଏକ ଭଲ ଓ ଡାକ ନାମ ରହିଛି। ଏହି ନାମ ପିଲାଦିନରେ ପରିବାର ସଦସ୍ୟ କିମ୍ବା ସ୍କୁଲରେ ସାଙ୍ଗମାନଙ୍କ ଦ୍ୱାରା ଏହି ନାମ ରଖାଯାଇଥାଏ। ଆଉ ଏହି ଡାକ ନାମରେ ସମସ୍ତେ ଡାକିଥାନ୍ତି। ଏହି କ୍ରମରେ ବଲିଉଡ୍‌ ତାରକା ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ତେବେ ଜାଣନ୍ତୁ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଡାକ ନାମ କ’ଣ? ଅନୁଷ୍କାଙ୍କୁ ତାଙ୍କ ମା’ବାପା ‘ନୁଶକେଶ୍ୱର’ ବୋଲି ଡାକୁଥିଲେ। ପରେ ଏହି ନାମ ଛୋଟ ହୋଇ ‘ନୁଶ୍କି’ରେ ପହଞ୍ଚିଥିଲା । ତାଙ୍କ ସ୍ବାମୀ ବିରାଟ କୋହଲି ମଧ୍ୟ ତାଙ୍କୁ ସମାନ ନାମରେ ଡାକନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଯେତେବେଳେ ତାଙ୍କୁ ତାଙ୍କ ଡାକନାମ ପଚରାଯାଇଥିଲା, ସେ ନିଜେ ତାଙ୍କ ଡାକ ନାମ ‘ନୁଶ୍କି’ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପାଇଁ ଭୋଟ ମାଗିଲେ କଙ୍ଗନା!

ଲକ୍ଷ୍ନୌ,୧୯ ।୨: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ବେକାବୁ ବୟାନକୁ ନେଇ । ଅନେକ...

ପୂର୍ବରୁ ଗର୍ଭପାତର ଦୁଃଖ ସହିଥିଲେ ଦୀପିକା, ଏଥିଲାଗି ଲୁଚାଇଥିଲେ…

ବମ୍ବେ: ଦୀର୍ଘଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷରେ ମାତାପିତା ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି ଅଭିନେତ୍ରୀ ଦୀପିକା କକ୍କଡ-ଅଭିନେତା ସୋଏବ ଇବ୍ରାହିମ। ଉଭୟ ସୋସିଆଲ ମିଡିଆରେ...

ପ୍ୟାର କିୟା କୋଇ ଚୋରି ନେହିଁ ହୈ…

ମୁମ୍ବାଇ: ଦିନେ ବଲିଉଡରେ ସୁନ୍ଦରୀ ଅଭିନେତ୍ରୀ ଭାବେ ସ୍ବତନ୍ତ୍ର ପରିଚିତି ହାସଲ କରିଥିବା ମଧୁବାଲାଙ୍କ ଜନ୍ମଦିନ ରବିବାର ପାଳିତ ହେଉଛି। ୧୯୩୩ ଫେବୃୟାରୀ ୧୪ରେ ଦିଲ୍ଲୀଠାରେ...

ବିହାରର ଏସ୍‌ଟିଇଟି ପରୀକ୍ଷାରେ ପାସ୍‌ ହେଲେ ଲୋକପ୍ରିୟ ଅଭିନେତ୍ରୀ ଅନୁପମା? ଭାଇରାଲ ହେଉଛି ରେଜଲ୍ଟ

ସୋସିଆଲ ମିଡିଆରେ ବିହାର ଏସ୍‌ଟିଇଟିର ଏକ ପରୀକ୍ଷାଫଳ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ଅନୁପମା ପରମେଶ୍ୱରନ ପରୀକ୍ଷା ପାସ କରିଥିବା ଦେଖିବାକୁ...

ଦୁଇ ମିନିଟର ଭିଡିଓ ବଦଳାଇଲା ଜୀବନ: ଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ଏବେ ଷ୍ଟାର, ଦଶ ବର୍ଷ ପରେ ଭେଟିଲେ ଝିଅଙ୍କୁ

ମୁମ୍ବାଇ: ଦୁଇ ମିନିଟର ଭିଡିଓ ବଦଳାଇଛି ଜୀବନ। ରାନୁ ମାରିୟା ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ବସି ଗାଉଥିବା ବେଳର ଏକ ଭିଡିଓକୁ ଯାତ୍ରୀ ଅତିନ୍ଦ୍ର...

ମରାଠୀରେ ଡେବ୍ୟୁ କରିବେ ନିକିତା, ଏହି ଫିଲ୍ମରେ ଆସିବେ ନଜର

ମୁମ୍ବାଇ: ଅଭିନେତ୍ରୀ ନିକିତା ଦତ୍ତଙ୍କୁ ‘ଦ ବିଗ ବୁଲ’ ଏବଂ ‘କବୀର ସିଂ’ ଭଳି ବଲିଉଡ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ସେ ମରାଠୀ ଫିଲ୍ମରେ...

ଅଭିନେତା ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟା ଚକ୍ରବର୍ତ୍ତୀ ଅମିତ ଶାହଙ୍କୁ ଲେଖିଲେ ଏମିତି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି। ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଥିବା ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ଘଟଣାର...

ସୋନୁଙ୍କ ବିରୋଧରେ ୨୦ କୋଟି ଆୟକର ଫାଙ୍କିବା ଅଭିଯୋଗ …

ମୁମ୍ବାଇ,୧୮।୯: ବଲିଉଡ୍‌ ଅଭିନେତା ସୋନୁସୁଦ୍‌ଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସୋନୁ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଉଛି। ନିଜ ଆୟ...

Advertisement
Archives

Model This Week