ମାଆ ହେବେ ରାଣୀ ମୁଖାର୍ଜୀ!

ମୁମ୍ବାଇ: କିଛି ଦିନ ହେବ ଲାଇମ ଲାଇଟରୁ ଦୂରେଇ ରହିଥିବା ରାଣୀ ମୁଖାର୍ଜୀ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ । ଶେଷଥର ପାଇଁ କରନ ଜୋହରଙ୍କ ୫୦ ତମ ଜନ୍ମଦିନରେ ରାଣୀଙ୍କୁ ସ୍ପଟ କରାଯାଇଥିବା ବେଳେ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଲାଟେଷ୍ଟ ଭିଡିଓ ଭାଇର।।ଲ ହେବାରେ ଲାଗିଛି । ଯାହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ଲାଇମଲାଇଟରୁ ଦୂରେଇ ରହୁଥିବା ଏହି ନାୟିକା କେବେ କେବେ ପାପାରାଜିଙ୍କ କ୍ୟାମେରାରେ ସ୍ପଟ ହୋଇଯାଆନ୍ତି । ନିକଟରେ ସିଦ୍ଧି ବିନାୟକ ମନ୍ଦିର ବାହାରେ ସେ ନଜର ଆସିଛନ୍ତି ।
ଗ୍ରୀନ କଲର ଶୁଟ ସାଙ୍ଗକୁ ଗୋଲାପି ଦୁପଟ୍ଟାରେ ଖୁବ୍ ସୁନ୍ଦର ଲାଗୁଛନ୍ତି ରାଣୀ । ହେଲେ ତାଙ୍କ ଫିଗରରୁ ଯାହା ଜଣାପଡୁଛି ସେ ବୋଧହୁଏ ଗର୍ଭବତୀ ଅଛନ୍ତି । ବାରମ୍ବାର ବେବି ବମ୍ପକୁ ଲୁଚାଉଥିବା ଭଳି ପୋଜ ଦେଉଥିବାରୁ ଏବେ ଏହା ଚର୍ଚ୍ଚାର ପରିସରକୁ ଚାଲିଆସିଛି । ମୁହଁରୁ ମାସ୍କ କାଢି କ୍ୟାମେରାକୁ ପୋଜ ଦେଉଥିବା ରାଣୀ ମାଆ ହେବା ନେଇ କିଛି ମୁହଁ ଖୋଲି ନ ଥିବା ବେଳେ ତାଙ୍କ ଭିଡିଓରୁ ଅନୁମାନ ଲଗାଯାଉଛି କି ସେ ମାଅ ହେବାକୁ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇ ଟ୍ରୋଲ୍ ହେଲେ ଫରହାନ୍‌

ମୁମ୍ବାଇ: ଟୋକିଓରେ ଚାଲିଥିବା ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଏମାନେ ବ୍ରୋଞ୍ଚ ପଦକ ଜିତି...

ଓସ୍କାର ଦୌଡ଼ରେ ଆଉ ୩ ଫିଲ୍ମ

ମୁମ୍ବାଇ: ରିଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’, ବିବେକ୍‌ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି କଶ୍ମୀର ଫାଇଲ୍‌ସ’ ଏବଂ ସଞ୍ଜୟଲୀଲା ଭଁସାଲିଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ଏବେ ଓସ୍କାର...

ଆରପାରିରେ ରିଷି କପୁର

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ...

ପ୍ରଥମ ଦେଖାରେ ଅନୁଷ୍କାଙ୍କୁ କ୍ଷମା ମାଗିଥିଲେ ବିରାଟ: ଜାଣନ୍ତୁ କାହିଁକି

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର...

ଗୁରୁଦିବସରେ ଗୁରୁଙ୍କୁ ଏମିତି ମନେ ପକାଇଲେ ସଲମାନ

ଆଜି ପବିତ୍ର ଗୁରୁଦିବସ। ଗୁରୁଙ୍କ ବିନା ଜୀବନ ଅନ୍ଧକାରମୟ। ତେଣୁ ଗୁରୁଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ। ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌...

ରାତି ଅଧରେ ଏହି ଅଭିନେତ୍ରୀଙ୍କୁ ନିଦରୁ ଉଠାନ୍ତି ସଲମାନ

ଅଭିନେତ୍ରୀ ଲାରା ଦତ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ସଲମାନ ଖାନଙ୍କଠାରୁ ଆରମ୍ଭ କରି ଅନେକ ଭେଟେରାନ ଅଭିନେତାଙ୍କ ସହ କାମ କରିଛନ୍ତି । ‘ବେଲ୍ବଟମ’ ଫିଲ୍ମରେ...

ଗୋଟିଏ ଆଇଟମ୍‌ ନମ୍ବର ପାଇଁ କେତେ ଟଙ୍କା ନିଅନ୍ତି ସନ୍ନି ଲିଓନି

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ଅଭିନେତ୍ରୀ ହେବା ବ୍ୟତୀତ ସନ୍ନି ମଧ୍ୟ ଜଣେ ଭଲ ନୃତ୍ୟଶିଳ୍ପୀ। ସେ...

ସ୍ତ୍ରୀଙ୍କୁ ଛାଡି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ରହୁଥିଲେ ଗୋବିନ୍ଦା

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଗୋଟିଏ ସମୟରେ ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ୍‌ ହେଉଥିଲା। ସେ ଅନେକ ସୁପରହିଟ୍‌...

Advertisement
Archives

Model This Week