ମନୋରଞ୍ଜନ

ବିବାହ କରିବେ ମିକା ସିଂ: ହଳଦୀ, ମେହେନ୍ଦୀ ପରେ ସରିଲା ସଙ୍ଗୀତ ସମାରୋହ

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ସ୍ବୟମ୍ବର ଶୋ’ ‘ମିକା ଦି ବୋତି’ ମାଧ୍ୟମରେ ଜାତୀୟ ଟିଭିରେ ବର ହେବାକୁ ଯାଉଛନ୍ତି। ଶୋ’ରେ ୩ ଜଣ ଝିଅ ପ୍ରାନ୍ତିକା ଦାସ, ନୀଲ ମେହଲ ଏବଂ ଆକାଂକ୍ଷା ପୁରୀ ଫାଇନାଲିଷ୍ଟ ଅଛନ୍ତି।…

‘ଗୁଡବାୟ’ର ରିଲିଜ ତାରିଖ ଘୋଷଣା

ମୁମ୍ବାଇ: ବିଗ୍‌-ବି ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ଗୁଡବାୟ’ର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି। ନିର୍ମାତା ଫିଲ୍ମର ଏକ ପୋଷ୍ଟର ରିଲିଜ କରି ଫିଲ୍ମର ସମସ୍ତ କାଷ୍ଟଙ୍କ ପରିଚୟ ଦେଇଛନ୍ତି। ଏଥିରେ ସେ ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି।…

‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍‌ ଦୀପେଶ ଭାନଙ୍କ ନିଧନ

ମୁମ୍ବାଇ,୨୩।୭: ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ଜଗତର ବେଶ୍‌ ଲୋକପ୍ରିୟ ସିରିୟଲ୍‌ ‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍‌ ଅଭିନେତା ଦୀପେଶ ଭାନଙ୍କ ପରଲୋକ ଘଟିଛି। ଶନିବାର ୪୧ବର୍ଷ ବୟସରେ ତାଙ୍କର…

ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କରିଛି ଫିଲ୍ମ ‘ଶମଶେରା’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ବାଣୀ କପୁରଙ୍କ ଅଭିନୀତ ଫିଲ୍ମ ‘ଶମଶେରା’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ତେବେ ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ ୧୦ କୋଟି ଆୟ କରିଥିବା ଜଣାପଡ଼ିଛି। କୁହାଯାଉଥିଲା କି ଫିଲ୍ମଟି ବକ୍ସ…

ମାଆ ହେବେ ରାଣୀ ମୁଖାର୍ଜୀ!

ମୁମ୍ବାଇ: କିଛି ଦିନ ହେବ ଲାଇମ ଲାଇଟରୁ ଦୂରେଇ ରହିଥିବା ରାଣୀ ମୁଖାର୍ଜୀ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ । ଶେଷଥର ପାଇଁ କରନ ଜୋହରଙ୍କ ୫୦ ତମ ଜନ୍ମଦିନରେ ରାଣୀଙ୍କୁ ସ୍ପଟ କରାଯାଇଥିବା ବେଳେ ଏବେ ସୋସିଆଲ ମିଡିଆରେ ତାଙ୍କର…

ରାସ୍ତା ମଝିରେ ପ୍ରକୃତିଙ୍କୁ ମାଡ଼ ମାରିଲେ ବାବୁସାନଙ୍କ ସ୍ତ୍ରୀ: ଭାଇରାଲ ହେଲା ଭିଡ଼ିଓ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ତେବେ ଭିଡ଼ିଓରେ ବାବୁସାନଙ୍କ ସ୍ତ୍ରୀ ଅଭିନେତ୍ରୀ ପ୍ରକୃତିଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।…

ଅନୁଷ୍କାଙ୍କୁ କପି କରୁଛନ୍ତି ପିସି!

ମୁମ୍ବାଇ: ବଲିଉଡ ସହ ହଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଦେଶୀଗର୍ଲ ଏବେବି ଲକ୍ଷେ ଦିଲ କି ଧଡକନ । ଏବେ ସେ ବିଦେଶୀ ବୋହୁ ହୋଇଯାଇଥିଲେ ବି ସବୁ ପର୍ବ ପର୍ବାଣୀକୁ ଖୁବ୍ ଏନଜୟ କରନ୍ତି ।…

ହତ୍ୟା ଧମକ ପରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କଲେ ସଲମାନ

ବମ୍ବେ: ନିଜର ସୁରକ୍ଷା ଲାଗି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ଦବଙ୍ଗ ଖାନ୍‌ ସଲମାନ। ସେ ମୁମ୍ବାଇ ପୁଲିସ ନିକଟରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ଆତ୍ମ ସୁରକ୍ଷା ପାଇଁ ସେ ପୋଲିସ…

୧୨ ବର୍ଷର ଅପେକ୍ଷା, ହେଲେ ୧୫ ମିନିଟ୍‌ରେ ସରିଥିଲା ବିବାହ

ବମ୍ବେ: ୧୨ ବର୍ଷର ଅପେକ୍ଷା। ହେଲେ ୧୫ ମିନିଟରେ ସରିଥିଲା ବିବାହ। ଆମେ କଥା ହେଉଛୁ ଟେଲିପରଦାର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ଅଭିନେତ୍ରୀ ରୁପାଲି ଗାଙ୍ଗୁଲୀଙ୍କ କଥା। ନିକଟରେ ସେ ‘ସ୍ବୟଂମ୍ବର: ମିକା ଦି ବୋଟି’ରେ ଅତିଥି ଭାବେ ପହଞ୍ଚିଥିଲେ।…

ଘୋଷଣା ହେଲା ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ଅଜୟ ଦେବଗନ, ସୂର୍ଯ୍ୟାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ

ନୂଆଦିଲ୍ଲୀ,୨୨ ।୭: ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ପୁରସ୍କାର ୫ଟି ଶ୍ରେଣୀରେ ଦିଆଯାଉଛି । ଏହି ପୁରସ୍କାର ୨୦୨୦ ବର୍ଷ ପାଇଁ ଦିଆଯାଉଛି । ଚଳିତ ବର୍ଷ ଫିଚର ଫିଲ୍ମ ଶ୍ରେଣୀରେ ୩୦୫ଟି ଫିଲ୍ମକୁ ନାମାଙ୍କନ…

କପିଲ ଶର୍ମାଙ୍କ ‘ଦାଦି’ ଗାୟବ

ମୁମ୍ବାଇ: କମେଡି ଜଗତର ବେତାଜ ବାଦଶାହ କପିଲ ଶର୍ମାଙ୍କ ଶୋ’ ଏମିତି କିଛି କ୍ୟାରେକ୍ଟର ଦର୍ଶକଙ୍କୁ ଭେଟି ଦେଇଛନ୍ତି, ଯେଉଁମାନଙ୍କୁ ଦର୍ଶକେ ରିୟଲ ନେମ ଅପେକ୍ଷା ସେମାନଙ୍କ ରିଲ ନେମରେ ଜାଣିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଲି ଅସଗର…

ପ୍ରଶ୍ନ ଉଠାଇଲେ ମିମି: ଯଦି ଏମିତି ଜଣେ ମହିଳା କରିଥାନ୍ତେ…

ବମ୍ବେ: ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ରଣବୀର ସିଂହ। ଏକ ମାଗାଜିନ୍‌ ଲାଗି ସେ ଏଭଳି ଫଟୋଶୁଟ୍‌ କରାଇବାର କିଛି ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ତାଙ୍କ ସାହସକୁ ପ୍ରଶଂସା କରୁଛନ୍ତି। ଏପରିକି ତାଙ୍କ ବୋଲ୍ଡନେସ୍‌କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri