ମନୋରଞ୍ଜନ

ଭାଇଜାନଙ୍କ ବାର୍ଥ୍‌ ଡେ’ ପାର୍ଟିରେ ଶାହରୁଖ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନ୍‌ ଆଜି ତାଙ୍କର୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବି-ଟାଇନ୍‌ର ସେଲିବ୍ରେଟିମାନେ ସଲମାନଙ୍କ ବାର୍ଥ୍‌ ଡେ ପାର୍ଟିରେ ସାମିଲ ହୋଇଥିବା ନଜର ଆସିଛନ୍ତି। ଗତକାଲି ରାତିରେ ସେ ତାଙ୍କ ଜନ୍ମଦିନ ଭଉଣୀ ଅର୍ପିତା…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଭେଡିୟା’

ମୁମ୍ବାଇ: କରୋନା ସମୟରେ ଓଟିଟି ପ୍ଲାଟଫର୍ମର କ୍ରେଜ୍‌ ଲୋକମାନଙ୍କ ମଧ୍ୟରେ ଥିଲା। ପ୍ରେକ୍ଷାଳୟ ସହିତ, ଲୋକମାନେ ଓଟିଟିରେ ଚଳଚ୍ଚିତ୍ର ଏବଂ ୱେବ ସିରିଜ ଦେଖିବାକୁ ପସନ୍ଦ କରନ୍ତି। ଏହି ବର୍ଷ ସାରା ଓଟିଟି ପ୍ଲାଟଫର୍ମରେ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଏବଂ ୱେବ…

ଆଜି ହେବ ତୁନିଶାଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତୁନିଶା ଅଲି ବାବା: ଦସ୍ତାନ-ଇ-କାବୁଲ’ର ସେଟରେ ୨୪ ଡିସେମ୍ବରରେ ଆତ୍ମହତ୍ୟା କରି୍‌ଥିଲେ। ତେବେ ତାଙ୍କ ପୂର୍ବତନ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ…

ପୁଣି ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ପ୍ରେମରେ ପଡିଛନ୍ତି କି ସଲମାନ

ବଲିଉଡ ସୁପରଷ୍ଟାର ସଲମାନ ଖାନ ୫୭ ବର୍ଷରେ ପାଦ ଥାପିଛନ୍ତି। ସଲମାନଙ୍କ ଜନ୍ମଦିନ ଅବସରରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଛି। ଏଥିରେ ବଲିଉଡର ସମସ୍ତ ଚଳଚ୍ଚିତ୍ର ତାରକା ଅଂଶଗ୍ରହଣ କରିଥିଲେ। ସଲମାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ସଙ୍ଗୀତା ବିଜଲାନି…

ସୁଶାନ୍ତଙ୍କ ହତ୍ୟା ମାମଲାକୁ ନେଇ ପୋଷ୍ଟମର୍ଟମ କର୍ମଚାରୀଙ୍କ ବଡ଼ ଖୁଲାସା…

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗିରହିଥିବା ବେଳେ ମୃତ୍ୟୁର ଦୁଇ ବର୍ଷ ପରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତଦେହ ପୋଷ୍ଟମର୍ଟମ ପରିଚାଳନା କରିଥିବା କର୍ମଚାରୀ ଅଭିନେତାଙ୍କ ମୃତ୍ୟୁକୁ ନେଇ…

ଚକଦା ଏପ୍ସପ୍ରେସର ଶୁଟିଂ ଶେଷ

ମୁମ୍ବାଇ: ବଲିଉଡ କୁଇନ ଅନୁଷ୍କା ଶର୍ମା ବେଶ କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି । ହେଲେ ପୁଣିଥରେ ସେ ‘ଚକଦା ଏକ୍ସପ୍ରେସ୍‌’ ମାଧ୍ୟମରେ ବଡ ପରଦାକୁ ପୁଣିଥରେ ଫେରୁଛନ୍ତି । ଏହାର ଶୁଟିଂ ସୋମବାର ଶେଷ ହୋଇଛି ।…

ନ୍ୟୁୟର ସେଲିବ୍ରେଶନ ପାଇଁ ନ୍ୟୁୟର୍କରେ ପହଞ୍ଚିଲେ ଏନ୍‌ଟିଆର

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଆଜିକାଲି ନ୍ୟୁୟର୍କରେ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଛୁଟି ଉପଭୋଗ କରୁଛନ୍ତି। ଏହି ସମୟରେ ସେ କିଛି ଭାରତୀୟ ଖାଦ୍ୟ ଉପଭୋଗ କରିବା ପରେ ନ୍ୟୁୟର୍କ ସହରର ଏକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ଏକ…

ସିଜାନ ମହମ୍ମଦଙ୍କୁ କଠୋର ଦଣ୍ଡ ଦିଆଯାଉ: ତୁନିଶାଙ୍କ ମା’

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଖବରରେ ଟେଲି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଇତି ମଧ୍ୟରେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତୁନିଶାଙ୍କ ମା’। ତୁନିଶାଙ୍କ ପୂର୍ବତନ…

ଶୁଟିଂ ସମୟରେ ଅସୁସ୍ଥ ହେଲେ ବିଗ୍‌ ବସ୍‌ ଫେମ୍‌ ହିମାଂଶି

ମୁମ୍ବାଇ: ଟେଲିଭିଜନ୍‌ର ପପୁଲାର ଶୋ’ ବିଗ୍‌ ବସ୍‌-୧୩ରୁ ବେଶ୍‌ ଲୋକପ୍ରିୟ ହୋଇଥିବା ପଞ୍ଜାବୀ ଅଭିନେତ୍ରୀ ହିମାଂଶି ଖୁରାନାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହିମାଂଶିଙ୍କୁ ରୋମାନିଆର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ଜ୍ୱର ଏବଂ ନାକରୁ ରକ୍ତ…

ରିଲିଜର ଦୁଇ ସପ୍ତାହ ପରେ ବି କମିନି କ୍ରେଜ୍‌, ଭାରତରେ ୨୫୦ କୋଟି ବ୍ୟବସାୟ କଲାଣି ‘ଅବତାର ୨’ !

ବମ୍ବେ: ରିଲିଜ ହେବାର ଦୁଇ ସପ୍ତାହ ବିତିଥିଲେ ହେଁ ଭଲ ବ୍ୟବସାୟ କରୁଛି ହଲିଉଡ ଫିଲ୍ମ ‘ଅବତାର: ଦ ଓ୍ବେ ଅଫ୍‌ ଓ୍ବାଟର’। କାହାଣୀର ପୃଷ୍ଠଭୂମୀ ରୋମାଞ୍ଚକର ହୋଇଥିବାରୁ ସିନେମାଘରଗୁଡ଼ିକରେ ଦର୍ଶକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ରବିବାର ଫିଲ୍ମଟି ୨୫-୨୬…

ତୁନିଶାଙ୍କ ମୃତ୍ୟୁ ପରେ ଶୁଟିଂସେଟ୍‌ରେ ବଢୁଛି ଭୟ

ମୁମ୍ବାଇ: ୨୦ ବର୍ଷ ବୟସରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ଅଭିନେତ୍ରୀ କିପରି ଏପରି ଭୟଙ୍କର ପଦକ୍ଷେପ ନେଲେ ତାହା କେହି ବୁଝି ପାରୁନାହାନ୍ତି। ତେବେ ଇଣ୍ଡଷ୍ଟ୍ରିରେ ଏହା ପ୍ରଥମ ଘଟଣା…

ମୃତ୍ୟୁର ୧୫ ମିନିଟ୍‌ ପୂର୍ବରୁ ବୟଫ୍ରେଣ୍ଡଙ୍କ ସହ ଏକାଠି ଖାଇଥିଲେ ତୁନିଶା

ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଲୋକପ୍ରିୟ ଟିଭି ଶୋ’ ଅଲି ବାବା: ଦସ୍ତାନ-ଏ-କାବୁଲର ସେଟରେ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ସ୍ବର୍ଗତ ଅଭିନେତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କ ପ୍ରେମିକ ଶିଜାନ ଖାନଙ୍କ ବିରୋଧରେ ଆତ୍ମହତ୍ୟା କରିଥିବା ଅଭିଯୋଗ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?