ବିବାହ ପରେ ବଦଳିବ ସମ୍ପର୍କ: କରିନାଙ୍କ ଭାଉଜ ତ ତୈମୁରର ହେବେ ମାଇଁ

ବମ୍ବେ: ବିବାହ ପରେ ଯୋଡ଼ି ହୁଏ ଅନେକ ନୂଆ ସମ୍ପର୍କ। ସେଭଳି କିଛି ଘଟିବାକୁ ଯାଉଛି କପୁର ପରିବାରର ବୋହୂ ହେବାକୁ ଯାଉଥିବା ଆଲିଆ ଭଟ୍ଟଙ୍କ କ୍ଷେତ୍ରରେ। ଆସନ୍ତା ୧୪ରେ ରଣବୀର କପୁରଙ୍କ ହାତ ଧରିବେ ସେ। ଏଥିପାଇଁ ପ୍ରସ୍ତୁତି ଜୋରଦାର୍‌ରେ ଚାଲିଛି। ଶପିଂଠାରୁ ଆରମ୍ଭ କରି ବିଭିନ୍ନ ଉତ୍ସବ ଲାଗି ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇସାରିଛି।

ରଣବୀରଙ୍କ ବିବାହ ଲାଗି ପରିବାରରେ ଖୁସିର ବାତାବରଣ ଖେଳିଯାଇଛି। ଶାଶୁ ନୀତୁ କପୁର, ନଣନ୍ଦ ରିଦ୍ଧିମା କପୁର ଆଲିଆଙ୍କୁ ସ୍ବାଗତ କରିବାକୁ ଅଣ୍ଟା ଭିଡିଛନ୍ତି।

ତେବେ ବିବାହ ପରେ ଆଲିଆ କେବଳ ରିଦ୍ଧିମାଙ୍କ ନୁହେଁ ବରଂ କରିସ୍ମା, କରିନା, ଅରମାନ, ଆଦର ଜୈନଙ୍କର ମଧ୍ୟ ଭାଉଜ ହୋଇଯିବେ। ତୈମୁର, ଜେହ୍‌, ସମାରା,କିଆନ, ସମାୟରାଙ୍କ ପାଇଁ ଆଲିଆ ମାଇଁ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଗୀତ ପାଇଁ ଘର ଛାଡ଼ିଲେ’

ଗାୟିକା ଜାନକୀ ସାମଲ। ସେ କେବଳ ଗୀତ ଗାଆନ୍ତିନି, ଗୀତକୁ ପ୍ରାଣଭରି ଭଲ ପାଆନ୍ତି। ଗୀତକୁ ଏତେ ଭଲ ପାଆନ୍ତି ଯେ, ଗୀତ ପାଇଁ ଦୁଇ...

ଝିଅ ଆରାଧ୍ୟା ପାଇଁ ସବୁଦିନ ଏହି କାମ କରିଥାନ୍ତି ଐଶ୍ୱର୍ଯ୍ୟା

ପରଦାରେ ଅଭିନେତ୍ରୀ ଏବଂ ବାସ୍ତବ ଜୀବନରେ ମା’ର ଭୂମିକା ଉଭୟଙ୍କୁ ଅତି ସୁନ୍ଦର ଭାବେ କରିଥାନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଫିଲ୍ମ ଏବଂ ନିଜ କାମରେ...

ଟ୍ରୋଲ ହେଉଛନ୍ତି ଅଙ୍କିତା

ବମ୍ବେ: ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ନିକଟରେ ବନ୍ଧୁ ନତାଲ୍ୟା ମହାଜନଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ସ୍ବାମୀ...

ଚାହୁଁଥିଲେ ହେବାକୁ ଆକ୍ସନ ହିରୋ, ପାଲଟିଗଲେ ରୋମାଣ୍ଟିକ୍‌ ହିରୋ…

ମୁମ୍ବାଇ: ବଲିଉଡ୍‌ର କିସିଂ ଷ୍ଟାର ଇମ୍ରାନ୍‌ ହାସ୍‌ମୀଙ୍କୁ ବୁଧବାର ୪୨ ବର୍ଷ ପୂରଣ ହୋଇଛି। ୧୯୭୯ ମାର୍ଚ୍ଚ ୨୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଇମ୍ରାନ୍‌...

ରାଗିଗଲେ ଏହି ଅଭିନେତ୍ରୀ, ମିଡିଆକୁ ‘ବିପଜ୍ଜନକ କୁକୁର’ ସହ କଲେ ତୁଳନା

ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଅକ୍କିନେନି ଆଜିକାଲି ସ୍ବାମୀ ନାଗା ଚେତନ୍ୟଙ୍କ ସହ ତାଙ୍କ ଫାଟ ସମ୍ପର୍କ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ବିଷୟରେ କୁହାଯାଉଛି...

ଏବେବି ଅମୃତାଙ୍କୁ ମନେପକାନ୍ତି ସୈଫ

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲି ଖାଁ ଖୁବ୍ ନିକଟରେ ପୁଣିଥରେ ପିତା ହେବାକୁ ଯାଉଛନ୍ତି । ଏହାକୁ...

ସଲ୍‌ମାନ ଭାଣିଜୀଙ୍କୁ କିସ୍‌ କରୁଥିବାର ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ ଖାଁ ତାଙ୍କ ଭଉଣୀ ଅର୍ପିତାଙ୍କ ପିଲାମାନଙ୍କ ସହ ବେଶ୍‌ କୌତୁକିଆ ଢଙ୍ଗରେ ବେଳେବେଳେ ନଜରକୁ ଆସନ୍ତି। ଏଥର ତାଙ୍କ ଜନ୍ମଦିନ...

୨୨ କ୍ୟାରେଟ ସୁନା ମେକଅପ୍‌ରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ କୁଇନ୍ ଉର୍ବଶୀ ରୌତେଲା ଅନେକଙ୍କୁ ଦିୱାନା ବନାଉଥିବା ବେଳେ ତାଙ୍କର ନୂଆ ନୂଆ ଫଟୋ ଶୁଟକୁ ନେଇ ସେ ଅଧିକାଂଶ ସମୟରେ ଆସିଥାଆନ୍ତି...

Advertisement
Archives

Model This Week