ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆଥିଆ-ରାହୁଲ

ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ତିନି ବର୍ଷରୁ ଅଧିକ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି। କିଛିଦିନ ହେବ ଶୁଣାଯାଉଛି କି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ସୂଚନାନୁଯାୟୀ, ଆଥିଆ ଏବଂ ରାହୁଲ ଆସନ୍ତା ତିନି ମାସ ମଧ୍ୟରେ ବିବାହ କରିବେ। ଆଥିଆ ଜଣେ ଅଭିନେତ୍ରୀ ହୋଇଥିବା ବେଳେ କେ.ଏଲ ରାହୁଲ ଲକ୍ଷ୍ନୋ ସୁପର ଜିଆଣ୍ଟସର ଅଧିନାୟକ ତଥା ଭାରତ ଜାତୀୟ ଦଳର ଉପ-ଅଧିନାୟକ ଅଟନ୍ତି। ତେବେ ଆସନ୍ତା ତିନି ମାସ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଲଭ୍‌ବାର୍ଡ। ଯାହାକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିକଟରେ ରାହୁଲଙ୍କ ମା’ବାପା ଆଥିଆଙ୍କ ପରିବାରକୁ ଭେଟିବା ପାଇଁ ମୁମ୍ବାଇ ଯାଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ହିଁ ବିବାହ

ବମ୍ବେ: ଖୁବଶୀଘ୍ର ଆଲିଆ ହେବେ ମିସେସ କପୁର। ଅଭିନେତା ରଣବୀର କପୁରଙ୍କ ସହ ଚଳିତ ମାସରେ ହିଁ ହେବ ବିବାହ। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ...

କାଟ୍ରିନାଙ୍କୁ ପ୍ରପୋଜ ବେଳେ ଏମିତି କହି ମନେଇବାକୁ ଚାହିଁଥିଲେ ଭାଇଜାନ

ବଲିଉଡ୍‌ର ଜଣାଶୁଣା ଅଭିନେତା ସଲମାନ ଖାନ ଏବଂ କାଟ୍ରିନା କୈଫଙ୍କ ସମ୍ପର୍କ ପାୟ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଉଭୟ ଏକାଠି ଅନେକ ଫିଲ୍ମ ମଧ୍ୟ...

ଫଟୋ ଶେୟାର କରି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରାୟଙ୍କୁ କିଏବା ନ ଜାଣେ । ସେ ତାଙ୍କର ଦମ୍‌ଦାର ଅଭିନୟ ଏବଂ ଷ୍ଟାଇଲରେ ସମସ୍ତଙ୍କ ହୃଦୟରେ ରାଜ୍‌ କରନ୍ତି...

ଡ୍ରଗ୍ସ ମାମଲାରେ ଦୀପିକାଙ୍କୁ ପଚରାଉଚରା ପରେ ରଣଭୀରଙ୍କ ପ୍ରଥମ ଟୁଇଟ୍‌ : ଯାହା ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ତାରକା ବିବାଦ ଘେରକୁ ଆସିଛନ୍ତି। ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନ ଏବଂ ତାଙ୍କ ମ୍ୟାନେଜର କରିସ୍ମା...

ଅଭିନୟଠାରୁ ଅଧିକ ବିବାଦକୁ ନେଇ ଚର୍ଚ୍ଚାରେ ଥାନ୍ତି ଏହି ଅଭିନେତା; ଏବେ ୧୩୭ କୋଟି ସମ୍ପତ୍ତିର ମାଲିକ

ବମ୍ବେ: ବଲିଉଡ୍‌ର ମୁନ୍ନାଭାଇ କହିଲେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବୁଝାଯାଏ। ୮୦ ଦଶକରୁ ଅଭିନୟ ଦୁନିଆରେ ଆକ୍ଟିଭ୍‌ ଥିବା ସଞ୍ଜୁ ବାବା ନିଜର କର୍ମ, ବ୍ୟକ୍ତିଗତ...

ପଞ୍ଚଭୂତରେ ବିଲୀନ ପାର୍ଥିବ ଶରୀର…

ମୁମ୍ବାଇ, ୬।୨ : ମହାନ ଗାୟିକା ଲତା ମଙ୍ଗେସକରଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଶିବାଜୀ ପାର୍କଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କୁ ଲୋତକ...

୨୫ ବର୍ଷ ବୟସରେ ବିବାହ, ପରେ ମା’: ପକାଇଥିଲା ମଲାଇକାଙ୍କ ଜୀବନରେ କି ପ୍ରଭାବ

ଅଭିନେତ୍ରୀ ମଲାଇକା ଅରୋରା ଇଣ୍ଡଷ୍ଟ୍ରିରେ କାମ କରିବା ସହିତ ଫିଟନେସ ଏବଂ ଗ୍ଲାମରସ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ବୃତ୍ତିଗତ ଜୀବନ ସହିତ, ମଲାଇକା ତାଙ୍କ...

ଆଲିଆଙ୍କ ସହ ଫିଲ୍ମରେ ଡେବ୍ୟୁ କରିବେ ଛୋଟପରଦାର ଏହି ଅଭିନେତା

ମୁମ୍ବାଇ: ଛୋଟ ପରଦା ତଥା ‘କସୌଟୀ ଜିନ୍ଦେଗୀ’ର ଅଭିନେତା ପାର୍ଥ ସମଥାନ ଖୁବ୍‌ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିସହିତ ପାର୍ଥ ବଡ଼ପରଦାରେ ବି ନଜର...

Advertisement
Archives

Model This Week