ଫିଲ୍ମ ଜଗତରେ ଏଣ୍ଟ୍ରି କଲେ ଧୋନୀ
କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଫିଲ୍ମ ଜଗତରେ ପାଦ ଥାପିଛନ୍ତି। ହେଲେ ସେ ଅଭିନେତା ଭାବରେ ନୁହେଁ ବରଂ ନିର୍ମାତା ଭାବେ ଫିଲ୍ମ ଜଗତରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ରିପୋର୍ଟ ଅନୁସାରେ, ଧୋନୀ ସାଉଥ ଫିଲ୍ମକୁ ପ୍ରଡ୍ୟୁସ…
ଏହି ଦିନ ଓଟିଟିରେ ହେବ ରିଲିଜ୍
ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଆର୍ଆର୍’ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ପାଖାପାଖି ୧,୧୨୭ କୋଟି ଟଙ୍କା କଲେକ୍ସନ ସହିତ ଚତୁର୍ଥ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ। ନିକଟରେ ଏହି ଫିଲ୍ମ ମେ’୨୦ରେ ଓଟିଟିରେ ରିଲିଜ୍…
ଅଭିନେତାଙ୍କୁ କଡ଼ା ଜବାବ ଦେଲେ ସୁନୀଲ ସେଟ୍ଟୀ
ବଲିଉଡ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ମହେଶ ବାବୁଙ୍କୁ କଡ଼ା ଜବାବ ଦେଇଛନ୍ତି ସୁନୀଲ ସେଟ୍ଟୀ। କିଛି ଦିନ ପୂର୍ବରୁ ମହେଶ ବାବୁ ବଲିଉଡକୁ ଟାର୍ଗେଟ କରି କହିଥିଲେ ଯେ, ବଲିଉଡରେ ସେ ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି…
ସୋସିଆଲ ମିଡିଆକୁ ବାଏ କହିଲେ ଅଭିନେତ୍ରୀ !
ବମ୍ବେ: ସୋସିଆଲ ମିଡିଆକୁ ବାଏ କହିଛନ୍ତି ଚୁଲବୁଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଲଗାତାର ଭାବେ ନିଜ ଫ୍ୟାଶନ ସେନ୍ସ, ଅଭିନୟ, ଫିଟନେସ ଏବଂ ନୃତ୍ୟକୁ ନେଇ ସୋସିଆଲ ମିଡିଆରେ ହଲଚଲ୍ ସୃଷ୍ଟି କରୁଥିବା ଶିଳ୍ପାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇଛି। ଅଭିନେତ୍ରୀ…
ନୂଆ ଇନିଂସ ଆରମ୍ଭ କରିବେ ଧୋନୀ
ଚେନ୍ନାଇ,୧୨।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ ପରେ ଏବେ ଫିଲ୍ମ ଜଗତକୁ ପ୍ରବେଶ କରିବାକୁ ଯାଉଛନ୍ତି। ଧୋନୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ମାତା ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିପାଇଁ ଧୋନୀ ଅଭିନେତା ରଜନୀକାନ୍ତଙ୍କ…
ମା’ହେଲେ ଅଭିନେତ୍ରୀ
ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କ୍ରତିକା ସେଙ୍ଗର ଗୁରୁବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଝିଅ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ହେଲେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ…
ପ୍ରେମିକାଙ୍କ ଲାଗି ପୁଣେରୁ ମୁମ୍ବାଇ ଆସିଲେ ରାକେଶ
ବମ୍ବେ: ସ୍ବପ୍ନର ସହର ମୁମ୍ବାଇରେ ଘର କିଣିଛନ୍ତି ବିଗ୍ ବସ୍ ଫେମ୍ ଅଭିନେତା ରାକେଶ ବାପଟ। ପୂର୍ବପତ୍ନୀ ରିଧି ଡୋଗରାଙ୍କଠାରୁ ଅଲଗା ହେବା ପରଠାରୁ ରାକେଶ ପୁଣେରେ ରହିଆସୁଥିଲେ। ହେଲେ ଏବେ କଥିତ ପ୍ରେମିକା ସମିତା ସେଟ୍ଟୀଙ୍କ ପାଇଁ ସେ ପୁଣିଥରେ…
ବିଦେଶରେ ବଢୁଛି ଦୀପିକାଙ୍କ କ୍ରେଜ୍
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ରେଜ୍ ଏବେ ବିଦେଶରେ ବଢୁଛି। ସେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ନିକଟରେ ଦୀପିକାଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜଜ୍ ହେବାର ସୁଯୋଗ ମିଳିଥିଲା। ଏବେ ସେ ଏକ ବିଦେଶୀ ଲୋକପ୍ରିୟ…
ହନିମୁନ୍ ସମୟର ଭିଡିଓ ଶେୟାର କଲେ ଏହି ଅଭିନେତା, କହିଲେ…
ମୁମ୍ବାଇ: ଭୋଜପୁରୀ ଫିଲ୍ମ ଅଭିନେତା ୟଶ ନିକଟରେ ଅଭିନେତ୍ରୀ ନିଧି ଝାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହକୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ନିଧି ଏବଂ ୟଶଙ୍କ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିସହିତ ଉଭୟଙ୍କୁ…
‘ପୁଷ୍ପା-୨’ ପାଇଁ ଅଲୁ ଅର୍ଜୁନ ନେବେ ଏତିକି ଟଙ୍କା ଫି’
ଫିଲ୍ମ ‘ପୁଷ୍ପା-ଦ ରାଇଜ୍’ର ଜବରଦସ୍ତ ସଫଳତା ପରେ ଏବେ ଏହାର ଦ୍ୱିତୀୟ ଭାଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦର୍ଶକ ମଧ୍ୟ ପୁଷ୍ପା ୨କୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଫିଲ୍ମର ସ୍କ୍ରିପ୍ଟ କାମ ଚାଲିଛି। ପ୍ରଥମ ଅପେକ୍ଷା ଦ୍ୱିତୀୟ…
ଦୀପିକାଙ୍କୁ ପ୍ରଶଂସା କଲେ ରଣବୀର
ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସ୍ବାମୀ ରଣବୀର ପ୍ରଶଂସା କରିବା, ସମର୍ଥନ କରିବା ଆଦି ସୁଯୋଗକୁ ଆଦୌ ହାତଛଡ଼ା କରନ୍ତି ନାହିଁ। ରଣବୀର ସବୁାବେଳେ ନିଜ ଭଲପାଇବାକୁ ଖୋଲାଖୋଲି ଭାବେ ପ୍ରକାଶ କରିବାକୁ ପସନ୍ଦ କରିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ଦୀପିକାଙ୍କୁ…
ଓଟିଟିରେ ଡେବ୍ୟୁ କରିବେ ସୋନାଲି
ମୁମ୍ବାଇ: କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଥିବା ନାୟିକା ସୋନାଲି ବେନ୍ଦ୍ରେ ଖୁବଶୀଘ୍ର ଦ ବ୍ରୋକନ ନ୍ୟୁଜ ସହ ନିଜର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ଲୋକପ୍ରିୟ ବ୍ରିଟିଶ ସିରିଜ ପ୍ରେସର ଭାରତୀୟ ରୂପାନ୍ତର । ବିନୟ…
Archives


