ମନୋରଞ୍ଜନ

ଏକଦା ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଥିଲେ ଅମିତାଭ; ସୋନିଆଙ୍କୁ ବିବାହରେ କରିଥିଲେ ସହାୟତା; ହେଲେ ଏପରି ହୋଇଥିଲା ମତଭେଦ

ବମ୍ବେ: ଆଜି ଅର୍ଥାତ ଅକ୍ଟୋବର ୧୧,୨୦୨୨ରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। ରୁପେଲି ପରଦାରେ ନିଜର ଅଭିନୟ ଶୈଳୀ ଏବଂ କଳାକୁ ନେଇ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ଏବେ ବି ରାଜ କରୁଛନ୍ତି…

ରିଲେସନଶିପକୁ ଅଫିସିଆଲ କଲେ କିଆରା-ସିଦ୍ଧାର୍ଥ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନି ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ରିଲେସନଶିପୁକ ନେଇ ଚର୍ଚ୍ଚା ହେଉଛି । ବଲିଉଡର କ୍ୟୁଟ କପୁଲଙ୍କ ମଧ୍ୟରେ ଏମାନେ ଅନ୍ୟତମ ବୋଲି କୁହାଯାଏ । ଅନେକ ସମୟରେ ଏହି ଲଭ ବାର୍ଡଙ୍କୁ ଡିନର ଡେଟରେ…

ଚାଲିଗଲେ ଶିଶୁ କଳାକାର ରାହୁଲ କୋଲି

ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’ର ଶିଶୁ କଳାକାର ରାହୁଲ କୋଲିଙ୍କ କ୍ୟାନସର୍‌ରେ ଦେହାନ୍ତ ହୋଇଛି। ଚଳିତ ବର୍ଷର ଓସ୍କାରରେ ‘ଛେଲୋ ଶୋ’ ପ୍ରବେଶ କରିଛି। ଏହି ଫିଲ୍ମଟି ଅକ୍ଟୋବର ୧୪ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ…

ସେକ୍ସୁଆଲ ହାରାସମେଣ୍ଟ ମାମଲାରେ ଫସିଥିଲେ ଅମିତାଭ!

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଥାପିଛନ୍ତି । ୮୦ ବର୍ଷ ବୟସରେ ବି ସେ ଦର୍ଶକଙ୍କ ଏତେ ନିକଟତର ଯେ ଅନ୍ୟ କେହି ସେ ସ୍ଥାନରେ ପହଞ୍ଚିବା ମୁସ୍କିଲ । ବିଗ୍ ବି ଅମିତାଭ ତାଙ୍କ…

ମା’ ହେବାରୁ ବିବାଦ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବାର କପୁଲ କୁହାଯାଉଥିବା ନୟନତାରା (ଡିଆନା ମାରିଅମ କୁରିଆନ) ଓ ବିଘ୍ନେଶ ରବିବାର ଦୁଇଟି ଯମଜ ସନ୍ତାନଙ୍କ ଅଭିଭାବକ ହୋଇଛନ୍ତି। ବିବହାରର ୪ ମାସ ପରେ ଦୁହେଁ ଏତେବଡ଼ ଦାୟିତ୍ୱ ପାଇବା ପରେ ବେଶ୍‌ ଖୁସିଥିବାବେଳେ…

ମା’ ହେବାରୁ ବିବାଦ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବାର କପୁଲ କୁହାଯାଉଥିବା ନୟନତାରା (ଡିଆନା ମାରିଅମ କୁରିଆନ) ଓ ବିଘ୍ନେଶ ରବିବାର ଯମଜ ସନ୍ତାନଙ୍କ ଅଭିଭାବକ ହୋଇଛନ୍ତି। ବିବାହର ୪ ମାସ ପରେ ଦୁହେଁ ଏତେବଡ଼ ଦାୟିତ୍ୱ ପାଇବା ପରେ ବେଶ୍‌ ଖୁସିଥିବାବେଳେ ତାଙ୍କ…

୮୦ ବର୍ଷରେ ପଦାର୍ପଣ କଲେ ମେଗାଷ୍ଟାର ଅମିତାଭ

ବଲିଉଡର ସମ୍ରାଟ ଅମିତାଭ ବଚ୍ଚନ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଜଣାଉଛନ୍ତି। ପ୍ରଶଂସକମାନେ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର ତାଙ୍କ ବାସଭବନ ‘ଜଲସା’ ବାହାରେ ଏକାଠି ହୋଇ ବଲିଉଡ ମେଗାଷ୍ଟାରଙ୍କୁ ତାଙ୍କ ଜନ୍ମଦିନରେ…

ବିବାହ ପୂର୍ବରୁ ଜୟାଙ୍କ ନିକଟରେ ଏଭଳି ବଡ ସର୍ତ୍ତ ରଖିଥିଲେ ଅମିତାଭ

ବମ୍ବେ: ବଲିଉଡ୍‌ର ସଫଳ ବୈବାହିକ ଜୀବନ ବିତାଇଥିବା ଦମ୍ପତିମାନଙ୍କ ମଧ୍ୟରୁ ମହାନ ଅଭିନେତା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଅନ୍ୟତମ। ଏକ ସମୟରେ ଅନେକ ନାୟିକାଙ୍କ ସହ ନାଁ ଯୋଡା ହୋଇଥିଲେ ହେଁ ଅମିତାଭ ଜୟାଙ୍କ ହାତ ସବୁଦିନ ଲାଗି…

ହଠାତ୍‌ ଟୁଇଟର୍‌ ଛାଡିଲେ କରଣ ଜୋହର

ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ହଠାତ୍‌ ଟୁଇଟର୍‌କୁ ଅଲବିଦା କହିଛନ୍ତି। ସେ ଏକ ଟୁଇଟ୍‌ କରି ଟୁଇଟର୍‌ରୁ ବିଦାୟ ନେଇଛନ୍ତି। ସେ ତାଙ୍କର ଶେଷ ଟୁଇଟ୍‌ରେ ଲେଖିଛନ୍ତି, ମୁଁ ଆହୁରି ସକରାତ୍ମକ ଶକ୍ତି ପାଇଁ ସ୍ଥାନ ପ୍ରସ୍ତୁତ…

ଦୁୁର୍ଘଟଣା ପରେ ବଦଳିଗଲା ଚେହେରା

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଅଭିନେତ୍ରୀ ଅନୁ ଅଗ୍ରୱାଲ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଥିଲେ । ଫିଲ୍ମ ‘ଆଶିକି’ରେ କାମ କରି ଅନୁ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ହେଲେ ଏକ ଦୁର୍ଘଟଣା ଅନୁଙ୍କ ଜୀବନକୁ…

ଏଭରେଷ୍ଟ ଚଢିଲେ ବିଗ ବି!

ମୁମ୍ବାଇ: ବଲିଉଡର ମେଗାଷ୍ଟାର ବିଗ ବି ଅଭିତାଭ ବଚ୍ଚନ ମଙ୍ଗଳବାର ପାଳନ କରୁଛନ୍ତି ତାଙ୍କର ୮୦ ତମ ଜନ୍ମଦିନ । ତାଙ୍କର ଏହି ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସାମ୍ନାକୁ ଆସିଛି ତାଙ୍କ ଅଭିନୀତ ଫିଲ୍ମ ‘ଉଁଚାଇ’ର ଫାଷ୍ଟ ଲୁକ ।…

ଡିପ୍ରେସନକୁ ନେଇ ଏମିତି କହିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ସେ ଜଣେ ସଫଳ ଅଭିନେତ୍ରୀ ଏବଂ ତାଙ୍କ ବୈବାହିକ ଜୀବନରେ ବହୁତ ଖୁସିରେ ମଧ୍ୟ ଅଛନ୍ତି। କିନ୍ତୁ ଦୀପିକା ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିଥିଲେ। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri