କନ୍ୟା ବେଶରେ ସଜେଇ ହେଲେ ଶେହନାଜ

ବିଗ୍‌ବସ୍‌-୧୩ର ପ୍ରତିଯୋଗୀ ଶେହନାଜ ଗିଲ୍‌ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କ ସୁନ୍ଦରତା ଏବଂ ତାଙ୍କ ଚୁଲବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ ଫିଦା। କେବଳ ସେତିକି ନୁହେଁ,ତାଙ୍କ କଥା କହିବା ଶୈଳୀ ସମସ୍ତଙ୍କୁ କରେ ଆଟ୍ରାକ୍ଟ। ବିଗ ବସ-୧୩ରୁ ରତାରାତି ଫେମସ ହୋଇଥିବା ଏହି ପଞ୍ଜାବୀ ଅଭିନେତ୍ରୀ ନିକଟରେ କନ୍ୟା ବେଶରେ ସଜେଇ ହୋଇଛନ୍ତି। କିନ୍ତୁ ନିଜ ବିବାହ ପାଇଁ ନୁହେଁ, ବରଂ ଏକ ରାମ୍ପ୍‌ ଶୋ’ ପାଇଁ ସେ ଲାଲ୍‌ ଲେହେଙ୍ଗା, ମଥାରେ ବିନ୍ଦି ପିନ୍ଧି କନ୍ୟା ବେଶରେ ନିଜକୁ ସଜେଇଛନ୍ତି। ଟାଇମ୍ସ ଫ୍ୟାଶନ ସପ୍ତାହରେ ଶେହନାଜ୍‌ ଏପରି ବେଶ ଧାରଣ କରିଥିଲେ।

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ପୁରାପୁରି ଭାଙ୍ଗି ପଡିଥିଲେ ଶେହନାଜ ଗିଲ। ଏବେ ସେ ଧୀରେ ଧୀରେ ପୂର୍ବ ସ୍ଥିତିକୁ ଫେରିଛନ୍ତି। ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିବାକୁ ଲାଗିଛନ୍ତି। ଶେହନାଜ୍‌ ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ସଲମାନ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲୀ’ରେ ନଜର ଆସିବେ। ଏହି ଫିଲ୍ମରେ ସେ ଆୟୁଷ ଖାନ୍‌ଙ୍କ ବିପକ୍ଷରେ ଅଭିନୟ କରିବେ।

 

View this post on Instagram

 

A post shared by Shehnaaz Gill (@shehnaazgill)


Enter your email to get our daily news in your inbox.

All Right Reserved By Dharitri.Com

ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ:ସବୁକିଛି ଛାର୍‌ଖାର୍‌

କଟକ,୩।୯(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଥିବା ଏକ ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଜଗତପୁର ଶିଳ୍ପାଞ୍ଚଳ ମଧ୍ୟରେ ଥିବା ପ୍ରଗତି କ୍ଷୀର କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

ରୁଟିରେ ଘିଅ ଲଗାଇ ଖାଇଲେ ଭଲ ହୁଏ ଏହି ରୋଗ! ଜାଣନ୍ତୁ ଏହାର ୫ଟି ବଡ଼ ଫାଇଦା

ଭାରତୀୟ ଘରେ ଶତାବ୍ଦୀ ଧରି ରୁଟିରେ ଘିଅ ଲଗାଇ ଖାଇବାର ପରମ୍ପରା ରହିଆସିଛି। ଦାଦୀ-ନାନୀମାନେ ମଧ୍ୟ ରୁଟିରେ ଘିଅ ଲଗାଇ ଖାଇଲେ ଶରୀର ମଜବୁତ ରହିବା ସହ…

ଶନି-ମଙ୍ଗଳଙ୍କ ଦୁର୍ଲଭ ସଂଯୋଗ, ୪ ରାଶିଙ୍କୁ ମିଳିବ ବଡ଼ ସଫଳତା, ଯାଚିକି ଟଙ୍କା ଦେବେ…

ବର୍ତ୍ତମାନ, ମଙ୍ଗଳ ମିଥୁନ ରାଶିରେ ଏବଂ ଶନି ମୀନ ରାଶିରେ ଅଛନ୍ତି । ଦୁଇଟି ଗ୍ରହ ପରସ୍ପର ସହ ଏକ ୯୦-ଡିଗ୍ରୀ କୋଣ ଗଠନ କରିଥାନ୍ତି ।…

ଆଜି ନା କାଲି? କେବେ ପାଳନ କରାଯିବ କୃଷ୍ଣ ଜନ୍ମାଷ୍ଟମୀ, ଜାଣନ୍ତୁ ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ…

କୃଷ୍ଣ ଜନ୍ମାଷ୍ଟମୀ ବା ଜନ୍ମବାର୍ଷିକୀ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏହାର ଅର୍ଥ ହେଉଛି ଜନ୍ମାଷ୍ଟମୀ ଶୁକ୍ରବାର ଅର୍ଥାତ୍ ସେପ୍ଟେମ୍ବର ୪…

ରାଜନୀତିରେ ବଡ଼ ହଲଚଲ: ଭୋଟର ଲିଷ୍ଟରୁ କାହିଁକି କଟିଲା ରାଘବ ଚଢାଙ୍କ ନାଁ, ଏହା ପଛର କାରଣ ଖୋଲି କହିଲେ…

ନୂଆଦିଲ୍ଲୀ,୩।୯: SIR ପରେ ପଞ୍ଜାବର ଡ୍ରାଫ୍ଟ ଭୋଟର ଲିଷ୍ଟରୁ ନାଁ କଟିବାକୁ ନେଇ ରାଜ୍ୟ ସଭା ସାଂସଦ ରାଘବ ଚଢା ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଭୋଟର ଲିଷ୍ଟରୁ…

ଗୋଟିଏ ପ୍ଲାନ୍‌ରେ ଚାଲିବ ୪ଟି SIM! ମିଳିବ ଅନ୍‌ଲିମିଟେଡ୍‌ Calling ସହ 5G Data: ଜାଣନ୍ତୁ ଏହି ସୁବିଧା ସମ୍ପର୍କରେ…

ନୂଆଦିଲ୍ଲୀ,୩।୯: ଆଜିର ସମୟରେ ଗୋଟିଏ ପରିବାରର ଦୁଇ, ତିନି କିମ୍ବା ଚାରି ଜଣଙ୍କ ପାଖରେ ଅଲଗା ଅଲଗା Airtel SIM ରହିବା ସାଧାରଣ କଥା। ଏପରି ସ୍ଥିତିରେ…

ଆଜି ସକାଳୁ ବୃଷ ରାଶିରେ ପ୍ରବେଶ କଲେ ଚନ୍ଦ୍ର: ମେଷ ସମେତ ୪ ରାଶିଙ୍କ ଜୀବନରେ ଆସିବ ବଡ଼ ଖବର, ପଢନ୍ତୁ କ’ଣ ଘଟିବ…

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଦେବଙ୍କୁ ମନ, ମାତା ଓ ଅର୍ଥର କାରକ ଭାବେ ବିବେଚନା କରାଯାଏ। ୩ ସେପ୍ଟେମ୍ବର ୨୦୨୬ରେ ଚନ୍ଦ୍ରମା ମେଷ ରାଶିରୁ ବାହାରି ନିଜର ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri