ଆସନ୍ତା ବର୍ଷ ରିଲିଜ ହେବ ‘ଆଦିପୁରୁଷ’

ମୁମ୍ବାଇ: ପ୍ରଭାସ, ଶୈଫ ଅଲି ଖାଁ, କ୍ରିତି ସାନନ ଓ ସନି ସିଂଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଶିବରାତ୍ରୀରେ ଏହା ଘୋଷଣା କରାଯିବାକୁ ସ୍ଥିର କରାଯାଇଥିବା ବେଳେ ମଙ୍ଗଳବାର ଏହା ଘୋଷଣା କରାଯାଇଛି । ଓମ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଏବର୍ଷ ନୁହେଁ ଆସନ୍ତା ବର୍ଷ ରିଲିଜ୍ ହେବ ।
ଅଭିନେତା ପ୍ରଭାସ ଫିଲ୍ମର ପୋଷ୍ଟର ଶେୟାର କରି ଲେଖିଛନ୍ତି ‘ଆଦିପୁରୁଷ’ ୱାର୍ଲଡୱାଇଡ ୧୨ ଜାନୁୟାରୀରେ । ଅର୍ଥାତ୍ ଫିଲ୍ମଟି ୧୨ ଜାନୁୟାରୀ, ୨୦୨୩ରେ ରିଲିଜ ହେବ ବୋଲି ଜଣାପଡିଛି । ଏହା ଥ୍ରିଡିରେ ରିଲିଜ ହେବ । ଏହା ପୂର୍ବରୁ ଜଣାପଡିଥିଲା କି ଟିମ ସହ କଥା ହେବା ପରେ ରିଲଜ୍ ତାରିଖ ଘୋଷଣା କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ...

ବାହା ହେବେ ନାହିଁ ଇଶା

ମୁମ୍ବାଇ: ‘ଆଶ୍ରମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶା ଗୁପ୍ତା ଏବେ ବେଶ ଚର୍ଚ୍ଚାରେ । କିଛିଦିନ ହେବ ବଡ ପରଦାରୁ ଦୂରରେ ଥିବା ଇଶା...

ବାର୍‌ହା ଆକ୍ରମଣର ଶିକାର ହେଲେ ଶାକିରା

କଲୋମ୍ବିଆ: ପପ୍‌ ଷ୍ଟାର ଶାକିରା ଇସାବେଲ୍‌ ମେବାରକ୍‌ ରିପୋଲ୍‌ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। କଲୋମ୍ବିଆନ୍‌-ଲେବାନିଜ୍‌ ସିଙ୍ଗର ଶାକିରା ନିଜ ୮ ବର୍ଷର ପୁଅ ମିଲାନଙ୍କ...

ଭାଇଜାନ୍‌ ସଲମାନ୍‌ଙ୍କୁ କାମୁଡ଼ିଲା ସାପ, ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲରେ…

ମୁମ୍ବାଇ, ୨୬।୧୨: ଭାଇଜାନ୍‌ ସଲମାନ୍‌ ଖାଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍‌ରେ ତାଙ୍କୁ ସାପ କାମୁଡ଼ିବାରୁ ଭୋର୍‌ ୩ଟାରେ...

ଦଶହରା ଲଢ଼େଇ

ଏଥର ଦଶହରା ବଜାରରେ ଦୁଇଟି ସିନେମା-‘ମିଷ୍ଟର ମଜ୍‌ନୁ’ ଏବଂ ‘ଦିସ୍‌ ଇଜ୍‌ ମାୟାରେ ବାୟା’ ରିଲିଜ୍‌ ହେବାକୁ ଯାଉଛି। ଅର୍ଥାତ୍‌ ଚଳିତବର୍ଷ ଏହି ଦୁଇ ସିନେମା...

ଆସନ୍ତା ବର୍ଷ ବଲିଉଡ୍‌ରେ ପାଦ ରଖିପାରନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ପ୍ରତିବର୍ଷ ବଲିଉଡ୍‌ରେ ନୂଆ ନୂଆ ଷ୍ଟାର କିଡ୍ସଙ୍କୁ ଦେଖିବାକୁ ମିଳେ। ସେଥିମଧ୍ୟରୁ କେତେକଙ୍କୁ ସଫଳତା ମିଳିଥିବା ବେଳେ କେତେ ଜଣଙ୍କୁ ବିଫଳତାର ମୁହଁ ଦେଖିବାକୁ...

ରଣବୀର-ଦୀପିକାଙ୍କ ବିବାହ ପାର୍ଟିରେ ଜବରଦସ୍ତି ଶାମିଲ ହୋଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ଦୀପିକା ପାଦୁକୋନ, ରଣବୀର ସିଂହଙ୍କ ଯୋଡି। ଏହି ଯୋଡି ଇଟାଲୀରେ ବିବାହ କରିଥିଲେ। ଭାରତ ଫେରିବା ପରେ ସେମାନେ...

ଗ୍ଲାମରସ୍ ଲୁକରେ ଅମିଶା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ଅମିଶା ପଟେଲ ଏବେ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି । ବଡ ପରଦାଠାରୁ ଦୂରରେ ଥିବା ଏହି...

Advertisement
Archives

Model This Week