ପାରସ୍ଙ୍କ ପରେ ଶୋ’ ଛାଡ଼ିଲେ ଆଲ୍ମା
ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’କୁ ଅଲ୍ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଆଲ୍ମା ହୁସେନ। ଶୋ’ରେ ସେ ପାରସ କଲନାଓ୍ବତଙ୍କ ପ୍ରେମିକା ସାରା କପାଡ଼ିଆଙ୍କ ଭୂମିକାରେ ନଜର ଆସୁଥିଲେ। ହେଲେ ଏବେ ଦର୍ଶକେ ତାଙ୍କୁ ଦେଖିବାକୁ ପାଇବେ…
ପାଞ୍ଚ ବର୍ଷ ପରେ ଫେରୁଛି ‘ଝଲକ୍ ଦିଖ୍ଲା ଜା-୧୦’; ଏସବୁ ସେଲିବ୍ରିଟିଙ୍କ ମଧ୍ୟରେ ହେବ ଟକ୍କର
ବମ୍ବେ: ପାଞ୍ଚ ବର୍ଷର ଅପେକ୍ଷା ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ୍ ଦିଖ୍ଲା ଜା-୧୦’। ଏଥିରେ ଅନେକ ବଡ଼ କଳାକାର ଭାଗ ନେଉଛନ୍ତି। ଶୋ’ର ବିଚାରପତି ଭାବେ ନଜର ଆସିବେ ମାଧୁରୀ ଦିକ୍ଷୀତ, କରନ୍ ଜୋହର…
କରଣଙ୍କ ଫିଲ୍ମରେ କାମ କରିବାକୁ ମନା କଲେ ହ୍ରିତିକ୍
ମୁମ୍ବାଇ: ଅଭିନେତା ହ୍ରିତିକ୍ ରୋଶନ ବର୍ତ୍ତମାନ ସୈଫ୍ ଅଲ୍ଲୀ ଖାନ୍ଙ୍କ ବିପକ୍ଷରେ ତାଙ୍କର ଆଗାମୀ ଆକ୍ସନ ଥ୍ରୀଲର ‘ବିକ୍ରମ ବେଦ’ର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ଶୁଣିବାକୁ ମିଳୁଛି ବଲିଉଡର ଗ୍ରୀକ୍ ଗଡଙ୍କୁ କରଣ ଜୋହର ଏବଂ ଆୟାନ…
ମା’ ହେବା ନେଇ ଏମିତି କହିଲେ ଅଙ୍କିତା
ମୁମ୍ବାଇ: ଅଙ୍କିତା ଲୋଖଣ୍ଡେ ଜଣେ ଜଣାଶୁଣା ଟେଲି ଅଭିନେତ୍ରୀ। ଗତବର୍ଷ ଡିସେମ୍ବରରେ ଅଙ୍କିତା-ଭିକି ଜୈନଙ୍କୁ ବିବାହ କରିଥିଲେ। ବିବାହ ପରେ ଭିକି ଏବଂ ଅଙ୍କିତା ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଏହି ସମୟରେ ଏକ ଖବର ମଧ୍ୟ ଚର୍ଚ୍ଚା ହେଉଛି…
ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ,୩ ।୯: ମନି ଲଣ୍ଡରିଂ ମାମଲାରେ କେତେଜଣ ବଲିଉଡ କଳାକାର ନାଁ ସାମ୍ନାକୁ ଆସିବା ପରେ ଲାଗାତାର ଏହାକୁ ନେଇ ଚର୍ଚ୍ଚା ଜାରି ରହୁଛି । ଜ୍ୟାକଲିନ ଫର୍ନାଡିଜଙ୍କ ପରେ ଦିଲ୍ଲୀ ପୋଲିସର ଇଓଡବ୍ଲ୍ୟୁ(ଆର୍ଥିକ ଅପରାଧ ଶାଖା) ମନି ଲଣ୍ଡରିଂ ମାମଲାରେ…
୭୪ କୋଟିର ମାଲିକାଣୀ ସୋନାକ୍ଷୀ
ମୁମ୍ବାଇ: ଦବଙ୍ଗ, ରାଓଡି ରାଠୋର ଏବଂ ବୁଲେଟ ରାଜା ଭଳି ସୁପରହିଟ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସୋନାକ୍ଷୀ ତାଙ୍କ କଠିନ ପରିଶ୍ରମ ଆଧାରରେ କୋଟି କୋଟି ସମ୍ପତ୍ତିର ମାଲିକାଣୀ…
ଅଯୋଧ୍ୟାରେ ୭.୯ କୋଟି ଟଙ୍କାରେ ନିର୍ମାଣ ହେଉଛି ଲତାମଙ୍ଗେସକର ଚୌକ, ଲାଗିବ ୧୦.୮ ମିଟର ଲମ୍ବର ବୀଣା
ଅଯୋଧ୍ୟା,୩ ।୯: ଭଗବାନ ରାମଙ୍କ ନଗରୀ ଅଯୋଧ୍ୟା କିଛି ବର୍ଷ ହେବ ଉତ୍ତର ପ୍ରଦେଶ ଓ ଦେଶର ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ହୋଇ ରହିଛି । ଏଠାରେ ବହୁ ବିକାଶ ମୂଳକ କାର୍ଯ୍ୟ ବି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି…
୭୫ ଟଙ୍କାରେ ଦେଖିପାରିବେ ‘ବ୍ରହ୍ମାସ୍ତ୍ର’, ଜାଣନ୍ତୁ କିପରି…
ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ନିକଟରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ଯୋଡି ଦେଖିବାକୁ ମିଳିବ । ପ୍ରଶଂସକମାନେ ଫିଲ୍ମକୁ ନେଇ ବହୁତ ଉତ୍ସାହିତ…
ଚର୍ଚ୍ଚାରେ ସାଉଥ୍ ଅଭିନେତ୍ରୀଙ୍କ ବିବାହ; ପ୍ରଯୋଜକ ସ୍ବାମୀଙ୍କ ମୋଟାପଣକୁ ନେଇ…
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ପ୍ରଯୋଜକ ରବିନ୍ଦ୍ର ଚନ୍ଦ୍ରସେକରନଙ୍କ ବିବାହ ଏବେ ଚର୍ଚ୍ଚାରେ। ସେ ଗୁରୁବାର ଅଭିନେତ୍ରୀ ତଥା ଭିଜେ ମହାଲକ୍ଷ୍ମୀଙ୍କ ହାତ ଧରିଛନ୍ତି। ଉଭୟଙ୍କର ଏହା ଦ୍ୱିତୀୟ ବିବାହ। ଏଥିରେ ପରିବାରଲୋକଙ୍କ ସହ କିଛି ବନ୍ଧୁ ସାମିଲ ହୋଇଛନ୍ତି।…
ସିଦ୍ଧାର୍ଥଙ୍କ ମୃତ୍ୟୁକୁ ପୁରିଲା ବର୍ଷେ; ପରିବାର ରଖିଲେ ପ୍ରାର୍ଥନା ସଭା
ବମ୍ବେ: ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ବର୍ଷେ ପୁରିଛି। ୨୦୨୧ ସେପ୍ଟେମ୍ବର ୨ରେ ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ସେଥିଲାଗି ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପରିବାର ଏବଂ ପ୍ରଶଂସକମାନେ ତାଙ୍କୁ ମନେ ପକାଇଛନ୍ତି। ପୁଅଙ୍କ…
ପୂରଣ ହେଲା କପିଲଙ୍କ ଇଚ୍ଛା, ଦୀପିକାଙ୍କ ସହ ‘ମେଗା ବ୍ଲକବଷ୍ଟର’ରେ ଆସିବେ ନଜର
ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଭାଗ୍ୟ ଏବେ ଚମକୁଛି । ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ଏବେ ତାଙ୍କ ହାତରେ । ଗୁରୁବାର ସନ୍ଧ୍ୟାରେ କମେଡିଆନ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋ ତାଙ୍କ ଆଗାମୀ ପ୍ରୋଜେକ୍ଟ…
ବିଗ ବସ୍ର ୧୬ତମ ସିଜିନରେ ନଜର ଆସିବେ ନୁସରତ?
ମୁମ୍ବାଇ: ଟେଲିଭିଜନର ସବୁଠାରୁ ବଡ ବିବାଦୀୟ ରିୟଲିଟି ଶୋ’ ବିଗ ବସର ୧୬ ତମ ସିଜିନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେ ଶୋ’ର ଜଣକ ପରେ ଜଣେ କଣ୍ଟେଷ୍ଟାଣ୍ଡଙ୍କ ନାମ ସାମ୍ନାକୁ ଆସୁଛି । ଏହାରି ଭିତରେ ଶୁଣିବାକୁ…

