ଏହି ଦିନ ଓଟିଟିରେ ହେବ ରିଲିଜ୍‌

ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ପାଖାପାଖି ୧,୧୨୭ କୋଟି ଟଙ୍କା କଲେକ୍ସନ ସହିତ ଚତୁର୍ଥ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ। ନିକଟରେ ଏହି ଫିଲ୍ମ ମେ’୨୦ରେ ଓଟିଟିରେ ରିଲିଜ୍‌ ହେବାକୁ ଯାଉଛି। ଯେଉଁମାନେ କୌଣସି କାରଣରୁ ଏହି ଫିଲ୍ମକୁ ବଡ ପରଦାରେ ଦେଖିପାରି ନାହାଁନ୍ତି, ସେମାନେ ଓଟିଟିରେ ଦେଖିବାକୁ ସୁଯୋଗ ପାଇବେ।
ଫିଲ୍ମ ‘ଆର୍‌ଆର୍‌ଆର୍‌’୨୫ ମାର୍ଚ୍ଚରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିଲା। ସାଉଥ୍‌ ସୁପରଷ୍ଟାର ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆରଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଲୁକ୍‌ରେ ଆସୁଛନ୍ତି ଅମିର ଖାଁ

ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଅମିର ଖାଁ ଅନେକ ଦିନ ପରେ ପୁଣି ପରଦାକୁ ଫେରୁଛନ୍ତି। ଲମ୍ବା ଚୁଟି, ଲମ୍ବା ଦାଢ଼ି ଓ ତା’ସହ...

ବିଗ ବି’ଙ୍କ ଲିଭରର ୭୫ ପ୍ରତିଶତ କାମ କରୁ ନାହିଁ

ମୁମ୍ବାଇ: ‘କୌନ ବନେଗା କରୋଡପତି’ର ନୂଆ ସିଜିନ୍‌କୁ ନେଇ ଚର୍ଚ୍ଚାରେ ରହିଥିବା ବିଗ ବି ଏବେ ନିଜର ସ୍ବାସ୍ଥ୍ୟାବସ୍ଥାକୁ ନେଇ ସଂଘର୍ଷ କରୁଛନ୍ତି। ସବୁବେଳେ ଫିଟ୍‌...

ମୁଁ କୌଣସି ପୁରସ୍କାର କିଣିବାକୁ ଚାହିଁନି: ଗୋବିନ୍ଦା

ବଲିଉଡ୍‌ ହିରୋ ଗୋବିନ୍ଦାଙ୍କୁ ଶେଷଥର ପାଇଁ ଫିଲ୍ମ ‘ରଙ୍ଗିଲା ରାଜା’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା କମାଲ ଦେଖାଇ ପାରି ନ...

ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ଦର୍ଶକଙ୍କ ହୃଦୟରେ ଲଗାଇଲା ନିଆଁ

ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୋନାଲିସା ନିଜର ଗ୍ଲାମରକୁ ନେଇ ବେଶ୍‌ ପରିଚିତ। ଏମିତିରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ସୋସିଆଲ...

ଖୁସି ପଛରେ…

ପରିଣୀତି ଚୋପ୍ରାଙ୍କ ଖୁସି ଏବେ ବନ୍ଧବାଡ଼ ମାନୁନି। କାରଣ କ’ଣ ଜାଣନ୍ତି ? ସେ ଖୁବ୍‌ ଶୀଘ୍ର ବଲିଉଡ୍‌ର ଅନ୍ୟତମ ନାମୀ ପ୍ରଯୋଜକ-କମ୍‌-ନିର୍ଦ୍ଦେଶକ ସୁରଜ ବରଜ୍ୟାତାଙ୍କ...

୧୩୪ କୋଟିର ମାଲିକାଣି ହେଲେ ଏହି ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ର ଅନ୍ୟତମ ହଟ୍‌ ଏବଂ ଏଭରଗ୍ରୀନ୍‌ ଅଭିନେତ୍ରୀ ହେଲେ ବିଦ୍ୟା ବାଲାନ। ୧୯୭୮ ଜାନୁୟାରୀ ୧ରେ କେରଳରେ ତାଙ୍କର ଜନ୍ମ। ନିଜ ଅଭିନୟ ବଳରେ...

ଓଟିଟିରେ ରିଲିଜ ହେବ ଏହି ଫିଲ୍ମ , ସାଟେଲାଇଟ ସଂଯୋଗ ମାଧ୍ୟମରେ ମଧ୍ୟ ଦେଖିପାରିବେ

ଚଳଚ୍ଚିତ୍ର ନିର୍ମାତା ଅଲି ଅବ୍ବାସ ଜାଫରଙ୍କ ପ୍ରଥମ ଫିଲ୍ମ ‌‘ଖାଲି ପିଲି’ ଓଟିଟିରେ ମୁକ୍ତିଲାଭ ପାଇଁ ଘୋଷଣା ହୋଇଛି। ନିର୍ମାତାଙ୍କ ନିଷ୍ପତ୍ତି ଅନୁଯାୟୀ, ମକବୁଲ ଖାନଙ୍କ...

ମଲାଇକାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ

ମୁମ୍ବାଇ: ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ ଡିଭା ମଲାଇକା ଅରୋରା। ସେ ନିଜ କାର୍‌ରେ ଯାଉଥିବା ବେଳେ ଖୋପୋଲି ଏକ୍ସପ୍ରେସ୍‌ ଓ୍ବେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।...

Advertisement
Archives

Model This Week