ପ୍ରସିଦ୍ଧ ବ୍ରିଟିଶ ଲେଖକଙ୍କ ପରଲୋକ

ଲଣ୍ଡନ,୧୬।୮:ପ୍ରସିଦ୍ଧ ବ୍ରିଟିଶ ଲେଖକ ତଥା ଖବରଦାତା ନିକୋଲାସ ଇଭାନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ନିକୋଲାସ ଇଭାନ୍ସ ଅନେକ ରଚନା କରିଛନ୍ତି। ସେ ୧୯୯୫ରେ ‘ଦ ହର୍ସ ହ୍ବିସପରର୍‌’ ନୋବେଲ ଲେଖି ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲେ। ଏହାର ପ୍ରାୟ ୨୦ ନିୟୁତ କପି ଛପା ହୋଇଥିଲା। ୪୦ଟି ଭାଷାରେ ଏହାର ଅନୁବାଦ କରାଯାଇଥିଲ। ତାଙ୍କର ଏହି ନୋବେଲ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି।
ଉପନ୍ୟାସ ନିକୋଲାସ ଇଭାନ୍ସ କେବଳ ଜଣେ ଲେଖକ ନୁହନ୍ତି, ୧୯୭୦ ଦଶକରେ ସେ ଏକ ଦଶନ୍ଧି ଧରି ଖବରଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାସହ ସେ ସ୍କ୍ରିନ ରାଇଟର୍‌ ଏବଂ ଟେଲିଭିଜନ ନିର୍ମାତା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ଫିଲ୍ମ ‘ପୁଷ୍ପା’ର ହିନ୍ଦୀ ଭର୍ସନ

ମୁମ୍ବାଇ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଏମାନଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ୍‌ ପ୍ରଶଂସା...

ପ୍ରେମିକଙ୍କ ସହ ଗୋଆରେ ପାଳିବେ ଜନ୍ମଦିନ

ବମ୍ବେ: ଆଉ ଦିନ କେଇଟାରେ ଜନ୍ମଦିନ। ଏହାକୁ ବେଶ ରୋମାଣ୍ଟିକ୍‌ ଭାବେ ପାଳନ କରିବାକୁ ଚାହାନ୍ତି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ। ଏଥିଲାଗି ଗୋଆକୁ ବାଛିଛନ୍ତି ସେ।...

୨ ମାସ ପୂର୍ବରୁ ଲୁଚାଛପାରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ଏବେ ହେବାକୁ ଯାଉଛନ୍ତି ମା’

‘ନୌଟଙ୍କି ସାଲା’, ‘ଏ ଜଓ୍ବାନି ହେ ଦିଓ୍ବାନି’, ‘ୟାରିୟାଁ’ ଭଳି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଏଭିଲିନ୍‌ ଶର୍ମା ଓ ତାଙ୍କ ସ୍ବାମୀ ତୁଷାନ ଭିଣ୍ଡି...

ଦେଶ ଛାଡିପାରିବେନି ମହିନ୍ଦା ରାଜପାକ୍‌ସେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ। ସବୁଠି ଦେଖିବାକୁ ମିଳିଛି ହିଂସା। ରାଜନେତାମାନେ ଭୟରେ...

କାନାଡାର ଏୟାରସ୍ପେସ୍‌ରେ ପଶିଲା ରୁଷିଆ ଫ୍ଲାଇଟ୍‌

ଟୋରୋଣ୍ଟୋ,୨୮।୨: ରୁଷିଆନ ଏୟାରଲାଇନ୍‌ ଏରୋଫ୍ଲଟ୍‌ ରବିବାର କାନାଡାର ଏୟାରସ୍ପେସ୍‌ ବ୍ୟବହାର କରି ପ୍ରତିବନ୍ଧକ ଉଲ୍ଲଂଘନ କରିଛି। ଏ ନେଇ ରେଗୁଲେଟର ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ରବିବାର...

ବଲିଉଡ୍‌ ଫେରିବେ ରଙ୍ଗିଲା ଗର୍ଲ

ମୁମ୍ବାଇ: ବଲିଉଡ୍‌କୁ  ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ଫେରିବେ। ଏନେଇ ସେ ସୂଚନା ଦେଇଛନ୍ତି। ଶେଷଥର ପାଇଁ ୨୦୧୮ରେ ଫିଲ୍ମ ବ୍ଲାକ୍‌ମେଲର ଏକ ଗୀତରେ ଉର୍ମିଳାଙ୍କୁ...

କଥା ପକ୍କା ହୋଇଗଲା, ଖାଲି ନିମନ୍ତ୍ରଣ କାର୍ଡ ବାଣ୍ଟିବା ବାକି

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଅଲି ଗୋନୀ ଏବଂ ଜସ୍ମିନ ଭସିନ। ଏକାଠି ଅନେକ ରିଆଲିଟି ଶୋ’ରେ ନଜର ଆସିଥିବା...

ଜାପାନରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ଟୋକିଓ,୩୦ା୬: ଜାପାନରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ୧୮୭୫ ମସିହା ପରଠାରୁ ଅଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ଜାପାନ। ଲୋକଙ୍କୁ ଯଥାସମ୍ଭବ ବିଦ୍ୟୁତ୍‌ ସଞ୍ଚୟ...

Advertisement
Archives

Model This Week