ଫିଫା ୱାର୍ଲଡ କପ ୨୦୨୨: ଟ୍ରଫି ଅନାବରଣରେ ଗର୍ଜିୟସ ଲୁକରେ ନଜର ଆସିଲେ ଦୀପିକା

ମୁମ୍ବାଇ: ସାରା ବିଶ୍ୱରେ ଏବେ ଫିଫା ୱାର୍ଲଡ କପ ୨୦୨୨ର ଧୁମ ଚାଲିଛି । ଏହି ଟ୍ରଫିରେ ଭାରତର ଯୋଗଦାନ ବି ଯୋଡି ହୋଇଯାଇଛି । କାରଣ ଏଥିପାଇଁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଟ୍ରଫି ଅନାବରଣ କରିଥିଲେ । ସୋସିଆଲ ମିଡିଆରେ ଫିଫା ୱାର୍ଲଡ କପ ଟ୍ରଫି ଅନାବରଣ କରୁଥିବା ବେଳେ ଦୀପିକାଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଏଥିରେ ଅଭିନେତ୍ରୀ ଖୁବ ଗର୍ଜିୟସ ଲାଗୁଛନ୍ତି ।
ଦୀପିକା ପୂର୍ବତନ ସ୍ପେନିସ ଗୋଲକିପର ଇକେର କାସିଲାସଙ୍କ ସହ ଟ୍ରଫି ଉପରୁ ପରଦା ଉଠାଇଥିଲେ । ଏହି ସମୟରେ ଅଡିଏନ୍ସ ତାଳିମାରି ଚିୟର୍ସ କରିଥିଲେ । ଫିଫା ୱାର୍ଲଡ କପରେ ପହଞ୍ଚିଥିବା ଦୀପିକାଙ୍କ ଲୁକକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ସେଠାରେ ସେ ହ୍ୱାଇଟ କଲର ଶର୍ଟ ଉପରେ ଗୋଲଡେନ ଜ୍ୟାକେଟ ପିନ୍ଧିଥିବା ନଜର ଆସିଛି ।
ଏହି କ୍ଲାସି ଲୁକରେ ଦୀପିକା ପୁଣିଥରେ ତାଙ୍କ ଫ୍ୟାନ୍ସଙ୍କୁ ଇମ୍ପ୍ରେସ କରିଛନ୍ତି । ଏହାସହ ତାଙ୍କର ମିଲିୟନ ଡଲାରର ସ୍ମାଇଲ ଏହି ଲୁକରେ ଚାର ଚାନ୍ଦ ଲଗାଇ ଦେଇଛି । ଗୋଟିଏ ଫଟୋରେ ଦୀପିକା ଟ୍ରଫିକୁ ଖୁବ୍ ଧ୍ୟାନରେ ଦେଖୁଛନ୍ତି । ତେବେ ଟ୍ରଫି ଅନାବରଣ ସମୟରେ ସେ ସମସ୍ତ ଫୁଟବଲ ଫ୍ୟାନ୍ସଙ୍କୁ ଚିୟର କରିଛନ୍ତି ।

ଏହି ଟ୍ରଫି ରିଭିଲ କରି ଦୀପିକା ତାଙ୍କ ନାଁରେ ଆଉ ଏକ ଆଚିଭମେଣ୍ଟ ଯୋଡି ଦେଇଛନ୍ତି । ଏହାସହ ଫିଫା ଟ୍ରଫି ରିଭିଲ କରିବାରେ ସେ ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri