‘ଗଡ୍‌ଫାଦର’ର ଆୟ ଦେଖି ଚିରଞ୍ଜୀବୀଙ୍କୁ ଏମିତି ଏସ୍‌ଏମ୍‌ଏସ୍‌ କଲେ ଭାଇଜାନ

ମୁମ୍ବାଇ: ଫିଲ୍ମ ‘ଗଡ୍‌ଫାଦର’ରେ ଚିରଞ୍ଜୀବୀ ଏବଂ ସଲ୍‌ମାନ ଖାନଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। ଏହି ଫିଲ୍ମ ଦଶହରାରେ ରିଲିଜ ହୋଇଛି। ପ୍ରଥମ ଦିନରେ ଫିଲ୍ମର ବକ୍ସ ଅଫିସରେ ଯଦିଓ ଭଲ କରି ପାରିନାହିଁ କିନ୍ତୁ ସଲମାନ ଏହି ଫିଲ୍ମକୁ ହିଟ୍‌ ବୋଲି କହିଛନ୍ତି। ଚିରଞ୍ଜୀବୀଙ୍କ ପାଇଁ ସଲମାନ ଏକ ସ୍ବତନ୍ତ୍ର ଏସ୍‌ଏମ୍‌ଏସ୍‌ ଶେୟାର କରିଛନ୍ତି। ଏଥିରେ ସେ ଚିରଞ୍ଜୀବୀ ‘ଚିରୁ ଗାରୁ’ଙ୍କୁ ଡାକି ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ସଲମାନ ଫିଲ୍ମ ‘ଗଡ୍‌ଫାଦର’ ବିଷୟରେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସଲମାନ କହୁଛନ୍ତି, ‘ମୋର ପ୍ରିୟ ଚିରୁ ଗାରୁ (ଚିରଞ୍ଜୀବୀ), ମୁଁ ତୁମକୁ ଭଲ ପାଏ .. ଏବଂ ମୁଁ ଶୁଣିଲି ଯେ’ ଗଡ୍‌ଫାଦର ଆଶ୍ଚର୍ଯ୍ୟଜନକ କମାଲ କରୁଛି। ଏଥିପାଇଁ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଚିରୁ ଗାରୁ ଆପଣ ଜାଣନ୍ତି ଏହା କାହିଁକି? କାରଣ ଏହି ଦେଶ ଏବଂ ଏହି ଦେଶର ଲୋକଙ୍କର ବହୁତ ଶକ୍ତି ଅଛି … ବନ୍ଦେ ମାତରମ’

ସଲମାନଙ୍କ ଏହି ଭିଡିଓ ବାର୍ତ୍ତା ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଏହି ଫିଲ୍ମ ବିଷୟରେ ଚର୍ଚ୍ଚା କରୁଛନ୍ତି। ଏଥି ସହିତ ସାଉଥ୍‌ଷ୍ଟାର ରାମଚରଣ ମଧ୍ୟ ସଲମାନଙ୍କ ଏହି ଭିଡିଓ ମେସେଜରେ ଖୁସିଥିବା ଦେଖିବାକୁ ମିଳିଛି। ସଲମାନଙ୍କ ଏହି ବାର୍ତ୍ତାରେ ହାତ ମିଳାଇବା ସହିତ ରାମଚରଣ ହଗ୍‌ ଏବଂ ହାର୍ଟ ଇମୋଜି ଦେଇଛନ୍ତି। ନିଜ ଷ୍ଟାଇଲ୍‌ରେ ସେ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ଏହି ଫିଲ୍ମ ଆଗାମୀ ଦିନରେ ଭଲ ଆୟ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୃତ୍ୟ ଟ୍ରେନିଂର ରାଜ୍‌ ଖୋଲିଲେ ଟାଇଗର୍‌: ହ୍ରିତିକ୍‌ଙ୍କ ଭିଡିଓ ଦେଖି ଶୋଉଥିଲେ

ଫିଲ୍ମ ‘ଓ୍ବାର’ରେ ହ୍ରିତିକ୍‌ ରୋଶନଙ୍କ ସହ ସ୍କ୍ରିନ୍‌ ଶେୟାର କରୁଥିବା ଟାଇଗର ଶ୍ରଫ୍‌ ନିଜ ନୃତ୍ୟ ଟ୍ରେନିଂକୁ ନେଇ ବଡ଼ ଖୁଲାସା କରିଛନ୍ତି। ପ୍ରତିଦିନ ରାତିରେ...

ଏଥର ତେଲଗୁ ନିର୍ଦ୍ଦେଶକଙ୍କ ସହ ଧମାଲ କରିବେ ସଲମାନ

ମୁମ୍ବାଇ: ଏବେ ବଲିଉଡର ଅଧିକାଂଶ ଫିଲ୍ମରେ ସାଉଥ୍ ଫିଲ୍ମର ରିମେକ ଦେଖିବାକୁ ପଡୁଛି । ଆଉ ବଲିଉଡ୍ ସେଲିବ୍ରିଟିମାନେ ଏବେ ସାଉଥ ଫିଲ୍ମରେ ଅଭିନୟ କରିବା...

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ...

ସାଙ୍ଗରେ ଦୀପାବଳି ପାଲିଲେ ହ୍ରିତିକ୍‌-ସବା

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ ଲାଇଫ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସହ ଡେଟ...

ମହାଭାରତର ଏହି ଭୂମିକା ଲାଗି ଏଗ୍ରିମେଣ୍ଟ କ୍ୟାନ୍‌ସେଲ୍‌ କରି ଦେଇଥିଲେ ଜୁହି, କାରଣ ଜାଣିଲେ…

ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ...

ହାତକୁ ଦି’ ହାତ ହେଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ହରମନ ବାୱେଜା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଶଶା ରାମଚାନ୍ଦାନୀଙ୍କୁ ବିବାହ କରିଛନ୍ତି। ଶଶା ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ଭାବେ କାର୍ଯ୍ୟ...

ନେହା ଶେୟାର କଲେ ‘ଜିନ୍‌ କେ ଲିୟେ’ଗୀତର ଫଟୋ, ମତୁଆଲା ହେଲେ ପ୍ରଶଂସକ

ମୁମ୍ବାଇ: ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କର ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ହିଟ୍‌ ମ୍ୟୁଜିକ୍‌ ଭିଡିଓ ‘ଜିନ୍‌ କେ ଲିୟେ’ର କିଛି ଆଖି ଲାଖିଯିବା ଭଳି ଫଟୋ...

ଅଭିନେତ୍ରୀ ମୋହନାଙ୍କୁ କରୋନା: ପରିବାର ସମେତ ଘରେ କାମ କରୁଥିବା ୨୩ଜଣ ସଂକ୍ରମିତ

ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ କାମ କରିଥିବା ଅଭିନେତ୍ରୀ ମୋହନା କୁମାରୀ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସହ ପରିବାର...

Advertisement
Archives

Model This Week