ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ନଭେମ୍ବର ୨ ସୁଦ୍ଧା ଫେରାଇବେ ଶାଶୁଘର ଚାବି
କଟକ ଅଫିସ,୨୮ା୧୦: ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍ଡିଜେଏମ୍…
ଫିଲ୍ମ ନିର୍ମାତା ଗିରଫ
ବଲିଉଡ୍ ନିର୍ମାତା କମଲ କିଶୋର ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ସ୍ତ୍ରୀଙ୍କୁ କାର୍ରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଅନ୍ଧେରି କୋର୍ଟରେ ହାଜର କରାଯିବ। ମୁମ୍ବାଇର ଆମ୍ବୋଲି ପୋଲିସ ଆଇପିସିର ଧାରା ୨୭୯ ଏବଂ ୩୩୮ ଅନୁଯାୟୀ ମିଶ୍ରଙ୍କ…
ଭିକ୍କିଙ୍କ ସହ ସାରା ନୁହେଁ ନଜର ଆସିବେ ଏହି ସାଉଥ ଅଭିନେତ୍ରୀ
ମୁମ୍ବାଇ: ବଲିଉଡରେ ଏବେକାର ଆଗଧାଡିର ନାୟିକା ସାରା ଅଲି ଖାଁ ଶେଷ ଥର ପାଇଁ ଫିଲ୍ମ ‘ଅତରଙ୍ଗି ରେ ‘ ଅକ୍ଷୟ କୁମାର ଓ ଧନୁଷଙ୍କ ସହ ନଜର ଆସିଥିଲେ । ଏବେ ଖବର ଆସିଛି କି ସାରାଙ୍କୁ ତାଙ୍କ ମଚ…
ଦୀପିକାଙ୍କ ଫଟୋ ଶୁଟ୍ କଲେ କ୍ୟାଟ୍ରିନା, ପ୍ରଶଂସକ କହିଲେ ଏମିତି…
ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ଜିମ୍ ସେଣ୍ଟରରେ ବ୍ୟାୟାମ କରୁଥିବା ଏକ ଭିଡିଓ ଶେୟାର କରିଛନ୍ତି। ଯାହାକୁ କ୍ୟାଟ୍ରିନା କୈଫ୍ ଶୁଟ୍ କରିଛନ୍ତି। ଦୀପିକାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା…
ବାପା ହେବେ ବାହୁବଳୀର ଭଲ୍ଲାଲଦେବ
ମୁମ୍ବାଇ: ଫିଲ୍ମ ବାହୁବଳୀରେ ଭଲ୍ଲାଲଦେବ ଭୂମିକାରେ ଅଭିନୟ କରିଥିବା ରାଣା ଦଗୁବତୀ ବାପା ହେବାକୁ ଯାଉଛନ୍ତି। ହେଲେ ଏହାକୁ ନେଇ ଅଭିନେତା ଏବଂ ତାଙ୍କ ସ୍ତ୍ରୀ ମିହିକା ବଜାଜଙ୍କ ତରଫରୁ ସେମିତି କିଛି ଅଫିସିଆଲ ଘୋଷଣା କରାଯାଇନାହିଁ। ସୂଚନାଯୋଗ୍ୟ, ଏହି ଦମ୍ପତି…
ଋଷି ସୁନକଙ୍କୁ ଭେଟିଲେ କନିକା କପୁର
ମୁମ୍ବାଇ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶେଷ ଭାବେ ଭାରତୀୟମାନେ ଋଷି ସୁନକଙ୍କୁ ନେଇ ଗର୍ବ କରିବା ସହ ଖୁବ୍ ଖୁସି ଅଛନ୍ତି ।…
ବିଜୟଙ୍କୁ ବିବାହିତ କହିଲେ ଜାହ୍ନବୀ!
ବମ୍ବେ: କହୁ କହୁ ବଡ଼ କଥା କହିଦେଲେ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର। ଏକଦା ନିଜର କ୍ରସ ବୋଲି ସେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାମ ନେଇଥିଲେ। ହେଲେ ଏବେ ସ୍ବୟମ୍ବର କଥା ପଡ଼ୁ ପଡ଼ୁ ତାଙ୍କୁ ବିବାହିତ ବୋଲି…
ଶର୍ଟଲେସ୍ ହେଲେ ଭାଇଜାନ
ସାରା ଦେଶରେ ଭାଇ ଦୁଜ୍ ଧୁମଧାମରେ ପାଳନ କରାଯାଇନ୍ତି। ମନୋରଞ୍ଜନ ଜଗତର ସେଲିବ୍ରିଟିମାନେ ମଧ୍ୟ ଏହି ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ବଲିଉଡ ଅଭିନେତା ସଲମାନ ଖାନ ମଧ୍ୟ ସୋସିଆଲ ମିଡିଆରେ ଭାଇ ଦୁଜ୍ ପାଇଁ ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା…
ଏହି ଖଳନାୟକଙ୍କ ଶହ ଶହ ଫଟୋ ପାଖରେ ରଖିଛନ୍ତି ବଲିଉଡ୍ର ଦୁଇ ବଡ଼ ଷ୍ଟାର
ମୁମ୍ବାଇ: ବଲିଉ୍ଡର ‘ବ୍ୟାଡମ୍ୟାନ୍’ ଭାବରେ ଜଣାଶୁଣା ଗୁଲ୍ଶନ ଗ୍ରୋଭର ୮୦-୯୦ ଦଶକର ସବୁଠାରୁ ବଡ଼ ଖଳନାୟକ ଭାବରେ ପରିଚିତ। ପ୍ରାୟ ୨ଦଶନ୍ଧି ଧରି ଫିଲ୍ମରେ ବ୍ୟାଡମ୍ୟାନ୍ ଚରିତ୍ରରେ ଅଭିନୟ କରିଥିବା ଗୁଲଶନ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ…
ସରୋଗେସି ନିୟମ ଭାଙ୍ଗିନାହାନ୍ତି ନୟନତାରା
ଚେନ୍ନାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ନୟନତାରା ଏବଂ ସ୍ବାମୀ ବିଘ୍ନେଶ ସରୋଗେସିର କୌଣସି ନିୟମ ଭଙ୍ଗ କରି ନାହାନ୍ତି ବୋଲି ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି। କିଛିଦିନ ପୂର୍ବେ ନୟନତାରା ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନ ଉୟିର ଓ…
ଅନ୍ୟ ମହିଳାଙ୍କ ସହ ଦେଖିନେଲେ ବୋଲି ସ୍ତ୍ରୀଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ! ଗାଡ଼ି ଚଢ଼ାଇଦେଲେ ପ୍ରଯୋଜକ
ବମ୍ବେ: ଅନ୍ୟ ଯୁବତୀଙ୍କ ସହ ରୋମାଣ୍ଟିକ୍ ହେଉଥିବା ବେଳେ ଦେଖିନେଲେ ବୋଲି ସ୍ତ୍ରୀଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିଛନ୍ତି ବଲିଉଡ୍ର ଜଣେ ପ୍ରଯୋଜକ। ସେ ହେଲେ କମଲ କିଶୋର ମିଶ୍ରା। ଏନେଇ ତାଙ୍କ ନାମରେ ମୁମ୍ବାଇର ଅମ୍ବୋଲି ପୋଲିସ ଷ୍ଟେଶନରେ…
ଅଭିଷେକଙ୍କ ସହ ଫଟୋ ଶେୟାର କରି ଏମିତି ଲେଖିଲେ ଭଉଣୀ
ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ନିକଟରେ ସେମାନଙ୍କ ବଙ୍ଗଳାରେ ଏକ ଗ୍ରାଣ୍ଡ ଦିଓ୍ବାଲୀ ପାର୍ଟି କରିଥିବା ଦେଖିବାକୁ ମିଳିଥିଲା। ଏହି ପାର୍ଟିରେ ବଲିଉଡ୍ର ଅଧିକାଂଶ ସେଲିବ୍ରିଟି ସାମିଲ ହୋଇଥିଲେ। ଏବେ ଏହି ବଙ୍ଗଳାରୁ ପୁଣି ଏକ…
Archives


