ସମ୍ପତ୍ତି ତାଲିକାରେ ବଡ ବଡ ସେଲିବ୍ରିଟିଙ୍କୁ ବି ପଛରେ ପକାଇବେ ପ୍ରକାଶ ରାଜ
ମୁମ୍ବାଇ: ବଲିଉଡରୁ ଆରମ୍ଭ କରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ପ୍ରକାଶ ରାଜଙ୍କର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ନିଜର ଅଭିନୟ ମାଧ୍ୟମରେ ସେ ତିଆରି କରିଛନ୍ତି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ । ୨୬ ମାର୍ଚ୍ଚରେ ଜନ୍ମ ନେଇଥିବା…
ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କରିଛି ଫିଲ୍ମ‘ଆର୍ଆର୍ଆର୍’
ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍ଆର୍ଆର୍’ ଶୁକ୍ରବାର ରିଲିଜ୍ ହୋଇଯାଇଛି। ନିର୍ଦ୍ଦେଶକ ରାଜାମୌଲିଙ୍କ ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ୍ରେ ଭିଡ ଦେଖିବାକୁ ମିଳିଥିଲା। ତେବେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ପ୍ରଥମ ଦିନରେ ହିନ୍ଦୀ ଭର୍ସନରେ ୧୮ କୋଟି…
ଧମାଲ କରୁଛି ରାଜାମୌଲିଙ୍କ ଫିଲ୍ମ ‘ଆର୍ଆର୍ଆର୍’, ପ୍ରଥମ ଦିନରେ ହାଉସ୍ଫୁଲ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍ଆର୍ଆର୍’ ରିଲିଜ୍ ହେବା ପରେ ଧୁମ ମଚାଉଛି। ପ୍ରଥମ ଦିନରେ ଫିଲ୍ମକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯିଏ ଦେଖୁଛି ସିଏ କହୁଛି ମାଷ୍ଟର ପିସ ସିନେମା । ନିର୍ଦ୍ଦେଶକ ରାଜାମୌଲିଙ୍କ ବାହୁବଳୀ…
ସ୍ବୟଂମ୍ବର କରି କନିଆଁ ଖୋଜିବେ ମିକା
ବମ୍ବେ: ବିବାହ କରିବାକୁ ମନ ବଳାଇଛନ୍ତି ଖ୍ୟାତନାମା ଗାୟକ ମିକା ସିଂ। ଖୁବ୍ଶୀଘ୍ର ତାଙ୍କୁ ‘ସ୍ବୟଂମ୍ବର- ମିକା ଦି ବୋଟି’ରେ ଦେଖିବାକୁ ମିଳିବ। ଏହି ଶୋ’ରେ ସେ ନିଜର ଜୀବନସାଥୀ ଖୋଜିବେ। ସମସ୍ତଙ୍କ ଭଳି ସେ ନିଜର ସାଥୀଙ୍କ ମଧ୍ୟରେ ଅନେକ…
ଲାରାଙ୍କ ଘର ବାହାରେ ନୋଟିସ୍ ଲଗାଇଲା ବିଏମ୍ସି
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତାଙ୍କୁ କରୋନା। ସେ କୋଭିଡ-୧୯ ସଂକ୍ରମିତ ହେବା ପରେ ତାଙ୍କ ଘର ବାହାରେ ବମ୍ବେ ମହାନଗର ନିଗମ(ବିଏମ୍ସି)ପକ୍ଷରୁ ନୋଟିସ୍ ଲଗାଯାଇଛି। କରୋନା ନିୟମାନୁଯାୟୀ ତାଙ୍କର ଘରକୁ ସିଲ୍ କରାଯାଇଛି। ବାନ୍ଦ୍ରାରେ ଥିବା ଲାରାଙ୍କ ଘରକୁ ମାଇକ୍ରୋ…
ବନ୍ଦ ହେବ କି କପିଲ ଶର୍ମା ଶୋ’
ହାସ୍ୟ ଅଭିନେତା କପିଲ ଶର୍ମା ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର କାଷ୍ଟକୁ ପ୍ରମୋଶନ ପାଇଁ ଆମନ୍ତ୍ରଣ ନ କରିବାରୁ କପିଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ବଏକଟ୍ କପିଲ ଶର୍ମା ଶୋ’ ସୋସିଆଲ…
ରିଲିଜ୍ ହେଲା ‘ଆର୍ଆର୍ଆର୍’: ୩ ହଜାରରୁ ଅଧିକ ସ୍କ୍ରିନ୍ରେ ଦେଖୁଛନ୍ତି ଦର୍ଶକ
ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍ଆର୍ଆର୍’ ଆଜି ପ୍ରେକ୍ଷାଳୟରେ ରିଲିଜ୍ ହୋଇଯାଇଛି।କରୋନା କଟକଣା ଯୋଗୁ ପ୍ରାୟ ଦେଢ ବର୍ଷ ପରେ ରିଲିଜ୍ ହୋଇଛି ଫିଲ୍ମ‘ଆର୍ଆର୍ଆର୍’। ତେଲୁଗୁ ସମେତ ତାମିଲ, କନ୍ନଡ, ମାଲାୟାଲାମ, ହିନ୍ଦୀ ଭାଷାରେ ସାରା ଦେଶରେ ୩…
ବିଦେଶରେ ଦେଶୀ ଲୁକ୍କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ହଲିଉଡ୍ରେ ଦେଶର ନାଁକୁ ଉଜ୍ଜ୍ୱଳ କରି ଚାଲିଛନ୍ତି। ସେ ଦକ୍ଷିଣ ଏସୀୟ ଏକ୍ସଲେନ୍ସ ଫିଲ୍ମର ପ୍ରି-ଓସ୍କାର ଇଭେଣ୍ଟରେ ସହ-ହୋଷ୍ଟ ଭାବରେ ଆଙ୍କରିଂ କରିଥିଲେ। ପ୍ରିୟଙ୍କାଙ୍କ ପାଇଁ ଏହା ଏକ ଗର୍ବର କଥା। ଏହି…
ରାଗିଲେ ‘ଦ କଶ୍ମୀର ଫାଇଲ୍ସ’ ଫେମ ପଲ୍ଲବି
ମୁମ୍ବାଇ: ଏବେ ଖୁବ୍ ଚର୍ଚ୍ଚାରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ । ୧୯୯୦ରେ ଯେଉଁଭଳି ଭାବେ କଶ୍ମୀର ପଣ୍ଡିତଙ୍କୁ ଜେନୋସାଇଡ କରାଯାଇଥିଲା ତାହା ଫିଲ୍ମରେ ଦର୍ଶାଯାଇଛି । ତେଣୁ ଫିଲ୍ମଟି ସବୁ ବର୍ଗର ଦର୍ଶକଙ୍କୁ ବେଶ…
ବୟଫ୍ରେଣ୍ଡଙ୍କ ସହ ବ୍ରେକ୍ଅପ୍ କଲେ ଶ୍ରଦ୍ଧା
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ ବ୍ରେକ୍ଅପ୍ ହୋଇଯିବା ଖବର ଆଲୋଚନା ହେଉଛି। ଯଦିଓ ଶ୍ରଦ୍ଧା ତାଙ୍କ ସମ୍ପର୍କ ସ୍ଥିତିକୁ କେବେ ପ୍ରକାଶ କରିନାହାଁନ୍ତି, କିନ୍ତୁ ବିଟାଉନରେ ସେ ପ୍ରସିଦ୍ଧ ଫଟୋଗ୍ରାଫର…
ସୋସିଆଲ ମିଡିଆ ଆକାଉଣ୍ଟରୁ ଧନୁଷଙ୍କ ନାମ ହଟାଇଲେ ଐଶ୍ୱର୍ଯ୍ୟା
ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁହିଁଙ୍କର ଏଭଳି ନିଷ୍ପତ୍ତିକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏବେ ପୁଣି ଥରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସମସ୍ତ ସୋସିଆଲ…
ସୋନାକ୍ଷୀଙ୍କ ନାଁରେ ମାନହାନି ମାମଲା
ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ଏବେ ଅଡୁଆରେ । ନିକଟରେ ଜଣେ ଇଭେଣ୍ଟ ମ୍ୟାନେଜର ସୋନାକ୍ଷୀଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରିଥିଲେ । ଏହି ମାମଲା ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ସୋନାକ୍ଷୀ ଏହାକୁ ମିଛ ବୋଲି କହିଥିଲେ…
Archives


