୫ ଥର ପ୍ରେମରେ ହୋଇଥିଲେ ବିଫଳ, ଏବେ ଏହି ବ୍ୟକ୍ତିଙ୍କୁ କରିବେ ବିବାହ
ବମ୍ବେ: ଥରେ କି ଦୁଇଥର ନୁହେଁ ପାଞ୍ଚଥର ପ୍ରେମରେ ବିଫଳ ହେବା ପରେ ନିର୍ବନ୍ଧ କରି ଚର୍ଚ୍ଚାରେ ଅଭିନେତ୍ରୀ ମୃଣାଳ ଦେଶରାଜ। ଲୋକପ୍ରିୟ ଧାରାବାହିକ ‘ଇସ୍କବାଜ୍’ରେ ଜାହ୍ନବୀ ଓବରୟଙ୍କ ଭୂମିକାରେ ନଜର ଆସିଥିଲେ ସେ। ଏହାପରେ ନାଗିନ ୩ରେ ଦେଖିବାକୁ ମିଳିଥିବା…
ପର୍ନ ଷ୍ଟାର ହେବାକୁ ଚାହୁଁଥିଲେ କିଙ୍ଗ୍ଖାନ
ମୁମ୍ବାଇ: କିଙ୍ଗ୍ଖାନ୍ ଶାହାରୁଖ ଗତ କିଛି ବର୍ଷ ହେବ ବଡ଼ ପରଦାରୁ ଦୂରେଇ ରହିଥିଲେ ହେଁ ବର୍ଷକ ମଧ୍ୟରେ ତିନୋଟି ଫିଲ୍ମ ପାଇଁ ପ୍ରଂଶସକମାନଙ୍କୁ ଖୁସି ଖବର ଦେଇଛନ୍ତି। ଶାହାରୁଖ କେବଳ ନିଜ ଅଭିନୟ ପାଇଁ ନୁହେଁ ବରଂ ବିଦେଶରେ ବି…
ବାଥ୍ରୁମ୍ରୁ ମିଳିଲା ସେଲିବ୍ରିଟି ଫ୍ୟାଶନ ଡିଜାଇନର୍ ପ୍ରତ୍ୟୁଷାଙ୍କ ମୃତଦେହ
ହାଇଦ୍ରାବାଦ: ଟଲିଉଡ୍ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବାଥରୁମ୍ରୁ ମିଳିଛି ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ। ହାଇଦ୍ରାବାଦ ସ୍ଥିତ ବଞ୍ଜାରା ହିଲ୍ସ ଆପାର୍ଟମେଣ୍ଟର ବାଥରୁମ୍ରୁ ଶନିବାର ତାଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏପରିକି ତାଙ୍କ…
ଅନନ୍ୟାଙ୍କ ସହ ଆଗକୁ କାମ ନେଇ ଏମିତି କହିଲେ ଶାହିଦ୍
ବଲିଉଡ୍ ଅଭିନେତା ଶାହିଦ୍ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ କେମେଷ୍ଟ୍ରି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ। କେହି କେହି କହିଛନ୍ତି, ଏହି ଯୋଡି ଖୁବ୍ ସୁନ୍ଦର । ତେବେ ପୁଣି ଦୁହିଁଙ୍କୁ ଏକ ସାଥୀରେ ଦେଖିବାକୁ ମିଳିବ। ଦୁହେଁ ଖୁବଶୀଘ୍ର ଏକାଠି କାମ…
ନବ୍ୟା-ସିଦ୍ଧାନ୍ତଙ୍କ ପ୍ରେମ କାହାଣୀକୁ ନେଇ ପୁଣି ହେଲା ଚର୍ଚ୍ଚା
ମୁମ୍ବାଇ: ବିଗ ବି ଅମିତାଭଙ୍କ ନାତୁଣି ନବ୍ୟା ନଭେଲି ନନ୍ଦା ଓ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ରିଲେସନଶିପକୁ ନେଇ ପୁଣି ଚର୍ଚ୍ଚା ହୋଇଛି । ଉଭୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ବେଳେ ଏବେ ଉଭୟଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା…
ବେବିବମ୍ପ୍ ସହ ରାସ୍ତାରେ ନଜର ଆସିଲେ ସୋନମ
ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଗର୍ଭବତୀ ଅଛନ୍ତି। ସେ ଏବେ ଲଣ୍ଡନ ରାସ୍ତାରେ ଭଉଣୀ ରିୟା କପୁରଙ୍କ ସହ ତାଙ୍କ ଖୁସି ସମୟ ବିତାଉଥିବାର ନଜର ଆସିଛନ୍ତି। ସୋନମଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ରିୟା …
ସଞ୍ଜୟ ଦତ୍ତଙ୍କ ଯୋଗୁ ଅଡ଼ୁଆରେ ଫସିଥିଲେ ମାଧୁରୀ
ବମ୍ବେ: ନବେ ଦଶକରେ ବଲିଉଡ୍ର ସବୁଠାରୁ ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ ଥିଲା ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି। ‘ସାଜନ୍’, ‘ଖଳନାୟକ’ ଭଳି ଚଳଚ୍ଚିତ୍ରରେ କାମ କରିବା ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର…
ନସିରୁଦ୍ଦିନଙ୍କ ବିବାଦୀୟ ବୟାନ
ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଛି । ଫିଲ୍ମ ଏବେ ପର୍ଯ୍ୟନ୍ତ ୨୪୬ କୋଟି ବିଜନେସ କରିଥିବା ବେଳେ, ଏବେ ପର୍ଯ୍ୟନ୍ତ…
ବିବାହ ପରେ ବିବାଦରେ ନୟନତାରା
ବିବାହ ପରେ ବିବାଦ ଘେରରେ ସାଉଥ୍ ଅଗିନେତ୍ରୀ ନୟନତାରା। ପୋଲିସ ତାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛି। ଖବରନୁଯାୟୀ, ନୟନତାରା ବିବାହ ପରେ ସ୍ବାମୀ ବିଘ୍ନେଶଙ୍କ ସହ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ। ହେଲେ ମନ୍ଦିର ପରିସରରେ ନୟନତାରା…
ମା’ ହେଲେ ଅଭିନେତ୍ରୀ
ଅଭିନେତ୍ରୀ ପ୍ରଣିଥା ସୁବାସ ମା’ହେଇଛନ୍ତି। ସେ ଏକ କନ୍ୟାନଙ୍କୁ ଜନ୍ମ ଦେଇଛନ୍ତି। ଯାହାର ଫାଷ୍ଟ ଲୁକ ସେ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସେ ଶେୟାର କରି ଲେଖିଛନ୍ତି, ‘ମୋ ପାଇଁ ଗତ କିଛି ଦିନ ହେବ ଅବାସ୍ତବ…
ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହକି ଷ୍ଟିକ୍ରେ ଲୁଚି ରହିଛି ବନ୍ଧୁକ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାଁ ଏବଂ ବାପା ସଲିମ ଖାଁଙ୍କୁ ହତ୍ୟା ଧମକ ମିଳିବା ଘଟଣାର ଯାଞ୍ଚ ଜାରି ରଖିଛି ମୁମ୍ବାଇ ପୋଲିସ। ତେବେ ସଲମାନଙ୍କ ଘର ଆଖପାଖରେ ଜଣେ ସ୍ନାଇପର ସବୁବେଳେ ରହୁଥିବା ଖବର ଏବେ ପୋଲିସର ଚିନ୍ତା…
ବଦଳିବ ‘କଭି ଇଦ କଭି ଦିୱାଲି’ ମୁଭିର ନାମ!
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କ ମୁଭି ‘କଭି ଇଦ କଭି ଦିୱାଲି’କୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଲାଗି ରହିଛି । କିଛିଦିନ ହେବ ଏହି ମୁଭିକୁ ନେଇ କିଛି ନା କିଛି ଅପଡେଟ ଆସୁଛି ।…
Archives


