Advertisement

ଭ୍ୟାକେଶନରେ ପିସି

ମୁମ୍ବାଇ: ପାୱାର କପୁଲ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ନିଜ ବିଜି ସିଡ୍ୟୁଲରୁ ସମୟ ବାହାର କରି ନିଜ ଝିଅ ସହ ଟାଇମ ସ୍ପେଣ୍ଡ କରିବାକୁ ପସନ୍ଦ କରିନ୍ତ । ଫ୍ୟାମିଲି ଆଉଟିଂରୁ ଡିନର ଡେଟ ପର୍ଯ୍ୟନ୍ତ କପଲ ନୂଆ ମାତାପିତା ଭାବେ ସବୁଠାରୁ ବେଷ୍ଟ କାମ କରୁଛନ୍ତି । ବଲିଉଡ ଦିଭା ଯିଏ ଏବେ ଗ୍ଲୋବାଲ ସୁପରଷ୍ଟାର ହୋଇଯାଇଛନ୍ତି ସେ ସୋସିଆଲ ମିଡିଆରେ ଲଗାତାର ତାଙ୍କ ପର୍ସନାଲ ଓ ପ୍ରଫେସନାଲ ଲାଇଫ ସହ ଜଡିତ ଅପଡେଟ୍ସ ଶେୟାର କରିଥାଆନ୍ତି । ନିକଟରେ ଅଭିନେତ୍ରୀ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଶେୟାର କରିଛନ୍ତି । ଯେଉଁଥିରେ ପିସି ତାଙ୍କ ଝିଅ ମାଳତିଙ୍କ ସହ ନଜର ଆସିଛନ୍ତି ।
ପ୍ରିୟଙ୍କା ଝିଅ ମାଳତି ସହ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଖୁବ ସୁନ୍ଦର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋ ଶେୟାର କରି ସେ ଲେଖିଛନ୍ତି’ ଅଫ୍ ଉଇ ଗୋ…’ । ଆକ୍ଟ୍ରେସଙ୍କ ଫଟୋ ଦେଖି ଲାଗୁଛି ସେ ତାଙ୍କ ଝିଅ ସହ ଭ୍ୟାକେଶନ ମନାଇବାକୁ କେଉଁଠିକୁ ଯାଉଛନ୍ତି । ଫଟୋରେ ପିସି ସମ୍ପୂର୍ଣ୍ଣ ବ୍ଲାକ କଲର ଡ୍ରେସରେ ନଜର ଆସିଥିବା ବେଳେ ଝିଅ ମାଳତିକୁ ଧରି ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୧ରେ ଆସିବ ‘କାଥୁଭାକୁଲା ରେଣ୍ଡୁ କାଧଲ’ର ଟିଜର୍‌

ନିର୍ଦ୍ଦେଶକ ଭିଗ୍ନେଶ ଶିବନ ସୋସିଆଲ ମିଡିଆରେ ନେଇ ନିଶ୍ଚିତ କରିଛନ୍ତି ଯେ, ତାଙ୍କର ଆଗାମୀ ଫିଲ୍ମ ‘କାଥୁଭାକୁଲା ରେଣ୍ଡୁ କାଧଲ’ କେବଳ ପ୍ରେକ୍ଷାଳୟରେ ଏପ୍ରିଲରେ ମୁକ୍ତିଲାଭ...

୯ ବର୍ଷ ଡେଟିଂ ପରେ ବାଲ୍ୟ ବାନ୍ଧବୀଙ୍କୁ ବିବାହ କରିଥିଲେ ଇମ୍ରାନ…

ମୁମ୍ବାଇ,୧୩।୧: ବଲିଉଡ୍‌ ଷ୍ଟାର ଇମ୍ରାନ୍‌ ଖାଁଙ୍କୁ ବୁଧବାର ୩୭ ବର୍ଷ ପୂରଣ ହୋଇଛି। ସେ ୩୮ ବର୍ଷରେ ପାଦ ଦେଇଛନ୍ତି। ୧୯୮୩ ଜାନୁୟାରୀ ୧୩ରେ ଆମେରିକା...

‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କ ଲୁକ୍ସକୁ ପସନ୍ଦ କରୁଛନ୍ତି ଦର୍ଶକେ

ମୁମ୍ବାଇ,୧୦।୩: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ୬୯ ବର୍ଷ ବୟସରେ ବି ପ୍ରଶଂସକଙ୍କ ମନରେ ଘର କରି ରହିଛନ୍ତି। ଏବେବି ଦର୍ଶକେ ତାଙ୍କୁ ସେହି ସୁପରଷ୍ଟାର ବୋଲି...

କରନ ଦେଓଲଙ୍କ ଅଭିନୀତ ଫିଲ୍ମର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଅଭିନିତ ଫିଲ୍ମ ‘ପଲ ପଲ ଦିଲ୍‌ କେ ପାସ’ର ଟିଜର ରିଲିଜ୍‌ ହୋଇଛି। ଏହା...

କେବେ କରୁଥିଲେ ଡେଟ୍‌, ଏବେ ପରସ୍ପରର…

ବମ୍ବେ: ପ୍ରେମରେ ଭଟ୍ଟା ପଡ଼ିଲେ ସମ୍ପର୍କ ତୁଟିଯାଏ। ହେଲେ ବଲିଉଡ୍‌ରେ ଏଭଳି ଅନେକେ କଳାକାର ଅଛନ୍ତି ଯେଉଁମାନେ ପ୍ରେମ ସମ୍ପର୍କ ତୁଟିବା ପରେ ବି ଭଲ...

୧୦ ବର୍ଷ ପରେ ମା’ଙ୍କ ହସ ଦେଖିଥିଲି: ସାରା

ବମ୍ବେ: ବୟସରେ କମ୍‌ ହୋଇଥିବା ସତ୍ତ୍ୱେ ସୈଫ ଅଲ୍ଲୀ ଖାନ୍‌ଙ୍କ ହାତ ଧରିଥିଲେ ଅଭିନେତ୍ରୀ ଅମୃତା ସିଂହ। ହେଲେ ପରେ ଉଭୟ ଅଲଗା ହୋଇଯାଇଥିଲେ। ଏବେ...

ରୋଷେଇ ଶିଖୁଛନ୍ତି ସୋନାକ୍ଷୀ

ବସିବାଠାରୁ କାଶିବା ଭଲ। ଦେଖୁନାହାନ୍ତି, ସେ ସାଇନ୍‌ କରିଥିବା ଫିଲ୍ମର ଶୁଟିଂ ଆରମ୍ଭ ହୋଇନାହିଁ। ତେଣୁ ଘରେ ବସି ରହିବା ଅପେକ୍ଷା ସେ ଗୋଟିଏ କାମରେ...

ପାଣି ଟିକକ ପାଇଁ ହାତୀ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week