ରେଡ କାର୍ପେଟରେ ଚାଲିବା ପୂର୍ବରୁ ହଲିଉଡ ଅଭିନେତ୍ରୀଙ୍କ ଆଶୀର୍ବାଦ ନେଲେ ତମନ୍ନା

ମୁମ୍ବାଇ: ଫେମଶ ଅଭିନେତ୍ରୀ ତମନ୍ନା ଭାଟିଆ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ । ସୋସିଆଲ ମିଡିଆରେ କାନ୍ସରୁ ତାଙ୍କର ଲେଟେଷ୍ଟ ଲୁକ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ତମନ୍ନା ରେଡ କାର୍ପେଟରେ ବ୍ଲାକ ଥାଇ ହାଇ ସ୍ଲିଟ ଶିମରି ଗାଉନରେ ନଜର ଆସିଛନ୍ତି । ଏହି ଫଟୋ ବ୍ୟତୀତ ସୋସିଆଲ ମିଡିଆରେ ତମନ୍ନାଙ୍କର ଏକ ଭିଡିଓ ବି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତମନ୍ନା କାନ୍ସର ରେଡ କାର୍ପେଟ ୱାକ ପୂର୍ବରୁ କାହାର ଆଶୀର୍ବାଦ ନେଉଛନ୍ତି । ଏହି ଭିଡିଓରେ ତମନ୍ନା କାନ୍ଥରେ ଲାଗିଥିବା ଏକ ଫଟୋ ନିକଟରେ ଠିଆ ହୋଇ ହାତ ଯୋଡି ଆଶୀର୍ବାଦ ନେଉଛନ୍ତି ।
ତେବେ ଫଟୋଟି ହଲିଉଡର ବଡ ଷ୍ଟାର ଆଣ୍ଡ୍ରେ ହେପବର୍ନଙ୍କର । ସେ ପ୍ରଥମେ ଜଣେ ବ୍ରିଟିଶ କଳାକାର ପରେ ହଲିଉଡରେ ବଡ ଷ୍ଟାର ପାଲଟି ଯାଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ତମନ୍ନା ଆଣ୍ଡ୍ରେ ହେପବର୍ନଙ୍କ ଆଶୀର୍ବାଦ ନେଉଥିବା ଦେଖାଯାଇଛି । ଭିଡିଓରେ ସେ କହୁଛନ୍ତି, ଆଣ୍ଡ୍ରେ ହେପବର୍ନ ଜି, ମୁଁ ରେଡ କାର୍ପେଟରେ ୱାକ କରିବାକୁ ଯାଉଛି ତାହା ପୁଣି କାନ୍‌ରେ । ଏହି ସମୟରେ ତମନ୍ନା ହାତଯୋଡି ଠିଆ ହୋଇଛନ୍ତି । ଫଟୋରେ ସେ କାନ୍ସର ଲାଟେଷ୍ଟ ଲୁକରେ ନଜର ଆସିଛନ୍ତି । ତମନ୍ନାଙ୍କ କ୍ୟାରିୟର କଥା କହିବା ତ ଶେଷ ଥର ପାଇଁ ସେ ବାଦଶାହଙ୍କ ଗୀତ ‘ତବାହି’ରେ ନଜର ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କଠାରୁ କଥକ ଶିଖୁଛନ୍ତି ଭୂମୀ

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ସବୁ ବଲିଉଡ୍‌ ଷ୍ଟାର ଘରେ ଏକ ପ୍ରକାର ବନ୍ଦ ହୋଇ ରହିଛନ୍ତି କହିଲେ ଚଳେ। ଆଉ ଏହି ସମୟରେ କିଏ...

ପୁଣି ବିଜ୍ଞାପନକୁ ନେଇ ଟ୍ରୋଲ ହେଲେ ପ୍ରସିଦ୍ଧ ଡିଜାଇନର୍‌ ସବ୍ୟସାଚୀ

ମୁମ୍ବାଇ: ପ୍ରସିଦ୍ଧ ଡ୍ରେସ ତଥା ଜୁଏଲାରୀ ଡିଜାଇନର୍‌ ସବ୍ୟସାଚୀ ମୁଖାର୍ଜୀ ନିଜର ଅଦ୍ଭୁତ ଡିଜାଇନ ପାଇଁ ସେ ଚାରିଆଡେ ପ୍ରସିଦ୍ଧ। ବଲିଉଡ୍‌ ଠାରୁ ଆରମ୍ଭ କରି...

ଓଡ଼ିଆ ସିନେମାର ଭବିଷ୍ୟତ

”ଓଡ଼ିଆ ଚଳଚ୍ଚିତ୍ର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେଲେ ତାହାର ବ୍ୟବସାୟିକ ସଫଳତା ପାଇଁ ପ୍ରତି ଜିଲାରେ ପ୍ରେକ୍ଷାଳୟର ଅଧିକ ଆବଶ୍ୟକତା ରହିଛି। ପ୍ରେକ୍ଷାଳୟ କମ୍‌ ସାଙ୍ଗକୁ...

ମଲାଇକା-ଅର୍ଜୁନଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଅରବାଜ

ଅଭିନେତା ଅରବାଜ୍‌ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ମଲାଇକା ଆରୋରା ଏବେ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଡେଟ୍‌ କରୁଛନ୍ତି। ଉଭୟ ଚଳିତବର୍ଷ ଏପ୍ରିଲରେ ବିବାହ...

ପୂଜା ହେଗଡେଙ୍କ ପ୍ରେମରେ ପଡିଛନ୍ତି କି ସଲମାନ? ବନ୍ଧୁ କଲେ ଖୁଲାସା

ମୁମ୍ବାଇ: କିଛି ଦିନ ପୂର୍ବରୁ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବଂ ପୂଜା ହେଗଡେଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁହେଁ ଦୁହିଁଙ୍କୁ ଡେଟ୍‌...

ନିଜ ପ୍ରିୟ ଖାଦ୍ୟ ଦେଖି ଏମିତି ହେଲେ କରୀନା: ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ କରୀନା କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରଶଂସକଙ୍କ ସହ ସର୍ବଦା ଯୋଡି ହୋଇ ରହିବାକୁ ଚେଷ୍ଟା କରନ୍ତି। ପ୍ରତିଦିନ ଫଟୋ...

କାଟ୍ରିନାଙ୍କ ବିବାହ ମଣ୍ଡପ ଚାରିପଟେ ନିୟୋଜିତ ସୁରକ୍ଷାକର୍ମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ...

ମା’ ହେବେ ଶ୍ରେୟା !

ମୁମ୍ବାଇ: ବଲିଉଡ୍‌ର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଘରକୁ ଖୁବ୍‌ଶୀଘ୍ର ଆସିବେ ନୂଆ ଅତିଥି । ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚୁପ୍ ରହୁଥିବା ଏହି...

Advertisement
Archives

Model This Week