୮ ବର୍ଷ ବୟସରେ ଯୌନ ଶୋଷଣ: ମାମୁଁ ଶାଢ଼ି ପିନ୍ଧାଇ ଢାଳୁଥିଲେ ଗରମ ମହମ..

ବମ୍ବେ: ବଲିଉଡ଼ ସିନେମାଜଗତରେ କାଷ୍ଟିଂ କାଉଚ୍‌ ଏବଂ ମିଠୁ ପରି ଘଟଣା ନୂଆ ନୁହେଁ । କେହି କେହି ଚଳଚ୍ଚିତ୍ରଜଗତ ସହ ଜଡ଼ିତ ବ୍ୟକ୍ତିଙ୍କଠାରୁ ହୁଅନ୍ତୁ ଅବା କେହି ନିଜ ସମ୍ପର୍କୀୟଙ୍କଠାରୁ ଯୌନ ଶୋଷଣର ଶିକାର ହୋଇଥିବା ସ୍ବିକାର କରନ୍ତି। ଏହି ତାଲିକାରେ ଏବେ ଯୋଡ଼ି ହୋଇଛି ଆଉ ଏକ ନାମ। ସେ ହେଲେ ବିଗ୍‌ ବସ୍‌ ପ୍ରତିଯୋଗୀ ତଥା ଡିଜାଇନର ରୋହିତ ବର୍ମା।

ରୋହିତଙ୍କୁ ଆଉ କେହି ନୁହନ୍ତି ବରଂ ନିଜ ମାମୁଁ ଶୋଷଣ କରିଥିଲେ। ସେ ମାତ୍ର ୮ ବର୍ଷର ହୋଇଥିବା ବେଳେ ସେ ତାଙ୍କର ବଳାତ୍କାର କରୁଥିଲେ। ତାଙ୍କୁ ଶାଢ଼ୀ ପିନ୍ଧାଇବା ସାଙ୍ଗକୁ ଶରୀରରେ ଗରମ ମହମ ଢ଼ାଳୁଥିଲେ। କେବଳ ଏତିକି ନୁହେଁ ଖରାପ ଭାଷାରେ ଗାଳି ମଧ୍ୟ କରୁଥିଲେ। ଚାରି ବର୍ଷ ଯାଏ ସେ ଏହାକୁ ସହି ଆସୁଥିଲେ। ଡରରେ ସେ କାହାକୁ କିଛି କହିପାରୁ ନ ଥିଲେ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଙ୍ଗୁର ଭାବି’ରେ ଅଭିନୟ ପୂର୍ବରୁ ଅଭିନେତ୍ରୀ ରଖିଥିଲେ ଏହି ସର୍ତ୍ତ

ମୁମ୍ବାଇ: ଛୋଟପରଦାର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶିନ୍ଦେ ନିଜର ସୁନ୍ଦର ଅଭିନୟ ପାଇଁ ‘ଅଙ୍ଗୁର ଭାବି’ ଭାବେ ଘରେ ଘରେ ପରିଚିତ। ‘ଭାବିଜୀ ଘର ପର...

ରାକ୍ଷୀ ସାଓ୍ବନ୍ତଙ୍କ ନାଁ ଶୁଣିବା ମାତ୍ରେ ରାଗି ଗଲେ

ବମ୍ବେ: ଦିନ ଥିଲା ରାକ୍ଷୀ ସାଓ୍ବନ୍ତଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ। ହେଲେ ଏବେ ଜଣେ...

ମାଳତୀଙ୍କ ସହ ପ୍ରଥମ ଜନ୍ମଦିନ ପାଳିଲେ ପିସି

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ନିକଟରେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏଥର ସେ ପରିବାର ସଦସ୍ୟ ଓ ସାଙ୍ଗସାଥିଙ୍କ...

କେବଳ ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ, ଶାହରୁଖ ମଧ୍ୟରେ ଲାଗିଥିଲା ବିବାଦ

ବଲିଉଡ୍‌ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ। ଏକଦା ସେମାନଙ୍କୁ ଭଲ ବନ୍ଧୁ କୁହାଯାଉଥିବା ବେଳେ ପରେ କୌଣସି କାରଣ...

ଶେଷରେ ଅନନ୍ୟା

ଯାହାହେଉ ଶେଷରେ କରନ୍‌ ଟେନସନରୁ ମୁକ୍ତ ହେଲେ। କଥା କ’ଣ କି ତାଙ୍କର ଆଗାମୀ ଫିଲ୍ମ ‘ଫାଇଟର’ର ନାୟିକା କିଏ ହେବ ସେ ନେଇ ଅଡୁଆରେ...

ରାସ୍ତାରେ ସାଇକେଲ ଚଲାଇଲେ ଭାଇଜାନ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାଁ ନିଜ ଫିଟନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମର ଶୁଟିଂରେ ବ୍ୟସ୍ତ ଥାଆନ୍ତୁ ବା ନିଜ ପରିବାର ସହ...

ସରୋଗେସି ରାସ୍ତା ଆପଣାଇଥିଲେ ଶିଳ୍ପା

ମୁମ୍ବାଇ: ଶିଳ୍ପା ସେଟ୍ଟୀ ଗତ ଫେବୃୟାରୀରେ ଏକ କନ୍ୟାସନ୍ତାନର ମା’ ହୋଇଛନ୍ତି। ତେବେ ସରୋଗେସି ରାସ୍ତା ଆପଣାଇବା ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ମୋ...

କମ୍‌ ଫିଲ୍ମ କରି ମଧ୍ୟ କୋଟିକୋଟିର ରୋଜଗାର କରୁଛନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି। ସେ କମ୍‌ ଫିଲ୍ମ କରିଥିଲେ ସୁଦ୍ଧା କୋଟି କୋଟି ଟଙ୍କା ଆୟ କରୁଛନ୍ତି...

Advertisement
Archives

Model This Week