ସାହସୀ ଝିଅ ଶ୍ରଦ୍ଧା
ଶ୍ରଦ୍ଧା କପୁର ଖୁବ୍ଶିଘ୍ର ନିଜ ଆଗାମୀ ପ୍ରୋଜେକ୍ଟ୍ କାମ ଆରମ୍ଭ କରିବାକୁ ଯାଉଛନ୍ତି। ସେ କରିଥିବା ସବୁ ଫିଲ୍ମ ଆପେକ୍ଷା ଏହି ଫିଲ୍ମର କାହାଣୀ ସାଙ୍ଗକୁ ଶ୍ରଦ୍ଧା ଏକ ଭିନ୍ନ ଚରିତ୍ରରେ ନଜରକୁ ଆସିବେ। ଜମ୍ମୁ କଶ୍ମୀରର ସାହସୀ ଝିଅ ରୁଖସାର…
‘ଆର୍ଆର୍ଆର୍’ ପରେ ପାନ୍ ଇଣ୍ଡିଆ ଚଳଚ୍ଚିତ୍ରରେ ନଜର ଆସିବେ ରାମ ଚରଣ
ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କ ଫିଲ୍ମ ‘ଆର୍ଆର୍ଆର୍’ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି। ଏହି ଫିଲ୍ମର ସଫଳତା ପରେ ପ୍ରଶଂସକ ତାଙ୍କ ପରବର୍ତ୍ତୀ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଅଭିନେତା ତାଙ୍କର ପରବର୍ତ୍ତୀ ପାନ୍ ଇଣ୍ଡିଆ ଫିଲ୍ମ ଘୋଷଣା କରିଛନ୍ତି।…
ରେସ୍ତୋରାଁ ଖୋଲିଲେ ଶିଳ୍ପା
ମୁମ୍ବାଇ: ବଲିଉଡ କୁଇନ ଶିଳ୍ପା ସେଟ୍ଟି ଏବେ ମୁମ୍ବାଇରେ ଏକ ରେସ୍ତୋରାଁ ଖୋଲିଥିବା ଜଣାପଡିଛି । ସେ ବଲିଉଡର ଏମିତି ଜଣେ କଳାକାର ଯିଏ ଅଭିନୟ ସହ କିଛି ବିଜନେସ ମଧ୍ୟ ସମ୍ଭାଳିଛନ୍ତି । କିଛି ବର୍ଷ ପୂର୍ବରୁ ଅଭିନେତ୍ରୀ ନିଜର…
ଫିଲ୍ମ‘ପଠାନ୍’ ପାଇଁ ଏତିକି କୋଟି ନେଇଛନ୍ତି ଶାହରୁଖ
ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ଫିଲ୍ମ‘ପଠାନ୍’ମାଧ୍ୟମରେ ୪ ବର୍ଷ ପରେ ବଡ ପରଦାରେ ଫେରିବାକୁ ଯାଉଛନ୍ତି। ତେବେ ଶାହରୁଖଙ୍କ ଜନ୍ମଦିନ ଅବସରରେ ‘ପଠାନ୍’ ର ଟିଜର ରିଲିଜ୍ ହୋଇଥିଲା। ଯାହାକୁ ଦେଖିବା ପରେ ଦର୍ଶକ ମଧ୍ୟରେ ଉତ୍ସାହ ବହୁତ ବୃଦ୍ଧି ପାଇଛି।…
ବିପାଶାଙ୍କୁ ଉପହାର ପଠାଇଲେ ସୋନମ
ମୁମ୍ବାଇ: ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ନଭେମ୍ବର ୧୨ରେ ଏକ କନ୍ୟା ସନ୍ତାନର ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବିବାହର ୬ ବର୍ଷ ପରେ ଏହି କପଲ ଝିଅ ଦେବୀଙ୍କୁ ଘରକୁ ସ୍ବାଗତ କରିଥିଲେ। ଦୁହିଁଙ୍କୁ…
‘ଝଲକ ଦିଖଲା ଜା ୧୦’ର ୱିନର ହେଲେ ଗୁଞ୍ଜନ ସିହ୍ନା-ତେଜସ ବର୍ମା
ମୁମ୍ବାଇ: ଶେଷ ହେଲା ପ୍ରତିକ୍ଷା । ଶେଷରେ ୮ ବର୍ଷର ଗୁଞ୍ଜନ ସିହ୍ନା ଓ ୧୨ ବର୍ଷର ତେଜସ ବର୍ମା ଡ୍ୟାନ୍ସ ରିୟଲିଟି ଶୋ’ ‘ଝଲକ ଦିଖଲା ଜା ୧୦’ର ୱିନର ହୋଇଛନ୍ତି । ପୂର୍ବରୁ ଏମାନଙ୍କ ବିଜୟକୁ ନେଇ ସୋସିଆଲ…
ଆର୍ୟନଙ୍କ ସହ ନଜର ଆସିଲେ ଅନନ୍ୟା
ମୁମ୍ବାଇ: ଆର୍ୟନ ଖାନ୍ଙ୍କୁ ତାଙ୍କର ଜଣେ ବନ୍ଧୁଙ୍କ ଘର ବାହାରେ ଦେଖିବାକୁ ମିଳିଛି। ବିଶେଷ କଥା ହେଉଛି ତାଙ୍କ ସହ ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଶାହରୁଖଙ୍କ ପୁଅ ଆର୍ୟନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଡ୍ରଗ୍ସ ମାମଲାରେ ସେ…
ବ୍ୟାଚେଲର ପାର୍ଟି ଦେଲେ ହଂସିକା ମୋଟୱାନି
ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟୱାନୀ ଏବେ ନିଜ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଡିସେମ୍ବର ୪ରେ ସେ ସୋହେଲ କଥୁରିୟାଙ୍କୁ ବିବାହ କରିବାକୁ ଯାଉଛନ୍ତି । ପ୍ରି ୱେଡିଂ ଫଙ୍କସନ ଏବେ ଯୋରସୋରରେ ଚାଲିଛି । ହଂସିକା ବିବାହକୁ ନେଇ…
ରାଜା ହିନ୍ଦୁସ୍ତାନୀ’ରେ ଛୋଟ କରାଯାଇଥିଲା ଆମିର-କରିସ୍ମାଙ୍କ ଚୁମ୍ବନ ଦୃଶ୍ୟ
ବମ୍ବେ: ଆମିର ଖାନ୍ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୁରିଛି ପଚିଶ ବର୍ଷ। ୧୯୯୬ ମସିହା ନଭେମ୍ବର ୬ ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ। ସେତେବେଳେ ଏହା ବକ୍ସ ଅଫିସରେ ହିଟ୍ ହେବା ସହ ଏକାଧିକ ରେକର୍ଡ କରିଥିଲା। ବିଶେଷକରି ଆମିର…
କପିଲଙ୍କ ଶୋ’କୁ ଆସିବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍; କୁହନ୍ତି ଏପରି..
ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ଲୋକେ କପିଲଙ୍କ ଶୋ’କୁ ଯାଇଥାନ୍ତି। କେହି ନିଜର କାମର ପ୍ରମୋଶନ କରନ୍ତି…
ପୁଣି ହୃଦୟ ଜିତିଲେ ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଅଭିନୟ ବ୍ୟତୀତ ଦେଶ ବିଦେଶର କିଛି ପ୍ରସଙ୍ଗକୁ ନେଇ ବି ସେ ନିଜର ରାୟ ଦେଇଥାଆନ୍ତି । ତେବେ ୨୦୦୮ରେ ୨୬/୧୧ ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା…
ଏହି ବ୍ୟକ୍ତିଙ୍କୁ ଦେଖି ପ୍ରବଳ ସୁନା ପିନ୍ଧୁଥିଲେ ବାପି ଲାହିରି
ବଲିଉଡ ଗାୟକ ତଥା କମ୍ପୋଜର ବାପି ଲାହିରିଙ୍କ ଆଜି ୭୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ଯଦିଓ ସେ ଏବେ ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କ ଗୀତଗୁଡିକ ଆଜି ଚିରସବୁଜ ହୋଇ ରହିଛି। ସେ ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି…

