ମନୋରଞ୍ଜନ

ଜଷ୍ଟିନ ବିବର ଅସୁସ୍ଥ, କାମ କରୁନାହିଁ ମୁହଁର ଗୋଟିଏ ଭାଗ

ଓଟାୱା,୧୧ ।୬: ଅସୁସ୍ଥ ହୋଇ ପଡିଛନ୍ତି କାନାଡାର ପପଷ୍ଟାର ଜଷ୍ଟିନ ବିବର । ଏକ ଭାଇରସ ଆକ୍ରାନ୍ତ କରିବା ଫଳରେ ତାଙ୍କ ମୁହଁର ଅଧାଭାଗ ପକ୍ଷାଘାତ ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ସୂଚନା…

ଟ୍ରୋଲର୍ସଙ୍କୁ ଏମିତି ଜବାବ ଦେଲେ ବିଗ୍‌ ବି

ଗୁଟଖା ବିଜ୍ଞାପନ ଛାଡିବା ପରେ ମଧ୍ୟ ଅମିତାଭ ବଚ୍ଚନଙ୍କ ଉପରେ ଅନେକ କମେଣ୍ଟ ଦେଉଛନ୍ତି। ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଙ୍କର ଏକ କମେଣ୍ଟରେ ବିଗ୍‌ ବି ଜବାବ ଦେଇଛନ୍ତି। ପରେ ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କ ପୋଷ୍ଟରେ ନିଜର ପ୍ରତିକ୍ରିୟା…

ଆଉ ଫେରିବେନି ଦିଶା

ବମ୍ବେ: ଆଉ ଫେରିବେନି ଦିଶା ବକାନି। ଦୀର୍ଘଦିନ ଧରି ସେ ନିଶ୍ଚିତ ଫେରିବେ ବୋଲି କୁହାଯାଉଥିଲେ ହେଁ ଏବେ ସେସବୁରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଫଳରେ ‘ତାରକ ମେହେତା କା ଉଲଟା ଚଷମା’ ଧାରାବାହିକରେ ଶୂନ୍ୟସ୍ଥାନ ସୃଷ୍ଟି ହେବ। ଏଣୁ ତାଙ୍କ ସ୍ଥାନରେ…

ଇଞ୍ଜିନିୟରରୁ ଅଭିନେତ୍ରୀ: ଖବରକାଗଜରେ ଫଟୋ ବାହାରିବା ପରେ ବଦଳି ଯାଇଥିଲା ଭାଗ୍ୟ…

ବମ୍ବେ: ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟର। ହେଲେ ବୃତ୍ତିଗତ ଭାବେ ପେସାରେ ଅଭିନେତ୍ରୀ। ଆମେ କହୁଛୁ ବିଗ୍‌ ବସ୍‌ ୧୫ ବିଜେତା ତେଜସ୍ବୀ ପ୍ରକାଶଙ୍କ କଥା। ଆଜି ଅର୍ଥାତ ଜୁନ ୧୦ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ତେଜସ୍ବୀଙ୍କ ଜନ୍ମ ଏକ…

୪୧ ବର୍ଷରେ ଝିଅଙ୍କୁ ବି ଦେଉଛନ୍ତି ଟକ୍କର

ବମ୍ବେ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଶ୍ୱେତା ତିଓ୍ବାରୀ ଜଣେ। ଏବେ ତାଙ୍କୁ ୪୧ ବର୍ଷ। ହେଲେ ସେ ଦିଶନ୍ତି ଷୋଡଶୀ ଭଳି। ଦୁଇଟି ସନ୍ତାନର ମା’ ହୋଇଥିବା ସତ୍ତ୍ୱେ ତାଙ୍କୁ ଦେଖିଲେ କେହି ତାହା ଠଉରେଇ ପାରିବା ମୁସ୍କିଲ।…

ସୁନ୍ଦର ଦେଖାଯିବା ପାଇଁ ଏହି ଅଭିନେତ୍ରୀଙ୍କ ଉପରେ ପକାଯାଇଥିଲା ଚାପ

ବଲିଉଡ୍‌ର ବୋଲ୍ଡ ଭିନେତ୍ରୀମାନଙ୍କ ମଧ୍ୟରୁ ମଧ୍ୟରୁ ରାଧିକା ଆପ୍ଟେ ଅନ୍ୟତମ। ସେ ଖୁବଶୀଘ୍ର ବିକ୍ରାନ୍ତ ମେସିଙ୍କ ସହ ଫରେନ୍ସିକ୍‌ରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ ହୋଇଛି। ଏହି ସମୟରେ ରାଧିକା ବଲିଉଡ୍‌ର ଡାର୍କ ସିକ୍ରେଟ୍‌ ନେଇ ଖୁଲାସା…

କରିନା, ଅନନ୍ୟାଙ୍କ ଘରେ ପୋଲିସ!

ମୁମ୍ବାଇ: ଏବେ କେତେଜଣ ବଲିଉଡ ସେଲିବ୍ରିଟିଙ୍କ ଘରେ ପୋଲିସକୁ ଦେଖିବାକୁ ମିଳୁଛି । କିଛିଦିନ ତଳେ ବଲିଉଡ ନାୟିକା ମଲାଇକା ଆରୋରାଙ୍କ ଘରେ ପୋଲିସ ପହଞ୍ଚିଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଅନ୍ୟ ୨ ଜଣ ନାୟିକାଙ୍କ ଘରେ ପହଞ୍ଚିଛି ପୋଲିସ…

ରଣବୀର ଭର୍ସେସ ୱାଇଲ୍ଡ ୱିଥ ବେୟର ଗ୍ରିଲ୍ସରେ ଦେଖିବାକୁ ମିଳିବ ଅଭିନେତାଙ୍କ ଭିନ୍ନ ଅନ୍ଦାଜ

ମୁମ୍ବାଇ: ନେଟଫ୍ଲିକ୍ସ ଇଣ୍ଡିଆ ଓ ରଣବୀର ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଜଏଣ୍ଟ ପୋଷ୍ଟ ଶେୟାର କରିଛନ୍ତି । ଏହି ଭିଡିଓରେ ରଣବୀର ସିଂ ବେୟର ଗ୍ରିଲ୍ସଙ୍କ ସହ ଆଡଭେଞ୍ଚର କରୁଥିବା ଦେଖାଯାଇଛି । ଅସଲ କଥା ହେଲା ବଲିଉଡ…

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ମିଳିଲା ସୂଚନା

ମୁମ୍ବାଇ,୧୦।୬: ବଲିଉଡ ଅଭିନେତା ସଲମାନ ଖାନ ଏବଂ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ଶେଷରେ ସନ୍ଧାନ ମିଳିଛି। ସିଦ୍ଧୁ ମୂସେୱାଲାଙ୍କ ହତ୍ୟାକାରୀ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ରୁପ୍‌ର ସଦସ୍ୟ ସଲମାନଙ୍କୁ ହତ୍ୟା ଧମକ ଦେଇଛନ୍ତି। ରାଜସ୍ଥାନର…

ସ୍ବାମୀଙ୍କ ସହ ଫିଲ୍ମ କରିବାକୁ ଚାହାନ୍ତି ନୀଳନୟନା

ମୁମ୍ବାଇ: ନୀଳନୟନା ତଥା ବଲିଉଡ୍‌ର ସବୁଠୁ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ସ୍ବାମୀ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ପୁଣି ଥରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଯଦି ଏହା ଘଟେ…

ପ୍ରିୟଙ୍କାଙ୍କ ବୋଲ୍ଡ ଅବତାର ଦେଖି ସ୍ବାମୀ କହିଲେ…

ବଲିଉଡ୍‌ ପରେ ହଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ପ୍ରଶଂସକଙ୍କ ସହ ସେ ତାଙ୍କ ନୂଆ ଲୁକ୍‌ର ଫଟୋ ପ୍ରାୟତଃ ଶେୟାର କରିଥାନ୍ତି। ନିକଟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ ଫଟୋ…

ଝିଅ ଭାମିକାଙ୍କୁ ନେଇ ଏମିତି ପ୍ରତିଜ୍ଞା କଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଆଜିକାଲି ମାଲଦ୍ୱୀପରେ ଛୁଟି କାଟୁଛନ୍ତି। ଉଭୟ ସୋସିଆଲ୍‌ ମିଡିଆରେ ପ୍ରଶଂସକଙ୍କ ସହ ଫଟୋ ଶେୟାର କରିବାକୁ ଆଦୌ ଭୁଲିନାହାନ୍ତି। ନିକଟରେ ଅନୁଷ୍କା ଝିଅ ଭାମିକାଙ୍କୁ ନେଇ ଏକ ପ୍ରତିଜ୍ଞା କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri