ଉଦିତ ନାରାୟଣଙ୍କୁ ହୃଦଘାତ ନେଇ ଗୁଜବ: ଗାୟକ କହିଲେ-ମୁଁ ହସୁଛି, ମୋ ବୟସ ବୋଧେ ବଢ଼ିଗଲା

ବମ୍ବେ: ନବେ ଦଶକର ଗୀତ ଯେବେ ବି ମନେ ପଡେ ସେତେବେଳେ ଉଦିତ ନାରାୟଣଙ୍କ ଗୀତ ଶୁଣି ମନ ଝୁମିଯାଏ। ଆଜି ବି ତାଙ୍କ ପ୍ରଶଂସକ କାହିଁରେ କେତେ। ଏମିତିରେ ହଠାତ ଉଦିତଙ୍କ ହୃଦ୍‌ଘାତ ହୋଇଥିବା ନେଇ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାଶୁଣି ପ୍ରଶଂସକ ଚକିତ ହୋଇଯାଇଥିଲେ। ହେଲେ ଏବେ ଏହା ସବୁ ଗୁଜବ। ଚିନ୍ତା କରିବାର କୌଣସି କାରଣ ନାହିଁ। ଉଦିତ ବିଲ୍‌କୁଲ ଠିକ୍‌ ଥିବା ଜଣାପଡ଼ିଛି।

ତେବେ ଯିଏ ବହୁତ ହସେ ତାକୁ କିଭଳି ହୃଦଘାତ ହେବ ବୋଲି ଏକ ସାକ୍ଷାତକାରରେ ଉଦିତ କହିଛନ୍ତି। ଦଶହରା ଭଳି ସମୟରେ ଏଭଳି ଗୁଜବ ପ୍ରସାରିତ ହେବା ଦ୍ୱାରା ତାଙ୍କ ବୟସ ବଢ଼ିଛି। କାଲି ଜଣେ ଫୋନ କରି କହିଲେ ତୁମ ପାଇଁ ଖରାପ ଖବର। ତୁମକୁ ହୃଦଘାତ ହୋଇଥିବା ନେଇ ଲୋକେ ମୋତେ ବାରମ୍ବାର ଫୋନ କରି ପଚାରୁଛନ୍ତି। ଏହା ଶୁଣି ମୁଁ ହସୁଛି ବୋଲି ଉଦିତ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କୁ ଟ୍ରୋଲ୍‌ କଲେ ଶାହରୁଖ

ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ ‘ପଠାନ’ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ବେଶ୍‌...

ଗୋଟିଏ ଫୋନ୍‌ କଲ୍‌ ଯୋଗୁ ଭାଙ୍ଗି ଯାଇଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିବାହ

ବଲିଉଡରେ ଡ୍ରିମଗାର୍ଲ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଅଭିନେତ୍ରୀ ହେମାମାଳିନୀ ଆଜି ୭୨ତମ ଜନ୍ମଦିନ ପାଳୁଛନ୍ତି। ୧୯୪୮ ମସିହା ଅକ୍ଟୋବର ୧୬ ତାରିଖ ଆଜିର ଦିନରେ...

ଭରଣପୋଷଣ ଲାଗି ନାଗାଙ୍କଠାରୁ ୨୦୦ କୋଟି ନେବାକୁ ମନା କରିଦେଲେ ସମନ୍ଥା; କହିଲେ ଟଙ୍କାଟିଏ ବି ଲୋଡା…

ବମ୍ବେ: ବିବାହ ବିଚ୍ଛେଦ ନେଇ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇଛନ୍ତି ସାଉଥ୍‌ର ଲୋକପ୍ରିୟ ଯୋଡ଼ି ସମନ୍ଥା ପ୍ରଭୁ-ନାଗା ଚୈତନ୍ୟ। ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଏହି...

ସୁଶାନ୍ତ ସିଂ ରାଜପୁତଙ୍କ ଭୂମିକାରେ ସଚିନ

ମୁମ୍ବାଇ, ୨୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏଥିରେ ସୁଶାନ୍ତ ସିଂଙ୍କ ଭୂମିକାରେ ଟିକ୍‌ଟକ୍‌ ଷ୍ଟାର୍‌ ସଚିନ...

ଖୋଲା ଜିପ୍‌ରେ ସଫାରୀ ପାଇଁ ବାହାରିଲେ ସଲମାନ୍‌

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ପ୍ରକୃତିକୁ ବହୁତ ଭଲ ପାଆନ୍ତି। ଯେତେବେଳେ ବି ସୁଯୋଗ ମିଳେ ସଲମାନ ପ୍ରକୃତି ମଧ୍ୟରେ ସମୟ ବିତାଇବାକୁ ପସନ୍ଦ କରନ୍ତି।...

ଐଶ୍ୱର୍ଯ୍ୟା, ଝିଅ ଆରାଧ୍ୟାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ନାୟିକା ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି। କେବଳ ସେ ନୁହେଁ ତାଙ୍କ...

ଏମସି ଷ୍ଟାନ ‘ବିଗ ବସ ୧୬’ର ବିଜେତା

୪ ମାସ ଧରି ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି। ବିଗ୍‌ବସ୍‌ ସିଜନ୍‌-୧୬ର ବିଜେତା ହୋଇଛନ୍ତି ଏମ୍‌ସି ଷ୍ଟାନ୍‌। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି...

ରାମାୟଣର ପ୍ରସାରଣ ପରେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରୁଛନ୍ତି ଦର୍ଶକେ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଦୂରଦର୍ଶନରେ ପୁଣିଥରେ ରାମାୟଣ ଧାରାବାହିକ ପ୍ରସାରଣ ହେବା...

Advertisement
Archives

Model This Week