ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ଭାଣିଜୀ

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଦବଙ୍ଗ ଖାଁ ସଲମାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ। ଏଥିଲାଗି ସେ ନିର୍ଦ୍ଦେଶକ ବିକାଶ ବହଲଙ୍କ ଫିଲ୍ମକୁ ବାଛିଛନ୍ତି। ଫିଲ୍ମଟି ଏକ ଫ୍ରେଞ୍ଚ ଚଳଚ୍ଚିତ୍ରର ରିମେକ୍‌ ହେବ। ବିକାଶ ଫିଲ୍ମର ସ୍କ୍ରିପ୍ଟ ପୂରଣ କରିସାରିଥିବା ବେଳେ ଆସନ୍ତା ବର୍ଷରୁ ଏହାର ଶୁଟିଂ ଆରମ୍ଭ ହେବ।

ରିପୋର୍ଟ ମୁତାବକ, ୨୦୧୪ରେ ଆସିଥିବା ଫ୍ରେଞ୍ଚ-ବେଲଜିନ୍‌ ଫିଲ୍ମ ‘ଲା ଫାମିଲି ବେଲିୟର’ର ହିନ୍ଦୀ ରିମେକ କରିବେ ବିକାଶ। ଏହା କ କମେଡି ଡ୍ରାମା ଫିଲ୍ମ। ଦୀର୍ଘ ୬ ବର୍ଷ ଧରି ବିକାଶ ଫିଲ୍ମ ଲାଗି ପ୍ରସ୍ତୁତି କରି ଆସୁଥିଲେ। ଏବେ ସେ ସେଥିରେ କିଛି ପରିବର୍ତ୍ତନ କରିଛନ୍ତି। ଶୁଣି ପାରୁ ନ ଥିବା ଏକ ପରିବାରରେ ଏକମାତ୍ର ଶୁଣିପାରୁଥିବା ୧୬ ବର୍ଷୀୟା ଯୁବତୀ ଚରିତ୍ରରେ ଅଲିଜେହ ନଜର ଆସିବେ।

ଅଲିଜେହ ଏବେ ୨୨ ବର୍ଷର। ସେ ସଲମାନଙ୍କ ବଡ ଭଉଣୀ ଅଲବୀରା ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କ ଝିଅ। ଅତୁଲ ମଧ୍ୟ ବଲିଉଡରେ ଲୋକପ୍ରିୟ ଅଭିନେତା ଭାବେ ଜଣାଶୁଣା। ଅଲବୀରା ଜଣେ ଫିଲ୍ମ ପ୍ରଯୋଜକ ସହ ଫ୍ୟାଶନ ଡିଜାଇନର ମଧ୍ୟ। ଏଭଳି ସ୍ଥିତିରେ ଅଲିଜେହଙ୍କ ବଲିଉଡ୍‌ରେ ପାଦ ରଖିବାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାଧୁରୀ

ମୁମ୍ବାଇ: କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୮୩ ବର୍ଷିୟ...

ବଡ଼ ବଜେଟ୍‌ରେ ପ୍ରସ୍ତୁତ ହେବ ‘ପୁଷ୍ପା ପାର୍ଟ-୨’

ସାଉଥ୍‌ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ‘ପୁଷ୍ପା: ଦ ରାଇଜ୍‌’ ରେକର୍ଡ କରିବା ପରେ ଏବେ ଦୁହିଁଙ୍କ ଆଉ ଏକ ଅପକମିଙ୍ଗ୍‌...

ହସ୍ପିଟାଲରୁ ପ୍ରଥମ ଫଟୋ ଶେୟାର କଲେ କମେଡି କୁଇନ୍‌

ମୁମ୍ବାଇ: ମା’ ହେବା ଜୀବନର ସବୁଠାରୁ ବିଶେଷ ଅନୁଭବ। ୯ ମାସ ପର୍ଯ୍ୟନ୍ତ ଶିଶୁକୁ ଗର୍ଭରେ ଧାରଣ କରି ଯେତେବେଳେ ମା’ ନିଜ ସନ୍ତାନକୁ ଜନ୍ମ...

ଆକ୍ସନ ଫିଲ୍ମ ଆଶାରେ ଅନନ୍ୟା

ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ଅନନ୍ୟା ପଣ୍ଡେ। ଇତିମଧ୍ୟରେ ସେ ‘ପତି ପତ୍ନି ଓ୍ବର ଓ୍ବ’ ରେ...

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ...

ହାଲୱା- ଲଡୁ ସହ ପ୍ରଶଂସକ ତୁଳନା କଲେ ଦୀପିକା-ରଣବୀରଙ୍କୁ

ମୁମ୍ବାଇ: ବଲିଉଡ୍‌ର ଚାର୍ମିଂ କପୁଲ ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି...

ମା’ଙ୍କ ଜନ୍ମଦିନରେ ଦାମୀ କାର୍‌ ଉପହାର ଦେଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ପପୁଲାର୍‌ ହିରୋ କାର୍ତ୍ତିକ ଆର୍ୟନ୍‌ଙ୍କୁ ନେଇ ଆଜିକାଲି ଖୁବ୍‌ ଚର୍ଚ୍ଚା। ଅଳ୍ପ ଦିନର ବଲିଉଡ୍‌ କ୍ୟାରିୟର୍‌ ଭିତରେ ସେ ବେଶ୍‌ ଲୋକପ୍ରିୟତା...

ବାପାଙ୍କୁ ହରାଇଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ ଅଭିନେତା ରାମ କପୁରଙ୍କ ପିତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪...

Advertisement
Archives

Model This Week