ଡିଆଇଡି ସୁପର ମମର ବିଜେତା ହେଲେ ହରିୟାଣାର ଶ୍ରମିକ ବର୍ଷା ବୁମରା

ମୁମ୍ବାଇ,୨୬ ।୯: ଡିଆଇଡି ସୁପର ମମ ଟ୍ରଫି ଜିତି ବର୍ଷା ବୁମରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ପରିସ୍ଥିତି ଯାହା ବି ହେଉ ସ୍ୱପ୍ନକୁ ପୂରା କରିବାକୁ ହେଲେ ସାହସ ଦରକାର । ତା’ହେଲେ ବଡ କାମ ବି ସହଜରେ କରିହୁଏ । ଶ୍ରମିକ ଭାବେ କାମ କରୁଥିବା ବର୍ଷା ଡିଆଇଡି ସୁପର ମମ ବିଜେତା ହୋଇ ସାଢେ ୭ ଲକ୍ଷ ଟଙ୍କା ସହ ଟ୍ରଫି ଜିତିଛନ୍ତି । ଏହାପରେ ବର୍ଷା କହିଛନ୍ତି ଜୀବନରେ ସେ କେବେ ଏତେ ଟଙ୍କା ଦେଖି ନ ଥିଲେ । ତେବେ ଯେଉଁମାନଙ୍କଠାରୁ ସେ କରଜ କରି ମୁମ୍ବାଇ ଆସିଥିଲେ ଫେରିଲେ ପ୍ରଥମେ ସେ ସେମାନଙ୍କ ଋଣ ସୁଝିବେ ଓ ଅବଶିଷ୍ଟ ଟଙ୍କାରେ ସେ ତାଙ୍କ ପୁଅ ପାଇଁ ଘରଟିଏ ତିଆରି କରିବେ ବୋଲି କହିଛନ୍ତି ।
ଟ୍ରଫି ଜିତିବା ପରେ ବର୍ଷା କହିଛନ୍ତି, ମୋତେ ବହୁତ ଖୁସି ଲାଗୁଛି । କାରଣ ମୁଁ ଏବେ ବି ବିଶ୍ୱାସ କରିପାରୁନାହିଁ ଯେ ମୁଁ ବିଜୟୀ ହୋଇଛି । ଏପର୍ଯ୍ୟନ୍ତ ମୋର ଜର୍ଣ୍ଣି ଖୁବ୍ ସୁନ୍ଦର ରହିଛି । ମୁମ୍ବାଇରେ କାଟିଥିବା ୩ ମାସ ମୋ ଜୀବନର ସବୁଠାରୁ ସୁନ୍ଦର ସମୟ । ସ୍ୱପ୍ନ ଦେଖିବାର କୌଣସି ବୟସ ନାହିଁ । ଯଦି ନିଜ ଭିତରେ କିଛି କ୍ୱାଲିଟି ଅଛି ତେବେ ପରିସ୍ଥିତି ବା ପରିବେଶର କୌଣସି ମାନେ ନାହିଁ । ତେବେ ବର୍ଷାଙ୍କର ଏହି ଯାତ୍ରାରେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ସହଯୋଗ କରିଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ମୁହଁ ଖୋଲିଲେ ଶିଳ୍ପା: କହିଦେଲେ ଏମିତି କଥା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ତିଆରି ଅଭିଯୋଗରେ ଗିରଫ ହୋଇଛନ୍ତି। ପ୍ରଥମ ଥର ପାଇଁ ଶିଳ୍ପ୍ବା ଏହି ସମଗ୍ର...

ପୁରୁଣା ଦିନକୁ ମନେ ପକାଇଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଇଣ୍ଡଷ୍ଟ୍ରିରେ ୧୭ ବର୍ଷ ପୂରଣ କରିଛନ୍ତି। ବଲିଉଡ କୁଇନ ଏହି ଅବସରରେ ଅନୁରାଗ ବାସୁଙ୍କ ସହ ତାଙ୍କ ପୁରୁଣା...

ସଲମାନଙ୍କ ପ୍ରଶଂସାରେ ଖୁସି ହେଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ନାୟିକା ସୁସ୍ମିତା ସେନ୍‌ ନିଜ ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ କିନ୍ତୁ ଆଉ ଏକ କାରଣ ପାଇଁ ଆସିଛନ୍ତି...

ମନ୍ନତରେ ତ୍ରିରଙ୍ଗା ଉଡାଇଲେ ଶାହରୁଖ

ସମଗ୍ର ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ...

ବିଜୟଙ୍କ ଘରେ ରହୁଛନ୍ତି ରଶ୍ମିକା! ଫଟୋ ଶେୟାର କରି ସମ୍ପର୍କ ଉପରେ ମୋହର ମାରିଲେ…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନାଙ୍କ ସମ୍ପର୍କ ଉପରେ ବାଜିଛି ମୋହର। ଉଭୟଙ୍କୁ ଅନେକଥର ଏକାଠି ଦେଖିବାକୁ ମିଳୁଥିଲା। ହେଲେ...

ଜନ୍‌ ଆବ୍ରାହମଙ୍କ ସହ ଡେବ୍ୟୁ କରିବେ ଶେହନାଜ, ଦୀପାବଳିରେ ହେବ ରିଲିଜ୍‌!

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ପ୍ରଥମେ ତ ଶୁଣିବାକୁ ମିଳୁଥିଲା କି, ସେ ସଲମାନ ଖାନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ...

୨ସନ୍ତାନଙ୍କ ସହ ଅର୍ପିତାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାଁଙ୍କ ଭଉଣୀ ଅର୍ପିତା ଖାଁ ଶର୍ମା ନିକଟରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାଇ ସଲମାନଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍‌ ଡିସେମ୍ବର...

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଦାବି କଲେ ବିହାର ସରକାର

ପାଟନା,୪।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁ ପଛର କାରଣ ଏବେ ବି ରହସ୍ୟ...

Advertisement
Archives

Model This Week