ପନ୍ତଙ୍କ ପାଇଁ ମନ୍ଦିର ଗଲେ ଉର୍ବଶୀଙ୍କ ମା’!

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ପରେ ବର୍ତ୍ତମାନ ସେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ନିକଟରେ ଅଭିନେତ୍ରୀ ଉର୍ବଶୀ ରୌତେଲା ପନ୍ତ ଆଡମିଟ୍‌ ହୋଇଥିବା ହସ୍ପିଟାଲର ଫଟୋ ଶେୟାର କରି ଚର୍ଚ୍ଚା ଭିତରକୁ ଆସିଥିଲେ। ଏବେ ଉର୍ବଶୀଙ୍କ ମା’ ମୀରା ରୌତେଲା ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଗୋଟିଏ ହେଲା କୋକିଳାବେନ୍‌ ହସ୍ପିଟାଲ, ଯେଉଁଠି ପନ୍ତ ଆଡମିଟ୍‌ ହୋଇଛନ୍ତି ଏବଂ ଦ୍ୱିତୀୟ ଫଟୋରେ ସେ ଏକ ମନ୍ଦିର ବାହାରେ ଠିଆ ହୋଇଛନ୍ତି। ଫଟୋ ଶେୟାର କରି ଉର୍ବସୀଙ୍କୁ ଟ୍ୟାଗ୍‌ କରି ସେ ଲେଖିଛନ୍ତି, ଚିନ୍ତା କର ନାହିଁ,ସବୁ କିଛି ଠିକ୍‌ ହୋଇଯିବ। ମୀରାଙ୍କର ଏହି ପୋଷ୍ଟକୁ ନେଇ ୟୁଜର୍ସ ଭାବୁଛନ୍ତି କି, ପନ୍ତଙ୍କ ଏଭଳି ଅବସ୍ଥାକୁ ନେଇ ଉବର୍ଶୀ ଚିନ୍ତାରେ ରହିଛନ୍ତି। ଅନ୍ୟପଟେ, ପନ୍ତଙ୍କ ପାଇଁ ମୀରା ମନ୍ଦିରକୁ ଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରୁ ପ୍ରଥମ ଫଟୋ ଶେୟାର କଲେ କମେଡି କୁଇନ୍‌

ମୁମ୍ବାଇ: ମା’ ହେବା ଜୀବନର ସବୁଠାରୁ ବିଶେଷ ଅନୁଭବ। ୯ ମାସ ପର୍ଯ୍ୟନ୍ତ ଶିଶୁକୁ ଗର୍ଭରେ ଧାରଣ କରି ଯେତେବେଳେ ମା’ ନିଜ ସନ୍ତାନକୁ ଜନ୍ମ...

ହୋମ ଆଇସୋଲେଶନରେ ଐଶ୍ଚର୍ଯ୍ୟା, ଆରାଧ୍ୟା

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ଚର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏହା ସହିତ ବଚ୍ଚନ ପରିବାରର...

ସିନେମା ଫ୍ଲପ୍‌ ନାୟିକା ହିଟ୍‌

ପରିଣିତି ଚୋପ୍ରା। ସ୍କୁଲ ହେଉ କି କଲେଜ କ୍ୟାରିୟରରେ ସେ ନିଜକୁ ଜଣେ ମେଧାବୀ ଛାତ୍ରୀ ଭାବରେ ପରିଚିତ କରାଇ ପାରିଥିଲେ। ତା’ ସହ ଶ୍ରେଷ୍ଠ...

ସୁଶାନ୍ତଙ୍କ ନାମରେ ନାମିତ ହେଲା ପାଟନାର ଏହି ଛକ

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏବେ ବି ପ୍ରଶଂସକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଅନେକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଗୋଟିଏ ପଟେ...

‘ବିବାହ ଉପରୁ ଭରସା ତୁଟି ଗଲାଣି’

ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍‌ ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ବୈବାହିକ ଜୀବନରେ ସଙ୍କଟ...

ବଲିଉଡ୍ ଅଭିନେତ୍ରୀଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହାନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ନିଜର କଠିନ ପରିଶ୍ରମ ଓ ଏକାଗ୍ରତା ପାଇଁ ସେ ଆଜି ବଲିଉଡରେ...

ଶେର୍ଲିନଙ୍କ ବିରୋଧରେ ମାମଲା ଦାୟର କଲେ ରାକ୍ଷୀ

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏବଂ ଶେର୍ଲିନ ଚୋପ୍ରାଙ୍କ ମଧ୍ୟରେ ସାଜିଦ୍‌ ଖାନ୍‌ଙ୍କୁ ନେଇ ଜୋରସୋର ଝଗଡ଼ା ହୋଇଛି। ଉଭୟ ପରସ୍ପରକୁ କଡ଼ା ଟାର୍ଗେଟ କରୁଛନ୍ତି।...

ରାସ୍ତାରେ ପୁଅମାନେ କମେଣ୍ଟ କଲେ ମା’ବାପାଙ୍କ ଉପରେ ରାଗୁଥିଲେ ଏହି ଅଭିନେତ୍ରୀ

୨୦୧୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲେଡିଜ୍‌ ଭର୍ସେଜ୍‌ ରିକି ବହଲ’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସାନ ଭଉଣୀ ପରିଣୀତି...

Advertisement
Archives

Model This Week