ମନୋରଞ୍ଜନ

‘ଅଭିନେତ୍ରୀ ଅପେକ୍ଷା ସ୍ତ୍ରୀ ହୋଇ ଖୁସି ଥିଲି’

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ହିନ୍ଦୀ ସିନେମାକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। କାମ ବ୍ୟତିତ ନିଜର ରୋକଠୋକ୍‌ କଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ସେ। ତେବେ ସମସ୍ତେ ଜାଣନ୍ତି ଯେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ…

ଶୋକରେ ବୁଡିଲା ବଲିଉଡ୍‌; ପ୍ରିୟ କଳାକାରଙ୍କୁ ମନେ ପକାଉଛନ୍ତି…

ବମ୍ବେ: ହିନ୍ଦି ତଥା ମରାଠୀ ସିନେମାର ଜଣାଶୁଣା ଅଭିନେତା ବିକ୍ରମ ଗୋଖଲେ ଆଉ ନାହାନ୍ତି। ୭୫ ବର୍ଷ ବୟସରେ ଶନିବାର ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା ବେଳେ ପୁଣେର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେଠାରେ…

ଓଟିଟିରେ ଧମାଲ କରିବ ତାପସୀଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ଅଭିନୟର କମାଲ ଦେଖାଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ । ୨୦୨୧ରେ ତାଙ୍କ ଅଭିନୀତ ୩ଟି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ସବୁ ଫ୍ଲପ ହୋଇଥିଲା । ଏବେ ତାପସୀଙ୍କ ଅଭିନୀତ ଚତୁର୍ଥ ଫିଲ୍ମ…

ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ପୁଣେ,୨୬ ।୧୧: ବଲିଉଡ ତଥା ମରାଠି ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କର ଶନିବାର ପୁଣେରେ ପରଲୋକ ହୋଇଛି । ନଭେମ୍ବର ୫ରୁ ସେ ପୁଣେର ପଣ୍ଡିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରର କିଛି ଅଙ୍ଗ…

ରିଚାଙ୍କ ସମର୍ଥନରେ ବାହାରିଲେ ପ୍ରକାଶ ରାଜ

ବମ୍ବେ: ଗଲଓ୍ବାନ୍‌ ଭ୍ୟାଲି ସମ୍ପର୍କିତ ଟୁଇଟ୍‌ କରି ଟ୍ରୋଲ୍‌ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଚା ଚଡ୍ଢା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ର କିଛି କଳାକାର ମଧ୍ୟ ରିଚାଙ୍କ ବକ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହେଲେ କିଛି ତାଙ୍କ ସମର୍ଥନରେ…

ଅଭିନେତ୍ରୀ କେବେ କହିଥିଲେ ଭାଇ, ଏବେ ଡେଟିଂକୁ ନେଇ ବଢ଼ୁଛି ଚର୍ଚ୍ଚା

ବମ୍ବେ: ଡେଟ୍‌ କରୁଛନ୍ତି ଅଭିନେତା କରନ୍‌ ମେହେରାଙ୍କ ପୂର୍ବପତ୍ନୀ ନିଶା ରାଓ୍ବଲ। କେବେ ଭାଇ ବୋଲି ପରିଚୟ ଦେଇଥିବା ରୋହିତ ସାଟିଆଙ୍କ ସହ ଡିନର୍‌ କରୁଥିବା ନଜରକୁ ଆସିବା ପରେ ଜୋର ଧରିଛି ଏଭଳି ଚର୍ଚ୍ଚା। ଉଭୟଙ୍କ ହୋଟେଲରେ ଖାଉଥିବା ବେଳର…

‘ସର୍କସ’ର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଆକ୍ଟର ରଣବୀର ସିଂ ସବୁବେଳେ କିଛି ନା କିଛି କାରଣ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ବେଶ କିଛି ଦିନ ହେବ ଅଭିନେତାଙ୍କ ଫିଲ୍ମ ‘ସର୍କସ’ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଶଂସକ…

ସୁସ୍ଥ ହେଉଛନ୍ତି ବିକ୍ରମ ଗୋଖଲେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ବାହାରିପାରନ୍ତି ଭେଣ୍ଟିଲେଟରରୁ

ମୁମ୍ବାଇ,୨୫ ।୧୧: ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ର‌୍ୟାବସ୍ଥା ପୂର୍ବାପେକ୍ଷା ଭଲ ଥିବା କୁହାଯାଉଛି । ଏହି ବୟାନ ପୁଣେ ସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଡାକ୍ତର ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ ଦେବା…

ଏହି ଗୀତର ଶୁଟିଂ ସମୟରେ ଖୁବ୍‌ ଡରି ଯାଇଥିଲେ ଶାହାରୁଖ

ମୁମ୍ବାଇ: ଫିଲ୍ମ ଦେଖିବା ସମୟରେ ଜାଣି ହୁଏ ନାହିଁ ଏହା ପଛରେ କେତେ କଷ୍ଟ କରାଯାଇଛି। ମାତ୍ର ଯେଉଁମାନେ ଅଭିନୟ କରିଛନ୍ତି, ସେମାନେ ଜାଣିଥାନ୍ତି ପ୍ରକୃତ କଷ୍ଟ କ’ଣ। ଠିକ୍‌ ସେମିତି ଶାହାରୁଖ ଖାନ୍‌ ଏକ ଗୀତ ଶୁଟିଂ ସମୟରେ କେମିତି…

ବିନା ଅନୁମତିରେ ବ୍ୟବହାର ହୋଇପାରିବନି ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର

ନୂଆଦିଲ୍ଲୀ,୨୫।୧୧: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର ବ୍ୟବହାର ହୋଇପାରିବନି। ନିକଟରେ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଅମିତାଭ…

ଫିଲ୍ମ ‘ଆନିମଲ୍‌’ରେ ନଜର ଆସିବେ ରଣବୀର, ରଶ୍ମିକାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ରଣବୀର କପୁର ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ରହିଛନ୍ତି। ତେବେ ଏହା ଭିତରେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଲମ୍ବା ଚୁଟି, ଦାଢ଼ି ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ…

୧୦୦ କୋଟି କ୍ଲବ୍‌ରେ ‘ଦୃଶ୍ୟମ-୨’

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ରିଲିଜ୍‌ ହେବାର ୭ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଛି। ରିଲିଜ ପୂର୍ବରୁ ମଧ୍ୟ ଆଡଭାନ୍ସ ଟିକେଟ ବୁକିଂରେ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?