ଏଭରେଷ୍ଟ ଚଢିଲେ ବିଗ ବି!

ମୁମ୍ବାଇ: ବଲିଉଡର ମେଗାଷ୍ଟାର ବିଗ ବି ଅଭିତାଭ ବଚ୍ଚନ ମଙ୍ଗଳବାର ପାଳନ କରୁଛନ୍ତି ତାଙ୍କର ୮୦ ତମ ଜନ୍ମଦିନ । ତାଙ୍କର ଏହି ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସାମ୍ନାକୁ ଆସିଛି ତାଙ୍କ ଅଭିନୀତ ଫିଲ୍ମ ‘ଉଁଚାଇ’ର ଫାଷ୍ଟ ଲୁକ । ମଙ୍ଗଳବାର ବିଗ ବି ୮୦ ବର୍ଷରେ ପଦାର୍ପଣ କରୁଛନ୍ତି । ଏହି ଦିନକୁ ନିର୍ଦ୍ଦେଶକ ସୁରଜ ବହଜାତୟା ଆହୁରି ଖାସ୍ କରି ଦେଇଛନ୍ତି । ଅପକମିଂ ବଲିଉଡ ଫିଲ୍ମର ଫାଷ୍ଟ ଲୁକରେ ଅମିତାଭ ବଚ୍ଚନ ବରଫ ଝଡର ସାମ୍ନା କରୁଥିବା ଦେଖାଯାଇଛି । ଫାଷ୍ଟ ଲୁକ ପୋଷ୍ଟରେ ଫିଲ୍ମର ରିଲିଜକୁ ନେଇ ଏକ୍ସାଇଟମେଣ୍ଟକୁ ବଢାଇ ଦେଇଛି । ଫ୍ୟାନ୍ସ ଏବେ ଟ୍ରେଲରକୁ ଅପେକ୍ଷା ରଖିଛନ୍ତି ।

ଫିଲ୍ମର ଫାଷ୍ଟ ଲୁକରେ ଅମିତାଭ ବଚ୍ଚନ ଗରମ ଜ୍ୟାକେଟ ଓ ଟୋପି ପିନ୍ଧି ବରଫ ଝଡର ସାମ୍ନା କରୁଥିବା ଦେଖାଯାଇଛି । ନିର୍ଦ୍ଦେଶକ ସୁରଜ ବଡଜାତୟାଙ୍କ ଏହି ମୁଭି ବନ୍ଧୁତ୍ୱର ଉତ୍ସବ ପାଳନ କରୁଛି । ଏଥିରେ ବୋମନ ଇରାନି ଓ ଅନୁପମ ଖେର ନଜର ଆସିଛନ୍ତି । ଫିଲ୍ମର ଅଫିସିଆଲ ପୋଷ୍ଟରରେ ଏହି ୩ ବରିଷ୍ଠ କଳାକାରଙ୍କୁ ଦେଖିବାକୁ ମିଳିଛି । ପୋଷ୍ଟରକୁ ଶେୟାର କରି ଅମିତାଭ ଲେଖଛନ୍ତି ଆମର ଆଗାମୀ ରାଜଶ୍ରୀ ଫିଲ୍ମ ‘ଉଁଚାଇ’ର ପ୍ରଥମ ସିନ୍ ସହ ଫ୍ରେଣ୍ଡଶିପ ଡେ ମନାନ୍ତୁ । ମୋ ସହ ଅନୁପମ ଖେର ଓ ବୋମନ ଇରାନି ଏକ ଯାତ୍ରାରେ ଯୋଡି ହୋଇଛନ୍ତି ଯାହା ବନ୍ଧୁତ୍ୱର ଉତ୍ସବ ପାଳନ କରୁଛି ।
ଏହା ବ୍ୟତୀତ ରାଜଶ୍ରୀ ପ୍ରଡକଶନସ୍ ଦ୍ୱାରା ନିର୍ମିତ ଫିଲ୍ମ ‘ଉଁଚାଇ’ରେ ଡ୍ୟାନି ଡେନଜୋଗପା, ନିନା ଗୁପ୍ତା, ପରିଣିତି ଚୋପ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ନଭେମ୍ବର ୧୧ରେ ଏହା ରିଲିଜ୍ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?