ମାଲାୟାଲମ ଅଭିନେତା ଶ୍ରୀନାଥ ଭାସି ଗିରଫ
କୋଚି,୨୬।୯: ମାଲାୟାଲମ ଅଭିନେତା ଶ୍ରୀନାଥ ଭାସିଙ୍କ ଅଡୁଆ ବଢ଼ିବାରେ ଲାଗିିଛି। କୋଚିରେ ମାରାଡୁ ପୋଲିସ ଅଭିନେତା ଶ୍ରୀନାଥଙ୍କୁ ଗିରଫ କରିଛି। ଏକ ସାକ୍ଷାତକାର ସମୟରେ ଅଭିନେତା ଜଣେ ମହିଳା ଆଙ୍କରଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ମହିଳା…
ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ…
ନୂଆଦିଲ୍ଲୀ, ୨୬।୯ : ୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରେ ମଧ୍ୟବର୍ତ୍ତୀ କାଳୀନ ଜାମିନ ମିଳିଛି। ଏଥି ସହିତ ଅତିରିକ୍ତ ସେସନ୍ସ ଜଜ ଶୈଳେନ୍ଦ୍ର ମଲିକ ମଧ୍ୟ ଜ୍ୟାକଲିନଙ୍କ ଜାମିନ ଆବେଦନ ଉପରେ ଇଡି…
ଗର୍ଭବତୀ ଆଲିଆଙ୍କ ଇଚ୍ଛା ପୂରଣ କଲେ ଶିଳ୍ପା
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ମଧ୍ୟ ଏକ ସୁପରହିଟ ସାବ୍ୟସ୍ତ ହୋଇଛି। ସାରା ବିଶ୍ୱରେ ୩୦୦ କୋଟି ବ୍ୟବସାୟ କରିଛି। ଫିଲ୍ମ ପ୍ରମୋଶନରେ…
‘ଖତରୋଁ କା ଖିଲାଡି ୧୨’ର ୱିନର ହେଲେ ତୁଷାର କାଲିୟା
ମୁମ୍ବାଇ,୨୬ ।୯: ଶେଷ ହେଲା ଅପେକ୍ଷା । ରୋହିତ ସେଟ୍ଟିଙ୍କ ରିୟଲିଟି ଶୋ’ ‘ଖତରୋଁ କା ଖିଲାଡି ୧୨’କୁ ମିଳିଗଲା ତା’ର ୱିନର । ତୁଷାର କାଲିୟା ଏଥର ‘ଖତରୋଁ କା ଖିଲାଡି ୧୨’ର ଟ୍ରଫି ନିଜ ନାଁରେ କରି ଦେଇଛନ୍ତି…
ଡିଆଇଡି ସୁପର ମମର ବିଜେତା ହେଲେ ହରିୟାଣାର ଶ୍ରମିକ ବର୍ଷା ବୁମରା
ମୁମ୍ବାଇ,୨୬ ।୯: ଡିଆଇଡି ସୁପର ମମ ଟ୍ରଫି ଜିତି ବର୍ଷା ବୁମରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ପରିସ୍ଥିତି ଯାହା ବି ହେଉ ସ୍ୱପ୍ନକୁ ପୂରା କରିବାକୁ ହେଲେ ସାହସ ଦରକାର । ତା’ହେଲେ ବଡ କାମ ବି ସହଜରେ କରିହୁଏ…
ଶାହରୁଖଙ୍କ ୮ ପ୍ୟାକ୍ ଆବ୍ସ
ବଲିଉଡର କିଙ୍ଗ ଶାହାରୁଖ ଖାନ ଯେକୌଣସି କାମ କଲେ, ତାକୁ ନେଇ ଚର୍ଚ୍ଚା ସବୁଠି ହୁଏ। ଆଜିକାଲି ଅଭିନେତା ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ବ୍ୟସ୍ତ ଅଛନ୍ତି। ଏହି ସବୟରେ ସେ ସୋସିଆଲ ମିଡିଆରେ ଏକ ଶର୍ଟଲେସ୍ ଫଟୋ ଶେୟାର କରିଥିଲେ।…
ରୋମାଣ୍ଟିକ୍ ହେଲେ ପ୍ରିୟଙ୍କା
ବଲିଉଡ ପରେ ହଲିଉଡରେ ଜଲଓ୍ବା ଦେଖାଇଥିବା ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପ୍ରିୟଙ୍କା ଗ୍ଲୋବାଲ ସିଟିଜେନ ଫେଷ୍ଟିଭାଲରେ ନଜର ଆସିଥିଲେ। ଏଠାରେ ତାଙ୍କ ସ୍ବାମୀ ନିକ ଜୋନାସ ‘ଜୋନାସ ବ୍ରଦର୍ସ’ଙ୍କ ସହିତ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ଶୋ’ରେ…
ଭିକ୍ଟ୍ରିନାଙ୍କୁ କପି କରିବାକୁ ଚାହୁଁଥିଲେ ରୁଚା ଚଢା-ଅଲି ଫାଜଲ!
ମୁମ୍ବାଇ: କିଛି ମାସ ତଳେ ଅନୁଷ୍ଠିତ ହୋଇ ଯାଇଛି ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଳଙ୍କ ବିବାହ ଉତ୍ସବ । ଯାହାର ଏହି କଥା ମନେ ଥିବ ସେ ମଧ୍ୟ ଏହି ବିବାହରେ ଯେଉଁସବୁ କଟକଣା ଲଗାଯାଇଥିଲା…
‘ହାର୍ଟ ଅଫ ଷ୍ଟୋନ’ରେ ନିଜର ଲୁକ୍କୁ ନେଇ ଦର୍ଶକଙ୍କ ଦିଲ୍ ଜିତିଲେ ଆଲିଆ!
ମୁମ୍ବାଇ: ବଲିଉଡରେ ନିଜର ଜଲୱା ଦେଖାଇବା ପରେ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ପୂରାପୁରି ପ୍ରସ୍ତୁତ ହୋଇ ଗଲେଣି ବଲିଉଡ କୁଇନ୍ ଆଲିଆ ଭଟ୍ଟ । ଅଭିନେତ୍ରୀ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ ମାଧ୍ୟମରେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।…
ଶପିଂ କରିପାରିବି ୩୬୫ ଦିନ
ପିଲାଦିନ: ଯାଜପୁର ଜିଲା ନୀଳାଦେଇ ପୁରରେ ମୋ ଗାଁ। ସେଇ ଗାଁରେ ଅଛି ମୋର ଅନେକ ସ୍ମୃତି। ପିଲାଦିନେ ମୁଁ ଗାଁ ଆମ୍ବ ତୋଟାରୁ ଆମ୍ବ ତୋଳୁଥିଲି, ଅନ୍ୟ ବାଡିରୁ ପିଜୁଳି, କୋଳି ଚୋରି କରୁଥିଲି। ହେଲେ ଏସବୁ କରିବାବେଳେ ମୁଁ…
ଏ ମନ ଖୋଜୁଥାଏ ଯାହା…
କଥାରେ ଅଛି-ଏମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ମନଲାଖି ଭୂମିକାଟିଏ ପାଇବା ପରେ ଚଙ୍କି ତନୟା ଅନନ୍ୟା ପାଣ୍ଡେ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ସମାଜ ସେବା ଉପରେ ପର୍ଯ୍ୟବସିତ ଏକ ଫିଲ୍ମରେ ସେ…
ଦୁର୍ଗାପୂଜାରେ ତିତିଲି
ଏଥର ଦୁର୍ଗାପୂଜାରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ତିତିଲି’। ଏ ସମ୍ପର୍କରେ ନିକଟରେ ପ୍ରଯୋଜନା ସଂସ୍ଥା ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବ୍ୟାନରରେ ନିର୍ମିତ ପଞ୍ଚମ ଫିଲ୍ମଟି ସେପ୍ଟେମ୍ବର ୩୦ରେ ପରଦା ଉପରକୁ ଆସିବ।…
Archives


