ମନୋରଞ୍ଜନ

ଐଶ୍ୱର୍ଯ୍ୟା ଭାବି ଏହି ଯୁବତୀଙ୍କ ଲୁକ୍‌ରେ ହଜିଯାଆନ୍ତି ଦର୍ଶକ

ମୁମ୍ବାଇ: ଆଜିର ସମୟରେ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମରେ ପରିଣତ ହୋଇଛି, ଯେଉଁଠାରେ ଅନେକ କିଛି ଭାଇରାଲ ହୋଇଥାଏ। ଏପରିକି ବଲିଉଡ୍‌ ଷ୍ଟାରଙ୍କ ପରି ସୋସିଆଲ ମିଡିଆର ୟୁଜରମାନେ ମଧ୍ୟ ସେମାନଙ୍କ ପ୍ରତିଭା ଦେଖାଇଥାନ୍ତି। ଏବେ ଜଣେ ଯୁବତୀଙ୍କ ଲୁକ୍‌…

ଜମି କିଣିଲେ ବିରୁଷ୍କା, ଦାମ୍‌ ଜାଣିଲେ…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ୮ ଏକର ଜମି କିଣିଛନ୍ତି। ଯାହାର ଦାମ୍‌ ରହିଛି ୧୯ କୋଟି ୨୪ ଲକ୍ଷ ୫୦ ହଜାର ଟଙ୍କା। ମୁମ୍ବାଇର ଆଲିବାଗରେ କୋହଲି ନିଜର ଗୋଟିଏ ଫାର୍ମ ହାଉସ ତିଆରି…

ଟ୍ରୋଲରଙ୍କୁ ଜବାବ ଦେଲେ ବିପାଶା, ବେବି ବମ୍ପକୁ ନେଇ ହୋଇଥିଲେ ଟୋ୍ରଲ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବଂ ସ୍ବାମୀ କରଣ ସିଂ ଗ୍ରୋଭର ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ଦୁହେଁ ଏବେ ବେଶ୍‌ ଖୁସି ଅଛନ୍ତି। କିଛି ଦିନର ଡେଟିଂ ପରେ ଏହି ଦମ୍ପତି ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି…

ସୋନାକ୍ଷୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଦବଙ୍ଗ, ରାଓଡି ରାଠୋର ଏବଂ ବୁଲେଟ ରାଜା ଭଳି ସୁପରହିଟ୍‌ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସୋନାକ୍ଷୀ ତାଙ୍କ କଠିନ ପରିଶ୍ରମ ଆଧାରରେ କୋଟି କୋଟି ସମ୍ପତ୍ତିର ମାଲିକ ହୋଇଛନ୍ତି।…

ଏତିକି କୋଟି ବଜେଟ୍‌ରେ ନିର୍ମିତ ହୋଇଛି ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର- ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ। ତେବେ ବର୍ତ୍ତମାନ ଫିଲ୍ମର…

ପ୍ରଯୋଜକଙ୍କୁ ପସନ୍ଦ ନ ଥିଲା ନାଁ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଫିଟ୍‌ ନାୟକଙ୍କ ଗହଣରେ ଗଣାଯାନ୍ତି ଜନ୍‌ ଆବ୍ରାହମ୍‌, ଯେଉଁ ନଁା ପାଇଁ ଜନ୍‌ ଏବେ ଭାରତରେ ବେଶ୍‌ ଚର୍ଚ୍ଚିତ, ଦିନ ଥିଲା ସେ ନାଁ କୁ ହିନ୍ଦୀ ଫିଲ୍ମ ଜଗତର ପ୍ରଯୋଜକମାନେ ନାପସନ୍ଦ କରୁଥିଲେ। ଫିଲ୍ମ କ୍ୟାରିୟର୍‌…

ଓଟିଟିର ଚାହିଦା ବଲିଉଡ୍‌ ପାଇଁ ଚିନ୍ତା

ମୁମ୍ବାଇ: ଓଟିଟି (ଓଭର ଦ ଟପ୍‌) ପ୍ଲାଟଫର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ହିନ୍ଦୀ ସିନେମା ଜଗତ ପାଇଁ ଚିନ୍ତାର ବିଷୟ ପାଲଟିଛି। ଓଟିଟିର ଲୋକପ୍ରିୟତା ବଢ଼ିବା ଦ୍ୱାରା ଲୋକେ ସିନେମାଘର ଯାଇ ଚଳଚ୍ଚିତ୍ର ଦେଖିବାକୁ ଆଉ ପସନ୍ଦ…

ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ ଏହି ଦମ୍ପତି

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ଚର୍ଚ୍ଚାରେ। ଦୁହିଁଙ୍କର ଏହି ଫିଲ୍ମଟି ସେପ୍ଟେମ୍ବର ୯ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏହାରି ମଧ୍ୟରେ ଏହି ଦମ୍ପତି ଗୁରୁବାର ମୁମ୍ବାଇ ବିମାନ…

ପୁଣି ବିଗିଡ଼ିଲା ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଭେଣ୍ଟିଲେଟରକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୧।୯: ବଲିଉଡ୍‌ କମେଡିଆନ ରାଜୁ ଶ୍ରୀବାସ୍ତବ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହେବାର ମାସେ ପୂରଣ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁରୁବାର ଏକ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି।…

ଦୁର୍ଘଟଣାରେ ଚାଲିଗଲା ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ଜୀବନ

ନୂଆଦିଲ୍ଲୀ,୧।୯ : ଅଷ୍ଟ୍ରେଲିଆର ମେଲବୋର୍ନରେ ଏକ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ମୃତ୍ୟୁ ଘଟିଛି। କିଆ କାର୍‌ ଚଳାଉଥିବା ଜଣେ ୨୩ ବର୍ଷୀୟ ଯୁବକ ନିୟନ୍ତ୍ରଣ ହରାଇବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଉକ୍ତ କାର୍‌ଟି ଦୁଇଟି…

କିଶୋର କୁମାରଙ୍କ ବଙ୍ଗଳାକୁ ଭଡ଼ାରେ ନେଲେ କୋହଲି

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ତଥା ଗାୟକ କିଶୋର କୁମାରଙ୍କର ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ତେବେ ଭାରତୀୟ କ୍ରିକେଟର ବିରାଟ କୋହଲି ଏହି ଅଭିନେତାଙ୍କ ବଙ୍ଗଳାକୁ ୫ ବର୍ଷ ପାଇଁ ଭଡ଼ାରେ ନେଇଛନ୍ତି। କାରଣ କୋହଲି ଖୁବ୍‌ଶୀଘ୍ର…

କ୍ଷମା ମାଗି ଟ୍ରୋଲ ହେଲେ ଆମିର

ମୁମ୍ବାଇ: ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ୍ ହେବା ପୂର୍ବରୁ ଆମିର ଖାଁ ଲଗାତାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ କ୍ଷମା ମାଗିବା ପରେ ବି ବାରମ୍ବାର ଟ୍ରୋଲର ଶିକାର ହେଉଛନ୍ତି । ଲାଲ ସିଂ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?