ମନୋରଞ୍ଜନ

ଭେଟେରାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅରୁଣ ବାଲିଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ସେ ନ୍ୟୁରୋମସ୍କୁଲାର ମାଇଷ୍ଟେନିଆ ଗ୍ରାଭିସରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ଖବରରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଅରୁଣ ବାଲିଙ୍କ…

ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ରାକ୍ଷୀ, କହିଲେ ମୋଦି ଚା’ କରୁ କରୁ ପ୍ରଧାନମନ୍ତ୍ରୀ ଆଉ ମୁଁ…

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର ବେକାବୁ ବୟାନକୁ ନେଇ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର କମେଣ୍ଟସ ଦର୍ଶକଙ୍କ ଚେହେରାରେ ହସ ଫୁଟାଇ ଥାଏ । ପ୍ରାୟ ସବୁ ବିଷୟକୁ…

ଚୋରି କରି ପ୍ରସ୍ତୁତ କରାଯାଇଛି ‘ଆଦିପୁରୁଷ’ର ପୋଷ୍ଟର!

ମୁମ୍ବାଇ: ସାଉଥ୍ ଷ୍ଟାର ପ୍ରଭାସ, କ୍ରିତି ସାନନ ଓ ଶୈଫ ଅଲି ଖାଁ ଷ୍ଟାରର ଅପକମିଂ ଫିଲ୍ମ ଆଦିପୁରୁଷର ଟିଜର ରିଲିଜ ହେବା ପରେ ଫିଲ୍ମ ଲଗାତାର ଭାବେ ବିବାଦରେ ରହି ଆସୁଛି । ପ୍ରଥମେ ଫିଲ୍ମକୁ ସୋସିଆଲ ମିଡିଆରେ ଟ୍ରୋଲର…

ହଂସଲ ମେହେଟ୍ଟାଙ୍କ ଫିଲ୍ମରେ ନଜର ଆସିବେ କରୀନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଲୁକ୍‌, ଅଭିନୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ଲାଲ୍‌ ସିଂ ଚଢା’ରେ ନିଜର ଦମ୍‌ଦାର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ…

ଉଦିତ ନାରାୟଣଙ୍କୁ ହୃଦଘାତ ନେଇ ଗୁଜବ: ଗାୟକ କହିଲେ-ମୁଁ ହସୁଛି, ମୋ ବୟସ ବୋଧେ ବଢ଼ିଗଲା

ବମ୍ବେ: ନବେ ଦଶକର ଗୀତ ଯେବେ ବି ମନେ ପଡେ ସେତେବେଳେ ଉଦିତ ନାରାୟଣଙ୍କ ଗୀତ ଶୁଣି ମନ ଝୁମିଯାଏ। ଆଜି ବି ତାଙ୍କ ପ୍ରଶଂସକ କାହିଁରେ କେତେ। ଏମିତିରେ ହଠାତ ଉଦିତଙ୍କ ହୃଦ୍‌ଘାତ ହୋଇଥିବା ନେଇ ଖବର ସୋସିଆଲ ମିଡିଆରେ…

‘ଫୋନ ଭୁତ’ର ନୂଆ ପୋଷ୍ଟର ଆଉଟ, ନଭେମ୍ବରରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ: କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଫୋନ ଭୁତ’ ସମ୍ପର୍କରେ ଘୋଷଣା ହେବା ପରେ ଦର୍ଶକେ ଏହି ଫିଲ୍ମକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ଡେଟର ଘୋଷଣା ସମ୍ପର୍କରେ ବୟାନ ସାମ୍ନାକୁ ଆସିଥିଲା…

‘ଗଡ୍‌ଫାଦର’ର ଆୟ ଦେଖି ଚିରଞ୍ଜୀବୀଙ୍କୁ ଏମିତି ଏସ୍‌ଏମ୍‌ଏସ୍‌ କଲେ ଭାଇଜାନ

ମୁମ୍ବାଇ: ଫିଲ୍ମ ‘ଗଡ୍‌ଫାଦର’ରେ ଚିରଞ୍ଜୀବୀ ଏବଂ ସଲ୍‌ମାନ ଖାନଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। ଏହି ଫିଲ୍ମ ଦଶହରାରେ ରିଲିଜ ହୋଇଛି। ପ୍ରଥମ ଦିନରେ ଫିଲ୍ମର ବକ୍ସ ଅଫିସରେ ଯଦିଓ ଭଲ କରି ପାରିନାହିଁ କିନ୍ତୁ ସଲମାନ ଏହି ଫିଲ୍ମକୁ…

ଅମିତାଭଙ୍କ ସହ ଫିଲ୍ମ କରିବାକୁ ନର୍ଭସ ହୋଇଯାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ତାଙ୍କର ୮୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ସୁପରଷ୍ଟାରଙ୍କ ସହ ପ୍ରଥମେ ଯେଉଁମାନେ ଅଭିନୟ କରିଛନ୍ତି ସେମାନେ ବହୁ ଡରି ଯାଇଛନ୍ତି। ଏଥିମଧ୍ୟରୁ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଜୟପ୍ରଦା ହେଉଛନ୍ତି ଜଣେ।…

ଓ୍ବେବ୍‌ ସିରିଜ୍‌ରେ ଜଲଓ୍ବା ଦେଖାଇବେ ସୁସ୍ମିତା, ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍‌

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ ୱେବ୍‌ ସିରିଜ୍‌ ‘ଥାଲି’ରେ ନଜର ଆସିବେ। ଅଭିନେତ୍ରୀ ସମାଜସେବୀ କିନ୍ନର ଗୌରୀ ସାୱନ୍ତଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି। ଗୁରୁବାର ଏହି ୱେବ୍‌ ସିରିଜ୍‌ର ସୁସ୍ମିତାଙ୍କର ଫାଷ୍ଟ…

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ‘ଗଡଫାଦର’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଡଫାଦର’ ବୁଧବାର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ମେଗାଷ୍ଟାର୍‌ ଚିରଞ୍ଜୀବୀ ଏବଂ ସଲମାନ ଖାନ୍‌ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିଛନ୍ତି। ଦୁହିଁଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ‘ଗଡଫାଦର’ ଏକ…

ଛାଡ଼ପତ୍ରକୁ ନେଇ ଥିଲେ ଡିପ୍ରେସନରେ: ୩୪ବର୍ଷ ବୟସରେ ଆତ୍ମହତ୍ୟା କଲେ ଅଭିନେତା

ହାଇଦ୍ରାବାଦ: ସିନେମାଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ବର୍ଷ ୨୦୨୨ରେ ଅନେକ ତାରକା ଦୁନିଆରୁ ବିଦାୟ ନେଇଛନ୍ତି। ଏହି କ୍ରମରେ ଆଉ ଜଣେ କଳାକାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାମିଲ ଫିଲ୍ମ ଏବଂ ଟେଲିଭିଜନ ଧାରାବାହିକର ଜଣାଶୁଣା…

ମହାଭାରତରେ ଅଭିନୟ କରିବାକୁ ଚାହୁଛନ୍ତି ଶୈଫ, ଡ୍ରିମ ରୋଲକୁ ନେଇ ମୁହଁ ଖୋଲିଲେ

ମୁମ୍ବାଇ: ବଲିଉଡ ଅଭିନେତା ଶୈଫ ଅଲ୍ଲି ଖାଁ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ବେଧା’ ରିଲିଜ୍ ହୋଇଛି । ଏଥିରେ ତାଙ୍କ ସହ ହ୍ରିତିକ ରୋଶନ ଲିଡ ରୋଲରେ ନଜର ଆସିଛନ୍ତି । ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri