ଝିଅକୁ ଏମିତି ମା’ ରୂପରେ ଦେଖିବାକୁ ଚାହାନ୍ତି ଅନିଲ
ମୁମ୍ବାଇ,୧୬ା୬: ବଲିଉଡ୍ ଅଭିନେତା ଅନିଲ କପୁର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯୁଗ୍ ଯୁଗ୍ ଜିଓ’ର ପ୍ରମୋଶନରେ ବ୍ୟସ୍ତ ଥିବାବେଳେ ନାତୁଣୀ କି ନାତିଙ୍କୁ ସ୍ବାଗତ କରିବାକୁ ବି ଅପେକ୍ଷା କରିଛନ୍ତି। କାରଣ ଅନିଲଙ୍କ ଝିଅ ସୋନମ କପୁର ମାଆ ହେବାକୁ ଯାଉଛନ୍ତି।…
ରିଲିଜ୍ ପୂର୍ବରୁ ବୟକଟ ଦାବି
ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଜୁନ୍ ୧୫ରେ ରିଲିଜ୍ ହୋଇଯାଇଛି। ଟ୍ରେଲର ରିଲିଜ୍ ହେବା ପରେ ପ୍ରଶଂସକ ପସନ୍ଦ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବିବାଦ ଉପୁଜିଛି। ଏପରିକି ଫିଲ୍ମକୁ ବୟକଟ କରିବା ପାଇଁ ଦାବି କରାଯାଉଛି।…
ଆମିରଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ଅକ୍ଷୟ
ମୁମ୍ବାଇ: ବ୍ୟାକ ଟୁ ବ୍ୟାକ ୨ଟି ଫ୍ଲପ ଫିଲ୍ମ ଭେଟି ଦେଇଥିବା ଅକ୍ଷୟ କୁମାର ଏବେ ଆମିର ଖାଁଙ୍କୁ ଟକ୍କର ଦେବାକୁ ଆସୁଛନ୍ତି । ନିକଟରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ୱିରାଜ’ ରିଲିଜ ହୋଇଥିଲେ ବି ଏହା ଦର୍ଶକଙ୍କୁ…
ବଦଳିଲା ଆଦିତ୍ୟ ରୟ କପୁରଙ୍କ ଫିଲ୍ମ ‘ଓମ- ଦ ବ୍ୟାଟେଲ ୱିଦଇନ୍’ର ଟାଇଟଲ
ମୁମ୍ବାଇ: ଅନେକ ସମୟରେ ବଲିଉଡରେ ଦେଖିବାକୁ ମିଳିଛି କି ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଥିବା ବେଳେ ଏହାର ଟାଇଟେଲରେ କିଛି ଅଦଳ ବଦଳ କରାଯାଇଥାଏ । ଏମିତି ଏବେ ଘଟିଛି ଆଦିତ୍ୟ ରୟ କପୁରଙ୍କ ଆଗାମୀ ଫିଲ୍ମ ‘ଓମ- ଦ…
ଦୀପିକାଙ୍କୁ ନେଇ ଚିନ୍ତିତ ପ୍ରଭାସ,ଶୁଟିଂ ଘୁଞ୍ଚାଇବା ଲାଗି କଲେ ଅନୁରୋଧ
ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଥିପାଇଁ ଅଭିନେତ୍ରୀଙ୍କ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଦୀପିକାଙ୍କୁ ହସ୍ପିଟାଲରେ ଡିସଚାର୍ଜ କରି ଦିଆଯାଇଥିଲା। ବର୍ତ୍ତମାନ ଦୀପିକାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ। ସେ…
କଶ୍ମୀର ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଅଭିନେତ୍ରୀ
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ କଶ୍ମୀରୀ ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ନିକଟରେ ସାଇ ଆଗାମୀ ଚଳଚ୍ଚିତ୍ର ‘ବିରାଟ ପର୍ବମର’ ପ୍ରମୋଶନ ସମୟରେ ବଲିଉଡ ଫିଲ୍ମ କଶ୍ମୀର ଫାଇଲ୍ସରେ ପ୍ରଦର୍ଶିତ କଶ୍ମୀର ପଣ୍ଡିତଙ୍କ ଦୃଶ୍ୟକୁ ଗୋ ସୁରକ୍ଷା…
ସାଦ ଖାଇଲେ ସୋନମ
ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ନିଜ ଗର୍ଭଧାରଣ ସମୟକୁ ଉପଭୋଗ ମଧ୍ୟ କରୁଛନ୍ତି। ସୋନମ ଏବେ ଲଣ୍ଡନରେ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ସମୟ ବିତାଉଛନ୍ତି। ଲଣ୍ଡନରେ ତାଙ୍କ ସାଦଖିଆ ଅର୍ଥାତ୍ ବେବି…
ହସ୍ପିଟାଲରୁ ବାହାରିଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁଟିଂ ସେଟ୍ରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ସେ ହାଇଦ୍ରାବାଦରେ ତାଙ୍କ ପରବର୍ତ୍ତୀ ଫିଲ୍ମ କେର ଶୁଟିଂ ସେଟ୍ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ…
ଅଭିନେତାଙ୍କ ନାଁରେ ଠକେଇ ଅଭିଯୋଗ
ଟିଭି ଧାରାବାହିକର ଜଣାଶୁଣା ଅଭିନେତା କରଣଭୀର ବୋହରାଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜଣେ ୪୦ ବର୍ଷିୟା ମହିଳା କରଣଭୀରଙ୍କ ସମେତ ୬ ଜଣଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ ଆଣିଛନ୍ତି।…
ଶୁଟିଂ ସେଟ୍ରେ ଆହତ ହେଲେ ଏହି ଅଭିନେତ୍ରୀ
ଟିଭି ଅଭିନେତ୍ରୀ ପ୍ରଣାଳି ରାଠୋରଙ୍କୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି। ତେବେ ପ୍ରଣାଳିଙ୍କ ପ୍ରଂଶସକଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି। ସିରିଏଲର ସେଟ୍ରେ ସେ ଆହତ ହୋଇଛନ୍ତି । ଅନେକ ଜଣଙ୍କ ମନରେ ଏହା ଆସୁଥିବ ଯେ, ସେ ବର୍ତ୍ତମାନ…
ରିଲିଜ ହେଲା ‘ବ୍ରହ୍ମାସ୍ତ୍ର’ର ଟ୍ରେଲର୍, ଦର୍ଶକ କହିଲେ ‘ବ୍ଲକ୍ବଷ୍ଟର…
ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର। ଫିଲ୍ମ ରିଲିଜକୁ ଆଉ କିଛି ସମୟ ଥିବା ବେଳେ ନିର୍ମାତାମାନେ ଏହାର ଟ୍ରେଲର ରିଲିଜ କରିଛନ୍ତି। ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ୨ ମିନିଟ ୫୧ ସେକେଣ୍ଡର ଭିଡିଓରେ…
ଉର୍ଫିଙ୍କ ପ୍ରଶଂସାରେ ଶତମୁଖ ହେଲେ ଅନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର
ବମ୍ବେ: ନିଜର ଅଜବ ଡ୍ରେସ୍ ପରିଧାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବିଗ୍ ବସ୍ ଫେମ୍ ଉର୍ଫି ଜାଭେଦ। ସେ କେବେ ସେପ୍ଟିପିନ୍ ତ କେବେ ଭଙ୍ଗା କାଚ, କେବେ ଚେନ୍, ନଚେତ କିଛି ଅଦରକାରୀ ଜିନିଷକୁ ନେଇ ନିଜର ପୋଷାକ…

