ସବୁଠାରୁ ୟୁନିକ ହେଜେଲଙ୍କ ପୁଅର ନାମ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହେଜେଲ କେଚ ଓ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଘରକୁ ଚଳିତ ବର୍ଷ ଜାନୁଆରୀରେ ଆସିଥିଲେ ଜଣେ ନୂଆ ଅତିଥି । ହେଜେଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଉ ପୁଅ ଜନ୍ମ ହେବା…
‘ଶମଶେରା’ର ପୋଷ୍ଟର ଦେଖି ଆଲିଆ କହିଲେ ହଟ୍
ମୁମ୍ବାଇ: ବଲଉଡ ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରଥମ ହଲିଉଡ ମୁଭିର ଶୁଟିଂରେ ବିଜି ଅଛନ୍ତି । ଏହି ସମୟରେ ସେ ତାଙ୍କ ପରିବାରକୁ ଖୁବ୍ ମିସ୍ କରୁଛନ୍ତି । ହେଲେ ବିଦେଶରେ ଥାଇ ବି ସୋମବାର ସକାଳ ତାଙ୍କ…
ଝିଅକୁ ଉପହାର ଦେଲେ ପ୍ରିୟଙ୍କା
ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫାଦର୍ସ ଡେ’ ଅବସରରେ ସ୍ବାମୀ ନିକ ଜୋନାସ ଏବଂ ଝିଇ ମାଳତୀ ମ୍ୟାରିଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ସହ ଏକ ଭାବପ୍ରବଣ ନୋଟ ଶେୟାର କରିଛନ୍ତି। ଏହି ଫଟୋରେ, ନିକ ଝିଅ ମାଳତୀଙ୍କୁ ହାତ…
କନ୍ୟା ବେଶରେ ସଜେଇ ହେଲେ ଶେହନାଜ
ବିଗ୍ବସ୍-୧୩ର ପ୍ରତିଯୋଗୀ ଶେହନାଜ ଗିଲ୍ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କ ସୁନ୍ଦରତା ଏବଂ ତାଙ୍କ ଚୁଲବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ ଫିଦା। କେବଳ ସେତିକି ନୁହେଁ,ତାଙ୍କ କଥା କହିବା ଶୈଳୀ ସମସ୍ତଙ୍କୁ କରେ ଆଟ୍ରାକ୍ଟ। ବିଗ ବସ-୧୩ରୁ ରତାରାତି…
ଫିଲ୍ମ ‘ଶାବାଶ ମିଠୁ’ର ଟ୍ରେଲର ରିଲିଜ୍
ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ‘ମିତାଲି ରାଜ’ଙ୍କ ବାୟୋପିକ ‘ଶାବାଶ ମିଠୁ’ର ଟ୍ରେଲର ମୁକ୍ତିଲାଭ କରିଛି। ଭାରତୀୟ ମହିଳା ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମରେ ଅଭିନେତ୍ରୀ…
ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ, ସୁଇସାଇଡ୍ ନୋଟ୍ରେ ଲେଖିଲେ…
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜୀବନ ହାରିଛନ୍ତି ଆଉ ଜଣେ ଓଡ଼ିଆ ଅଭିନେତ୍ରୀ। ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ଧାରାବାହିକ ‘କେମିତି କହିବି କହ’ରେ ସେ ଅଭିନୟ କରିଥିଲେ। ରଶ୍ମିରେଖା ନୟାପଲ୍ଲୀ ଥାନା ଅନ୍ତର୍ଗତ ବଡ଼ ସାହିରେ ଭଡ଼ାରେ ରହୁଥିବା ବେଳେ…
ରେସ୍ ଲଗାଇଲେ ଅକ୍ଷୟ
ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କ ଫିଟ୍ନେସ୍ ପ୍ରତି ଖୁବ୍ ଧ୍ୟାନ ଦିଅନ୍ତି। ସେ ଭୋର୍ ୪ଟାରୁ ଉଠନ୍ତି। ତା’ପରେ ଜିମ୍ ଯାଆନ୍ତି। ଆଜି ଅର୍ଥାତ୍ ରବିବାର ସକାଳେ ଅକ୍ଷୟ ତାଙ୍କ ପ୍ରଶଂସକ ଏବଂ ମୁମ୍ବାଇ ପୋଲିସ ସହିତ ଆଇକନିକ ଲ୍ୟାଣ୍ଡମାର୍କ…
ଏଥର କିଛି କହିବା ପୂର୍ବରୁ ଦୁଇଥର ଭାବିବି: ସାଇ ପଲ୍ଲବୀ
ହାଇଦ୍ରାବାଦ: ବିବାଦ ପରେ ସ୍ପଷ୍ଟୀକରଣ। କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ ସାଇ ପଲ୍ଲବୀ। ସେ ତାଙ୍କ ଆଗାମୀ ଫିଲ୍ମ ‘ବିରାଟ ପର୍ବମ’ର ପ୍ରମୋଶନ ବେଳେ କହିଥିବା କଥାକୁ ନେଇ ବିବାଦରେ ଫସିଛନ୍ତି। ଏକ ସାକ୍ଷାତକାରରେ…
ପିତୃ ଦିବସରେ ସ୍ବାମୀଙ୍କ ଫଟୋ ଶେୟାର କରି ଏମିତି ଲେଖିଲେ ନୀତୁ
ମୁମ୍ବାଇ: ଆଜି ପିତୃ ଦିବସରେ ଅଭିନେତ୍ରୀ ନୀତୁ କପୁର ସ୍ବାମୀ ଋଷି କପୁରଙ୍କ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରି ନୀତୁ କ୍ୟାପଶନ ଲେଖିଛନ୍ତି, ପିତୃ ଦିବସ ସବୁବେଳେ ଆମ ହୃଦୟରେ ଥାଏ। ତାଙ୍କର ଏହି ପୋଷ୍ଟରେ ଝିଅ ରିଦ୍ଧିମା…
ଝିଅକୁ ସାଇକେଲରେ ବସାଇ ମଜା ନେଲେ ଅନୁଷ୍କା, ଫଟୋ ଶେୟାର କରି କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ତାଙ୍କର ଆକର୍ଷଣୀୟ ଲୁକ୍ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ କ୍ରିକେଟର ସ୍ବାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଛୁଟି କାଟିବାକୁ ମାଳଦ୍ୱୀପ ଯାଇଥିଲେ। ଏହି ସମୟର କିଛି…
ସୋସିଆଲ ମିଡିଆରେ ହଙ୍ଗାମା କରୁଛି ଆଲାୟାଙ୍କ ବିକିନି ଫଟୋ
ମୁମ୍ବାଇ: ଆଲାୟା ଫର୍ଣ୍ଣିଚରୱାଲା ସବୁବେଳେ ତାଙ୍କର ବୋଲ୍ଡ ଓ ସିଜଲିଙ୍ଗ ଫଟୋକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ଆଲାୟା ଏଫ୍ ସବୁବେଳେ ତାଙ୍କ ଗ୍ଲାମରସ ଲୁକ ଓ ଫିଟନେସକୁ ନେଇ ଲାଇମଲାଇଟରେ ଥାଆନ୍ତି । ହେଲେ ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଏବେ…
ଓଟିଟି ଡେବ୍ୟୁ ପାଇଁ ପ୍ରସ୍ତୁତ କରିନା, ଶେୟାର କଲେ ବିହାଇଣ୍ଡ ଦ ସିନ୍ସ ଫଟୋ
ମୁମ୍ବାଇ: ବଲିଉଡ ନାୟିକା କରିନା କପୁର ଖାଁ କିଛିଦିନ ହେବ ତାଙ୍କ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ ସେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । କରିନା ନିକଟରେ ଓଟିଟି ଡେବ୍ୟୁ କରିବାକୁ…
Archives


