ବିଗ୍ବସ୍ରେ ଏଣ୍ଟ୍ରି କରିବେ ଅବ୍ଦୁଙ୍କ ଶତ୍ରୁ ହସବୁଲ୍ଲା
ବମ୍ବେ: ବିଗ୍ବସ୍ ୧୬ରେ ଲୋକପ୍ରିୟ ପ୍ରତିଯୋଗୀ ଭାବେ ଅବ୍ଦୂ ରୋଜିକ୍ଙ୍କୁ ନେଇ ଚାରିଆଡେ ଚର୍ଚ୍ଚା। ଉଚ୍ଚତାରେ ଛୋଟ ହେଲେ ହେଁ ସେ ବଡ଼ ବଡ଼ ସେଲିବ୍ରିଟିଙ୍କୁ କଡ଼ା ଟକ୍କର ଦେଉଛନ୍ତି। ପରିଣାମସ୍ବରୂପ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।…
ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା ଘଟଣା: ପୂର୍ବତନ ପ୍ରେମିକ ଗିରଫ
ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ରାହୁଲ ନଭଲାନୀଙ୍କୁ ଇନ୍ଦୋର ପୋଲିସ ଗିରଫ କରିଛି। ଇନ୍ଦୋର ପୋଲିସ ରାହୁଲ ଏବଂ ତାଙ୍କ ସ୍ତ୍ରୀ ଦିଶା ରାହୁଲ ଏବଂ ତାଙ୍କ ସ୍ତ୍ରୀ ଦିଶାଙ୍କ ଉପରେ ୫ ହଜାର ଟଙ୍କା…
ଭୟଙ୍କର ଭାବେ ଟ୍ରୋଲ ହେଉଛନ୍ତି ହ୍ରିତିକ୍…
ବମ୍ବେ: ଟ୍ରୋଲ ହେଉଛନ୍ତି ବଲିଉଡ୍ ଅଭିନେତା ହ୍ରିତିକ ରୋଶନ। ସେ ବି ନିଜର କେଶ ପାଇଁ। ୪୮ ବର୍ଷ ବୟସର ହୋଇଥିବା ହ୍ରିତିିକଙ୍କ କେଶ ଝଡ଼ିବା ଆରମ୍ଭ ହୋଇଛି। ଏଥିଲାଗି ତାଙ୍କୁ ପ୍ରଶଂସକ ଲଣ୍ଡା ବୋଲି କହି ଟ୍ରୋଲ କରୁଛନ୍ତି। ନିଜର…
ବ୍ରେକ୍ଅପ୍ ପରେ ଭାଙ୍ଗି ପଡ଼ିଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ବେଲି ଡ୍ୟାନ୍ସର ତଥା ଅଭିନେତ୍ରୀ ନୋରା ଫତେହି ଲୋକଙ୍କ ହୃଦୟରେ ରାଜ୍ କରନ୍ତି। ନୋରା ଖୁବ୍ କମ୍ ସମୟ ପାଇଁ ହେଲେ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, କିନ୍ତୁ ଏକ ସମୟରେ ସେ…
ଭେଡିୟାଁ ଟ୍ରେଲରରେ ଏମିତି ନଜର ଆସିଛନ୍ତି ବରୁଣ-କ୍ରିତି
ମୁମ୍ବାଇ: ବଲିଉଡ ଷ୍ଟାର ବରୁଣ ଧୱନ ଓ କ୍ରିତି ସାନନଙ୍କ ଅଭିନୀତ ମୁଭି ‘ଭେଡିୟାଁ’ର ଟ୍ରେଲର ଆଉଟ ହୋଇଛଇ । ଯେବେଠାରୁ ଏହି ମୁଭିରେ ବରୁଣଙ୍କ ଫାଷ୍ଟ ଲୁକ ଆଉଟ ହୋଇଥିଲା ସେବେଠାରୁ ଦର୍ଶକେ ଏହାର ଟ୍ରେଲରକୁ ଉତ୍ସୁକତାର ସହ ଅପେକ୍ଷା…
ସୁରଜ ବଡଜାତ୍ୟାଙ୍କ ସହ କାମ କରିବାକୁ ଚାହୁଁଛନ୍ତି ସଲମାନ
ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁ ଏବେ ଟେଲିଭିଜନ ରିୟଲଟି ଶୋ’ ବିଗ ବସ ୧୬ ସହ ତାଙ୍କ ଅପକମିଂ ମୁଭିକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । କିଛିଦିନ ତଳେ ସଲମାନ ମୁଭି ‘ଟାଇଗର ୩’ ଓ ‘କିସି କା ଭାଇ…
ବଲିଉଡ୍ରେ ୧୦ ବର୍ଷ ପୂରଣ କଲେ ଆଲିଆ
ଆଜିକାଲି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ କ୍ୟାରିୟରର ଶୀର୍ଷରେ ଅଛନ୍ତି। ଏହା ସହିତ ସେ ବ୍ୟକ୍ତିଗତ ଜୀବନରେ ଗର୍ଭଧାରଣ ପର୍ଯ୍ୟାୟ ଉପଭୋଗ କରୁଛନ୍ତି। ଆଲିଆ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ଦଶ ବର୍ଷ ପୂରଣ କରିଛନ୍ତି। ଅକ୍ଟୋବର ୧୯, ୨୦୧୨ରେ, ଆଲିଆ…
ଏହି ଦିନ ଓଟିଟିରେ ରିଲିଜ୍ ହେବ ‘ବ୍ରହ୍ମାସ୍ତ୍ର’
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍ ହେବା ପରେ ଚର୍ଚ୍ଚାରେ ରହିଛି। ଅଳ୍ପ ଦିନରେ ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରି ସୁପରହିଟ୍ ହୋଇଛି। ଏହାରି ମଧ୍ୟରେ ଫିଲ୍ମକୁ ନେଇ…
ଏନ୍ସିବି ଅଧିକାରୀଙ୍କ କାର୍ଯ୍ୟ ସନ୍ଦେହଜନକ ଥିଲା
ମୁମ୍ବାଇ,୧୯ା୧୦: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ ସମ୍ପୃକ୍ତ ଥିବା କ୍ରୁଜ୍ ଜାହାଜ ଡ୍ରାଗ୍ସ ଜବତ ମାମଲାର ତଦନ୍ତରେ ଅନେକ ଅନିୟମିତତା ହୋଇଥବା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡ଼ିଛି। ଏନ୍ସିବିର ୭-୮ ଜଣ…
ବିଜ୍ଞାପନରେ ଅକ୍ଷୟ ନଂ ୧
ମୁମ୍ବାଇ: ଖାଲି ଚଳଚ୍ଚିତ୍ର ନୁହେଁ, ବିଜ୍ଞାପନ ଜଗତରେ ଅକ୍ଷୟ କୁମାର ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଜୋତାଠାରୁ ଆରମ୍ଭ କରି ଗୁଟଖା ସବୁ ପ୍ରକାର ଆଡ୍ରେ ଏବେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି। ତେବେ ଟୋଟାଲ ଆଡ୍ରେସେବୁଲ୍ ମାର୍କେଟ୍ (ଟିଏଏମ୍)…
ଅକ୍ଷୟଙ୍କ ହାତରୁ ‘ତାରେ ଜମିନ୍ ପର୍’ ଫିଲ୍ମକୁ ଛଡ଼ାଇ ନେଇଥିଲେ ଆମିର୍
ବମ୍ବେ: ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମିର ଖାଁ ନିର୍ଦ୍ଦେଶକ ଭାବେ ‘ତାରେ ଜମିନ୍ ପର୍’ ଫିଲ୍ମରୁ ଡେବ୍ୟୁ କରିଥିଲେ। ୨୦୦୭ରେ ରିଲିଜ ହୋଇଥିବା ଏହି ଫିଲ୍ମ ଓସ୍କାର ଯାଇଥିବା ପ୍ରଥମ ଅଫିସିଆଲ୍ ଚଳଚ୍ଚିତ୍ର ପାଲଟିଥିଲା। ଏଥିରେ ଫିଲ୍ମନିର୍ମାତା ଅମୋଲ ଗୁପ୍ତେଙ୍କ କାମକୁ…
ଡେଲିଭରୀ ପାଇଁ ହସ୍ପିଟାଲ ବୁକ୍ କଲେ ଆଲିଆ-ରଣବୀର
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ପପୁଲାର ଷ୍ଟାର କପଲ ଆଲିଆ ଭଟ୍ଟ ଓ ରଣବୀର କପୁର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଦୁହେଁ ନିଜର ବ୍ୟକ୍ତିଗତ ଜୀବନ ହେଉ କି ପ୍ରୋଫେସ୍ନାଲ ବାବଦରେ ସବୁବେଳେ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି।…
Archives


