ରଣବୀର ଭର୍ସେସ ୱାଇଲ୍ଡ ୱିଥ ବେୟର ଗ୍ରିଲ୍ସରେ ଦେଖିବାକୁ ମିଳିବ ଅଭିନେତାଙ୍କ ଭିନ୍ନ ଅନ୍ଦାଜ

ମୁମ୍ବାଇ: ନେଟଫ୍ଲିକ୍ସ ଇଣ୍ଡିଆ ଓ ରଣବୀର ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଜଏଣ୍ଟ ପୋଷ୍ଟ ଶେୟାର କରିଛନ୍ତି । ଏହି ଭିଡିଓରେ ରଣବୀର ସିଂ ବେୟର ଗ୍ରିଲ୍ସଙ୍କ ସହ ଆଡଭେଞ୍ଚର କରୁଥିବା ଦେଖାଯାଇଛି । ଅସଲ କଥା ହେଲା ବଲିଉଡ ଅଭିନେତା ରଣବୀର ସିଂ ଖୁବଶୀଘ୍ର ବେୟର ଗ୍ରିଲ୍ସଙ୍କ ସହ ଜଙ୍ଗଲରେ ଧମାକା କରୁଥିବା ନଜର ଆସିବେ ଆଡଭେଞ୍ଚର ଆଧାରିତ ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବେୟର ଗ୍ରିଲ୍ସର ଟିଜର ଶୁକ୍ରବାର ରିଲଜ୍ ହୋଇଛି ।

ରିଲିଜ୍ ହୋଇଥିବ ଟିଜରରେ ରଣବୀର ସିଂ ବେୟର ଗ୍ରିଲ୍ସଙ୍କ ସହ ନଜର ଆସିଛନ୍ତି । ନେଟଫ୍ଲିକ୍ସ ଇଣ୍ଡିଆ ଓ ରଣବୀର ସିଂ ଯୁଗ୍ମ ଭାବେ ଏହି ପୋଷ୍ଟକୁ ଶେୟାର କରିଛନ୍ତି । ଏହି ପୋଷ୍ଟକୁ ଶେୟାର କରି କ୍ୟାପଶନରେ ଲେଖାଯାଇଛି, ଜଙ୍ଗଲ ମେ ମଙ୍ଗଲ!! ରଣବୀର ଭର୍ସେସ ୱାଇଲ୍ଡ ରୋମାଞ୍ଚକାରୀ ରୋମାଞ୍ଚରେ ଭରପୁର ଏକ ଇଣ୍ଟରଆକ୍ଟିଭ ସେ୍‌୍ପଶାଲ ଇଜ୍ କମିଂ ସୁନ୍ ।
ଏହାସହ ଭିଡିଓରେ ଅଭିନେତା କହିଛନ୍ତି , ବଟମ ଦବାନ୍ତୁ ଓ ମୋ ଜୀବନ ବଞ୍ଚାନ୍ତୁ । ଏହି ଭିଡିଓରେ ରଣୀବିର ସିଂ ବେୟର ଗ୍ରିଲ୍ସଙ୍କ ସହ ଆଡଭେଞ୍ଚର କରୁଥିବା ଦେଖାଯାଇଛି । ଏବେ ରଣବୀରଙ୍କ ଫ୍ୟାନ୍ସ ଟିଜରକୁ ଦେଖିବା ପରେ ଏପିସୋଡ ଦେଖିବାକୁ ଉତ୍ସାହିତ ହୋଇ ଗଲେଣି । କେତେଜଣ କହିଛନ୍ତି ଏବେ ଧମାକା ହେବ ତ ଆଉ କେହି କହୁଛନ୍ତି ଏବେ ଅସଲ ମଜା ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?