ପୁଅଙ୍କୁ ଦାମୀ ଗାଡି ଉପହାର ଦେଲେ ସନ୍ନି
ମୁମ୍ବାଇ: ଅଭିନୟକୁ ଭଲ ପାଉଥିବା ସନ୍ନି ଦେୱଲ କିଛିଦିନ ହେବ ବଡ ପରଦାରୁ ଦୂରରେ ଥିଲେ ବି ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ହୃଦୟରେ ବସାବାନ୍ଧିଛି । ଅଭିନେତା ଅଭିନୟକୁ ଯେତିକି ଭଲ ପାଆନ୍ତି ସେମିତି ଭଲ ଭଲ ଦାମୀ ଗାଡି…
ହୃଦୟ ଜିତିଲା ହିନାଙ୍କ ଗ୍ଲାମର୍
ବମ୍ବେ: ‘କାନ୍ସ’ ରେଡ୍ କାପ୍ଟେଟ୍ରେ ବଲିଉଡ୍ ଅଭିନେତ୍ରୀଙ୍କୁ କଡ଼ା ଟକ୍କର ଦେଇ ଚର୍ଚ୍ଚାରେ ଟେଲିପରଦାର ଲୋକପ୍ରିୟ ତାରକା ହିନା ଖାନ୍। ୨୦୨୨ରେ ହିନା ନିଜ ଲୁକ୍ରେ ସମସ୍ତଙ୍କୁ ମତୁଆଲା କରିଛନ୍ତି। ଏହି ଖାସ୍ ଅବସରରେ ସୋଫିଜ୍ କାଉଚରଙ୍କ ଅଫ୍ ଶୋଲ୍ଡର ଗାଉନ୍କୁ…
ସବୁଠାରୁ ଦାମୀ କାର୍ କିଣିଲେ କଙ୍ଗନା, ଲକଜରୀ ସେଡାନ କାର କିଣିବାରେ ପ୍ରଥମ ଭାରତୀୟ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ମୁଭି ‘ଧାକଡ’ ରିଲିଜ୍ ହୋଇଛି । ଏଥିରେ କଙ୍ଗନାଙ୍କ ସହ ଅଭିନେତା ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତାଙ୍କୁ ଦେଖିବାକୁ ମିଳିଛି । ହେଲେ ଏବେ କଙ୍ଗନା ତାଙ୍କ ମୁଭିକୁ ନେଇ ଯେତିକି…
୧୨ ବର୍ଷ ଡେଟିଂ ପରେ ଜୁଲାଇରେ ପଡ଼ିବ ହାତଗଣ୍ଠି
ବମ୍ବେ: ଦୀର୍ଘ ୧୨ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଏବେ ଆଉ ପାଦେ ଆଗକୁ ବଢ଼ିବ ସମ୍ପର୍କ। ଜୁଲାଇ ୨୧ରେ ବାଜିବ ସାହାନାଇ। ହାତକୁ ଦୁଇ ହାତ ହେବେ ‘ଲକ୍ ଅପ୍ ଶୋ’ର ଅନ୍ୟତମ ପ୍ରତିଯୋଗୀ ପାୟଲ ରୋହତଗୀ।…
ସାରାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍ ଭୁଲେୟା-୨’ ଆଜି ହଲ୍କୁ ଆସିଛି। ଏହା ସହିତ ‘ଶେହଜାଦ୍’ ସମେତ ଅନେକ ଫିଲ୍ମ ଚଳିତ ବର୍ଷ ଲାଇନରେ ଅଛି। କାର୍ତ୍ତିକ ବଲିଉଡ୍ର ଜଣେ ଦମ୍ଦାର ଅଭିନେତା। ଖାଲି ଯେ, କାର୍ତ୍ତିକ ଅଭିନୟକୁ ନେଇ ଚର୍ଚ୍ଚାରେ…
ସୋହେଲଙ୍କ ସହ ଅଲଗା ହେବା ପରେ ସରନେମ୍ ବଦଳାଇଲେ ସୀମା
ଅଭିନେତା ସୋହେଲ ଖାନ ଏବଂ ସୀମା ଖାନ କିଛି ଦିନ ପୂର୍ବରୁ ଦୁହିଁଙ୍କ ଭିତରେ ଛାଡପତ୍ରକୁ ନେଇ ଚର୍ଚ୍ଚା ହେଉଥିଲା। ଦୀର୍ଘ ଦିନ ଧରି ଅଲଗା ଅଲଗା ରହୁଥିଲେ ହେଁ ବର୍ତ୍ତମାନ ଦୁହେଁ ସ୍ବାମୀ-ସ୍ତ୍ରୀ ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
ମା’ ହେଲେ ଏହି ପପ୍ଷ୍ଟାର
ମୁମ୍ବାଇ: ପପଷ୍ଟାର୍ ରିହାନା ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ସେ ନିଜର ଗର୍ଭଧାରଣ ବିଷୟରେ ପ୍ରକାଶ କରିଥିଲେ, ସେ ପ୍ରେମିକ ରାପର ରକି (A $ AP…
ଆଜି ହାତକୁ ଦି’ ହାତ ହେବେ କନିକା
ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁରଙ୍କ ଆଜି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ପ୍ରେମିକ ଗୌତମ ହାଥିରମାନୀଙ୍କ ସହ ହାତକୁ ଦି’ ହାତ ହେବେ। ବିବାହ ପୂର୍ବରୁ କନିକାଙ୍କ ମେହେନ୍ଦୀ ଏବଂ ହଳଦୀ ସେରିମନି ଶେଷ ହୋଇଛି। ଇନଷ୍ଟାଗ୍ରାମରେ…
ଜାଣନ୍ତୁ ନିଜ ବିବାହରେ କେତେ ଟଙ୍କା ଖର୍ଚ୍ଚ କରିଥିଲେ ଅଭିନେତା
ସାଉଥ ସୁପରଷ୍ଟାର୍ ଜୁନିଅର୍ ଏନଟିଆର ଆଜି ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ଆର୍ଆର୍ଆର୍ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ତାଙ୍କର ଲୋକପ୍ରିୟତା ମଧ୍ୟ ଦିନକୁ ଦିନ ଦିନ ବଢିବାରେ ଲାଗିଛି।…
ଜୀବନ ସାଥୀ ବାଛିବାରେ ଭୁଲ୍ କରିଦେଇଛି’
କଟକ ଅଫିସ,୨୦ା୫: ନ୍ୟାୟର ଅପେକ୍ଷା କରିବାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା। ହେଲେ ମୁଁ ସେମିତି ଭୁଲ୍ କରିବି ନାହିଁ। କାରଣ ମୁଁ ମୋ ପିତାମାତା ଓ ପ୍ରିୟଜନଙ୍କୁ ବହୁତ ଭଲ ପାଏ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏମ୍ପି ତଥା ଅଭିନେତା…
ମହାତ୍ମା ଗାନ୍ଧୀଙ୍କ ବାୟୋପିକରେ ନଜର ଆସିବେ ପ୍ରତୀକ ଗାନ୍ଧୀ
ବଲିଉଡ୍ ଅଭିନେତା ପ୍ରତୀକ ଗାନ୍ଧୀଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି। ଅଭିନେତା ମହାତ୍ମା ଗାନ୍ଧୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅପଲଜ ଏଣ୍ଟରନେମେଣ୍ଟ ‘ଗାନ୍ଧୀ’ର ଜୀବନ ଉପରେ ଏକ ବାୟୋପିକ ଘୋଷଣା କରିଛି । ଏହି ବାୟୋପିକ ଏକ…
ରେଡ କାର୍ପେଟରେ ଚାଲିବା ପୂର୍ବରୁ ହଲିଉଡ ଅଭିନେତ୍ରୀଙ୍କ ଆଶୀର୍ବାଦ ନେଲେ ତମନ୍ନା
ମୁମ୍ବାଇ: ଫେମଶ ଅଭିନେତ୍ରୀ ତମନ୍ନା ଭାଟିଆ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ । ସୋସିଆଲ ମିଡିଆରେ କାନ୍ସରୁ ତାଙ୍କର ଲେଟେଷ୍ଟ ଲୁକ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ତମନ୍ନା ରେଡ କାର୍ପେଟରେ ବ୍ଲାକ ଥାଇ ହାଇ ସ୍ଲିଟ ଶିମରି…
Archives


