ମନୋରଞ୍ଜନ

ପାକିସ୍ତାନ ରେସ୍ତୋରାଁରେ ଆଲିଆଙ୍କ ଭିଡିଓ କ୍ଲିପକୁ ନେଇ ଉଠିଲା ବିବାଦ

ମୁମ୍ବାଇ: ପାକିସ୍ତାନର ଏକ ରେସ୍ତୋରାଁରେ ବଲିଉଡ ମୁଭିର ଭିଡିଓ କ୍ଲିପକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏହି ଘଟଣାକୁ ନେଇ ଉକ୍ତ ରେସ୍ତୋରାଁ ବିବାଦ ଘେରକୁ ଚାଲି ଆସିଛି । ଘଟଣା ହେଲା ପାକିସ୍ତାନ କରାଚିରେ ଥିବା ଏକ…

ଚଳଚ୍ଚିତ୍ରକୁ ବିଭାଜୀକରଣ କରା ନ ଯାଉ

ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଜଗତକୁ ବିଭାଜୀକରଣ ନ କରାଯାଉ। ଯେଉଁ ସବୁ ଫିଲ୍ମ ଆଞ୍ଚଳିକ ଭାଷାରେ ତିଆରି କରାଯାଉଛି ସେଥିରେ କୌଣସି ପାର୍ଥକ୍ୟ ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ଆଦିତୀ ରାଓ ହାଇଦରି। ବରଂ ସ୍ଥାନୀୟ ଲୋକେ କିପରି ଭାବେ ମନୋରଞ୍ଜନର…

‘ଖତ୍‌ରୋ କେଁ ଖିଲାଡି-୧୨’ରେ ନଜର ଆସିବେନି ମୁନାୱାର

ଲୋକପ୍ରିୟ ରିଆଲିଟି ଶୋ’ ‘ଲକ ଅପ’ର ବିଜେତା ମୁନାୱାର ଫାରୁକି ରିଆଲିଟି ଶୋ’ଖତ୍‌ରୋ କେଁ ଖିଲାଡି’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ମୁନାୱାର। ସେ କହିଛନ୍ତି , ‘ବନ୍ଧୁଗଣ, କୌଣସି କାରଣରୁ ମୁଁ…

ଓଟିଟିରେ ରିଲିଜ୍‌ ନ ହୋଇ ହଲ୍‌ରେ ରିଲିଜ୍‌ ହେବ ଅକ୍ଷୟଙ୍କ ଫିଲ୍ମ

‘ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ବୀରାଜ’ପରେ ଏବେ ଆଉ ଏକ ଫିଲ୍ମ‘ରାମ ସେତୁ’ରେ ନଜର ଆସିବେ ଅକ୍ଷୟ କୁମାର। ବ୍ୟାକ ଟୁ ବ୍ୟାକ ଦୁଇଟି ଫିଲ୍ମ ଫ୍ଲପ ହେବା ପରେ ଅକ୍ଷୟଙ୍କ ତୃତୀୟ ଫିଲ୍ମ ଉପରେ ଅନେକ କିଛି ନିର୍ଭର କରିବ।…

୧୦ ଅଭିନେତ୍ରୀଙ୍କ ସହ ସଲମାନ କରିବେ ଏହି ଫିଲ୍ମ

ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ବହୁତ ପ୍ରଂଶସକ। ସମସ୍ତେ ତାଙ୍କୁ ଖୁବ୍‌ ଭଲପାଆନ୍ତି। ପ୍ରଂଶସକ ଆଜି ବି ତାଙ୍କ ଫିଲ୍ମକୁ ଚାତକ ପରି ଚାହିଁ ବସିଥାନ୍ତି। ତାଙ୍କର ଆଗକୁ ଅନେକ ଫିଲ୍ମ ଆସୁଛି । କିନ୍ତୁ ନିକଟରେ ତାଙ୍କର ଏପରି ଏକ…

ବାହା ହେବେ ନାହିଁ ଇଶା

ମୁମ୍ବାଇ: ‘ଆଶ୍ରମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶା ଗୁପ୍ତା ଏବେ ବେଶ ଚର୍ଚ୍ଚାରେ । କିଛିଦିନ ହେବ ବଡ ପରଦାରୁ ଦୂରରେ ଥିବା ଇଶା ପୁଣିଥରେ ଫେରିଛନ୍ତି । ତାଙ୍କର ମନମୋହକ, ଆକର୍ଷିତ, ସିଜଲିଙ୍ଗ ଓ ଦମଦାର ଅନ୍ଦାଜ ପାଇଁ…

କୋଟି କୋଟି ଟଙ୍କାରେ ବିକ୍ରି ହୋଲା ବି.ଆର ଚୋପ୍ରାଙ୍କ ବଙ୍ଗଳା

ମୁମ୍ବାଇରେ ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବି.ଆର ଚୋପ୍ରାଙ୍କ ବଙ୍ଗଳା ବିକ୍ରି ହୋଇଛି। ୨୫,୦୦୦ ବର୍ଗଫୁଟ ଜମିରେ ନିର୍ମିତ ଏହି ବଙ୍ଗଳା ଜୁହୁ ଅଞ୍ଚଳରେ ଏକର ଜମିରେ ବ୍ୟାପିଛି। ଏହା ୧୮୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଜଣେ…

ପରଲୋକରେ ହ୍ରିତିକ୍‌ଙ୍କ ଆଈ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଆଈ ପଦ୍ମା ରାଣୀ ଓମପ୍ରକାଶଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ହ୍ରିତିକଙ୍କ ବାପା ରାକେଶ ରୋଶନ…

୩୦୦ କୋଟି ବଜେଟ୍‌ରେ ନିର୍ମାଣ ହେବ ଫିଲ୍ମ ‘ଶକ୍ତିମାନ’

୯୦ ଦଶକର ପିଲାମାନଙ୍କର ସବୁଠାରୁ ପ୍ରିୟ ଶୋ’ ଥିଲା ‘ଶକ୍ତିମାନ’। ୧୯୯୭ରେ ଡିଡି ନ୍ୟାଶନାଲରେ ଆରମ୍ଭ ହୋଇଥିବା ଏହି ଶୋ’ ଦେଖିବା ପାଇଁ ପିଲାମାନେ ସମୟ ପୂର୍ବରୁ ଟିଭି ଆଗରେ ଅପେକ୍ଷା କରି ରହୁଥିଲେ। ଏବେ ୧୭ ବର୍ଷ ପରେ ଏହି…

ମା’ଙ୍କ ଜନ୍ମଦିନରେ ଖାସ୍‌ ଫଟୋ ଶେୟାର କଲେ ପ୍ରିୟଙ୍କା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ସେବେଠାରୁ ପ୍ରଶଂସକମାନେ ତାଙ୍କ ଝିଅର ଟିକେ ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି। ପ୍ରିୟଙ୍କା ମା’ ମାଳତୀ ଚୋପ୍ରାଙ୍କ ଜନ୍ମଦିନ ଅବସରରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ପ୍ରିୟଙ୍କାଙ୍କ…

ଲେଖିକା ହେବାକୁ ମନ ବଳାଇଲେଣି ମଲାଇକା

ମୁମ୍ବାଇ: ବଲିଉଡ୍‌ ଆଇଟମ୍‌ ଗର୍ଲ ମଲାଇକା ଆରୋରାଙ୍କୁ କିଏ ବା ନ ଜାଣେ। ତାଙ୍କର ଫିଟ୍‌ନେଶ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହାରି ଭିତରେ ମଲାଇକା ଲେଖିକା ହେବାକୁ ମନ ବଳାଇଛନ୍ତି। ଫିଟ୍‌ନେଶକୁ ନେଇ ସେ ଏକ ବହି ଲେଖିବାକୁ…

ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍‌, ବିବାଦୀୟ ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ

ମୁମ୍ବାଇ,୧୬।୬: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଗୁରୁବାର ଜାମିନ ମିଳିଛି। ଥାନେର ଏକ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ହେଲେ ତାଙ୍କ ନାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?