ରିଲିଜ ହେଲା ‘ଗୁଡବାଏ’ର ଟ୍ରେଲର୍‌; କମେଡି ଆଳରେ ସମ୍ପର୍କର ଗୁରୁତ୍ୱ ବୁଝାଉଛି ଫିଲ୍ମ

ବମ୍ବେ: ରିଲିଜ ହୋଇଛି ମହାନାୟକ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତା ଅଭିନୀତ ଫିଲ୍ମ ‘ଗୁଡବାଏ’ର ଟ୍ରେଲର। ଫିଲ୍ମରେ ପ୍ରଥମ ଥର ଲାଗି ନୀନା ଅମିତାଭଙ୍କ ସ୍ତ୍ରୀ ଭୂମିକାରେ ନଜର ଆସୁଥିବା ବେଳେ ଦକ୍ଷିଣ ଭାରତୀୟ ସିନେମାରେ ହିଟ୍‌ ଅଭିନେତ୍ରୀ ରଶିକା ମନ୍ଧାନା ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ଏହି କଳାକାରଙ୍କ ବ୍ୟତିତ ଅଭିଷେକ ଖାଁ, ସାହିଲ ମେହେଟ୍ଟା,ପାୟଲ ଥାପ୍ପା, ଏଲି ଅବରାମ, ସୁନୀଲ ଗ୍ରୋଭରଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ମଙ୍ଗଳବାର ରିଲିଜ କରାଯାଇଥିବା ତିନି ମିନିଟ୍‌ର ଟ୍ରେଲର୍‌ରେ ଫିଲ୍ମର କାହାଣୀର ସାମାନ୍ୟ ଝଲକ ରହିଛି। ଦର୍ଶକଙ୍କୁ ଏହା ପ୍ରଥମେ ହସାଇ ପରେ କନ୍ଦାଇଛି। କମେଡି ଆଳରେ ଫିଲ୍ମ ଆଜିର ସମାଜକୁ ସମ୍ପର୍କର ମୂଲ୍ୟ ବୁଝାଉଛି। କାରଣ ଆଜିକାଲି ସମୟର ପରିବାରର କାହାଣୀ ଏହାର ବିଷୟବସ୍ତୁ ରହିଛି।

ଫିଲ୍ମର କାହାଣୀ ଏକ ଏଭଳି ପରିବାରର, ଯାହାର ମୁଖ୍ୟ ହେଉଛନ୍ତି ଅମିତାଭଙ୍କ ସ୍ତ୍ରୀ(ନୀନା)। ତାଙ୍କର ମୃତ୍ୟୁ ହୋଇଯାଉଛି। ହେଲେ ପିଲାମାନେ ବାହାରେ ରହୁଥିବାରୁ ଅନେକ କିଛି ଘଟୁଛି। ପ୍ରଥମେ ପିଲାମାନେ ନ ଆସିବା ଲାଗି ବାହାନା କରୁଥିବା ବେଳେ ପରେ ଘରକୁ ଆସି ପ୍ରତିଟି କାର୍ଯ୍ୟରେ କ୍ଷୁଣ ବାହାର କରୁଛନ୍ତି। ଧିରେ ଧିରେ ଫିଲ୍ମଟି ଛୋଟ ଛୋଟ ଜିନିଷର ଗୁରୁତ୍ୱ ଜଣାଉଛି। ପରେ ସମ୍ପର୍କ କେତେ ଜରୁରୀ ତାହା ଶିଖାଉଛି।

ଦେଖନ୍ତୁ ଟ୍ରେଲର:


Enter your email to get our daily news in your inbox.

All Right Reserved By Dharitri.Com

ନିଜ ବିବାହରେ ଷ୍ଟେଜ୍‌ ଛାଡି ଚାଲିଯାଇଥିଲେ କପିଲ ଶର୍ମା: କାରଣ…

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି କମେଡି ଶୋ ‘ଦ କପିଲ ଶର୍ମା’କୁ ସମଗ୍ର ବିଶ୍ୱର ଲୋକ ପସନ୍ଦ କରନ୍ତି। ଶୋ’ରେ ପ୍ରତି ସପ୍ତାହ ଶେଷରେ ନୂଆ...

ଅଭିନନ୍ଦନଙ୍କ ଉପରେ କମେଡି ଫିଲ୍ମ ନିର୍ମାଣ କରିବ ପାକିସ୍ତାନ

ମୁମ୍ବାଇ: ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହାସିକତା ଏବଂ ବାଲାକୋଟ ଆକ୍ରମଣକୁ ନେଇ ବଲିଉଡ ଅଭିନେତା ବିବେକ ଓବରୟ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି...

ଶେଷରେ ମାନିଲେ ରିୟା, ସୁଶାନ୍ତଙ୍କ ସହ ଏମିତି…

ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ସୁଶାନ୍ତଙ୍କ ପିତା ବିହାର ଥାନାରେ...

ଅଯୋଧ୍ୟାରେ ପହଞ୍ଚିଲେ ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଆଜିକାଲି ଫିଲ୍ମ ‘ରାମସେତୁ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅକ୍ଷୟ ମାର୍ଚ୍ଚ ୧୮ ଅର୍ଥାତ୍‌ ଆଜି ଫିଲ୍ମ ଶୁଟିଂ କରିବା ପାଇଁ...

ଫିଲ୍ମ ‘ବରସାତ୍‌’ରୁ ରାତାରାତି ସୁପରଷ୍ଟାର ପାଲଟିଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ରେ ନିଜର ଭିନ୍ନ ହେୟାର ଷ୍ଟାଇଲ୍‌ରେ ଯୁବପିଢ଼ିଙ୍କୁ ନିଜ ପ୍ରତି ଆକର୍ଷିତ କରିଥିଲେ ୯୦ ଦଶକର ଅଭିନେତା ବବି ଦେଓଲ୍‌। ନିଜ ଲମ୍ବା ଓ...

ସିଦ୍ଧାନ୍ତଙ୍କ ସହ ରୋମାନ୍ସ କରିବେ ଦୀପିକା

ବମ୍ବେ: ନୂଆ ନାୟକଙ୍କ ସହ ରୋମାନ୍ସ କରିବେ ଦୀପିକା। ସେ ବି ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ। ଚଳଚ୍ଚିତ୍ରର ନାମ ଏଯାଏ ଫାଇନାଲ୍‌ ହୋଇ...

ଆଉ ଜଣେ ଅଭିନେତ୍ରୀ କରୋନା ଆକ୍ରାନ୍ତ

ମୁମ୍ବାଇ: କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଜଣକ ପରେ ଜଣେ ସେଲିବ୍ରିଟି କରୋନାରେ...

ଟେଲି ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଙ୍କିତାଙ୍କ ସ୍ବାମୀ ବିକି ଜୈନ

ମୁମ୍ବାଇ: ଟିଭି ପରଦାର ବେଶ୍‌ ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ ସେ ଅନେକ ଫଟୋ ଓ ଭିଡିଓମାନ...

Advertisement
Archives

Model This Week