ସେପ୍ଟେମ୍ବର ଶେଷ ସପ୍ତାହରେ ବିବାହ କରିବେ ରିଚା-ଅଲ୍ଲୀ ଫାଜଲ୍‌!

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା-ଅଲ୍ଲୀ ଫାଜଲ୍‌ ତାଙ୍କ ବିବାହକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଦୁହିଁଙ୍କ ବିବାହକୁ ନେଇ ଏକ ଅପ୍‌ଡେଟ୍‌ ଆସିଛି ଯେ, ଏହି ଲଭ୍‌ବାର୍ଡ ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ବିବାହ ବନ୍ଧନରେ ବାନ୍ଧି ହେବେ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛି। ମୁମ୍ବାଇର ଏକ ହୋଟେଲରେ ଦୁହେଁ ବିବାହ କରିବେ। ଏହାସହ ଦିଲ୍ଲୀ ଏବଂ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେବେ। ତେବେ ତାଙ୍କ ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତ ରହିବେ ବୋଲି ଜଣାପଡିଛି। କହିରଖୁଛୁ, ରିଚା-ଅଲ୍ଲୀ ଏପ୍ରିଲ ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। କିନ୍ତୁ କରୋନା ମହାମାରୀ ଏବଂ କୌଣସି କାମ ଯୋଗୁ ବିବାହ ବିଳମ୍ବ ହୋଇଥିଲା। ହେଲେ ଏବେ ଶେଷରେ ଦୁହେଁ ସେପ୍ଟେମ୍ବର ଶେଷ ଶୁଦ୍ଧା ବିବାହ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମୋଶନରେ ବ୍ୟସ୍ତ ସ୍ବରା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଜାହାଁ ଚାର୍‌ ୟାର୍‌’  ଆସନ୍ତା ୧୬ ତାରିଖରେ ମୁକ୍ତିଲାଭ କରିବ। ସ୍ବରାଙ୍କ ସହିତ ଫିଲ୍ମରେ ଶୀଖା...

ଜୟାଙ୍କ କମ୍‌ବ୍ୟାକ୍‌

ବମ୍ବେ: ଦୀର୍ଘଦିନର ବିରତି ପରେ ବଡ଼ ପରଦାକୁ ଫେରିବେ ଅଭିନେତ୍ରୀ ଜୟା ବଚ୍ଚନ। ୧୯୭୩ରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ବିବାହ ପରେ ସେ ବଡ଼ ପରଦାରୁ...

ଏମିତି ଜୀବନସାଥୀ ଚାହାନ୍ତି କିଆରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ସେ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳୁଛି। ଯଦିଓ ଉଭୟେ ଏ...

ଯାହା କରିବାକୁ ଇଚ୍ଛା ନ ଥିଲା ତାହା ବି କରିଛନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ରେ ନାୟିକା ହେବାର ସ୍ୱପ୍ନ ଦେଖୁଥିବା ଅନେକ ଅଭିନେତ୍ରୀ ବିଭିନ୍ନ ପ୍ରକାର ଉତ୍‌ଥାନ ପତନ ଦେଇ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ କେହି କେହି...

ଏହି ଦୁଇଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଥିଲେ ଲତା

ଭୁବନେଶ୍ୱର,୬ା୨(ବ୍ୟୁରୋ): ଚାଲିଗଲେ ସୁରର ରାଣୀ ଲତା ମଙ୍ଗେସକର। ସଙ୍ଗୀତ ବ୍ୟତୀତ ସେ ଆଉ କେଉଁ କଥାରେ ଅଧିକ ଗୁରୁତ୍ୱ ଦେଉ ନ ଥିଲେ। ସେ ୩୦ରୁ...

‘ରାମଲୀଲା’ରେ ଦୀପିକାଙ୍କ ଭୂମିକା ଲାଗି ସୋନମ୍‌ ଦେଇଥିଲେ ଲୁକ୍‌ ଟେଷ୍ଟ !

ବମ୍ବେ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ଚଳଚ୍ଚିତ୍ର ‘ଗୋଲିୟୋଁ କି ରାସଲିଲା: ରାମଲୀଲା’ରେ ଦୀପିକା ନୁହନ୍ତି, ବରଂ ସୋନମ୍‌ କପୁର ଅଭିନୟ କରିଥାନ୍ତେ। ଏଥିପାଇଁ ସେ...

ଏହି ଅଭିନେତ୍ରୀଙ୍କ ସେକ୍ସ ର଼୍ୟାକେଟରେ ଯୋଡି ହୋଇଥିଲା ନାଁ : ଆପତ୍ତିଜନକ ଅବସ୍ଥାରେ ଗିରଫ କରିଥିଲା ପୋଲିସ

ଓଜନ ହ୍ରାସ ପାଇଁ କ’ଣ ଠିକ୍‌ ପଦକ୍ଷେପ ତାହା କେତେକ ଲୋକ ଜାଣନ୍ତି ନାହିଁ। ଯଦି କେହି ସଂପୂର୍ଣ୍ଣ ମଦ୍ୟପାନ ଛାଡିଦିଅନ୍ତି, ତେବେ କେତେକ ଯୋଗ...

୧୨ କୋଟିର ଫ୍ଲାଟ୍‌ ଲାଗି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ପୁଅ

ବମ୍ବେ: ସମ୍ପତ୍ତି ପାଇଁ ଭଗାରୀ ସାଜିଲେ ପୁଅ। ପ୍ରଥମେ ବେସବଲ୍‌ରେ ଅଭିନେତ୍ରୀ ମା’ଙ୍କୁ ପିଟିପିଟି ହତ୍ୟା କଲେ। ପରେ ମୃତଦେହକୁ ନେଇ ଘରଠାରୁ ୯୦ କିମି...

Advertisement
Archives

Model This Week