ମନୋରଞ୍ଜନ

ବୋଲ୍ଡ ଲୁକ୍‌ରେ ନୋରା

ମୁମ୍ବାଇ: ଅଭିନେତ୍ରୀ ନୋରା ଫତେହୀ ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଧଳା ରଙ୍ଗର ଏକ ଥାଇ ହାଇ ସ୍ଲିଟ୍‌ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ଏକ ବ୍ରାଲେଟ ମଧ୍ୟ ପିନ୍ଧିଛନ୍ତି। ମୋତିରେ…

ନୂଆବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଉପହାରରେ ବିଏମ୍‌ଡବ୍ଲ୍ୟୁ ଦେଲେ ଅଭିନେତା

ବମ୍ବେ: ନୂଆ ବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଖାସ୍‌ ଉପହାର ଦେଇଛନ୍ତି ଅଭିନେତା ଶୋଏବ ଇବ୍ରାହିମ୍‌। ସେଇଟି ହେଲା ଏକ ନୂଆ ବିଏମ୍‌ଡବ୍ଲୁ ଏକ୍ସ୭। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ଏନେଇ ଜଣାଇଛନ୍ତି। ଉଭୟଙ୍କ ଏକ ଫଟୋ ଶେୟାର କରି…

ଡାକ୍ତରଖାନାରେ ପନ୍ତଙ୍କୁ ଭେଟିଲେ ଅନିଲ କପୁର-ଅନୁପମ ଖେର

ଡେରାଡୁନ,୩୧।୧୨: ଭାରତୀୟ କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ଏହି କ୍ରମରେ ଅଭିନେତା ଅନିଲ କପୁର ଏବଂ ଅନୁପମ ଖେର ପ୍ରମୁଖ ଶନିବାର ଡାକ୍ତରଖାନା ଯାଇ କ୍ରିକେଟରଙ୍କୁ ଭେଟିଛନ୍ତି। ସେଠାରେ ସେ କ୍ରିକେଟରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା…

ଫେବୃୟାରୀରେ ବିବାହ କରିବେ କିଆରା-ସିଦ୍ଧାର୍ଥ!

ମୁମ୍ବାଇ: ବଲିଉଡ ସେଲିବ୍ରିଟି କିଆରା ଆଡଭାନି ଓ ସିଦ୍ଧାର୍ଥ ମାଲହୋତ୍ରା ଏବେ ବିବାହକୁ ନେଇ ଅଛନ୍ତି ଚର୍ଚ୍ଚାରେ । ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ଏମାନେ କୁଆଡେ ଫେବୃୟାରୀ ୨୦୨୩ରେ ବିବାହ କରିବେ । ୱେଡିଂ ଭେନ୍ୟୁରୁ ବିବାହ ତାରିଖ ପର୍ଯ୍ୟନ୍ତ…

୧୪ ଦିନିଆ ନ୍ୟାୟିକ ହେପାଜତରେ ଶିଜାନ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା କରିବା ପରେ ତାଙ୍କର କୋ-ଷ୍ଟାର ଶିଜାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । ଶନିବାର ତାଙ୍କର ପୋଲିସ କଷ୍ଟ୍ୟୁଡି ଶେଷ ହୋଇଛି । ଏହା ପୂର୍ବରୁ ପୋଲିସ ତାଙ୍କୁ ଭସଇ କୋର୍ଟରେ ହାଜର…

ପ୍ରସିଦ୍ଧ ଟିଭି ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ…

ଓ୍ବାଶିଂଟନ,୩୧।୧୨ : ଭେଟେରାନ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ ଘଟିଛି। ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରବରା ଆମେରିକୀୟ ଟେଲିଭିଜନରେ ପ୍ରମୁଖ ସାକ୍ଷାତକାରକାରୀ ଥିଲେ। ସୂଚନା ଅନୁଯାୟୀ, ପ୍ରସିଦ୍ଧ ମହିଳା ଟକ ଶୋ…

ସାନ୍ତନୁଙ୍କ ପାଇଁ ବଦଳିଗଲେ ଶ୍ରୁତି

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କ ପୁରୁଷ ବନ୍ଧୁ ସାନ୍ତନ୍ତୁ ହାଜାରିକାଙ୍କ ଯୋଡିକୁ ସଭିଏଁ ପସନ୍ଦ କରନ୍ତି। ତେବେ ଦୁହିଁଙ୍କ ସମ୍ପର୍କକୁ ଏହା ମଧ୍ୟରେ ୩ ବର୍ଷ ବିତି ଗଲାଣି। ନିକଟରେ ଶ୍ରୁତି ହାସନ ଏକ ଇଣ୍ଟରଭ୍ୟୁରେ ତାଙ୍କ ପୁରୁଷ…

ଦେଶରେ ବିବାଦ, ହେଲେ ଜର୍ମାନୀରେ ଆଡଭାନ୍ସ ବୁକିଂ ଖୋଲିବା ମାତ୍ରେ ସବୁ ଟିକେଟ ବିକ୍ରି

ବମ୍ବେ: ଆଜିକାଲି ଚର୍ଚ୍ଚାରେ ରହିଛି ବଲିଉଡ୍‌ ଅଭିନେତା ଶାହାରୁଖ ଖାଁ ଏବଂ ଦୀପିକା ପାଦ୍ୟୁକୋନ୍‌ ଅଭିନୀତ ଫିଲ୍ମ ‘ପଠାନ୍‌’। ବିଶେଷକରି ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏହାକୁ ନେଇ ଗୁରୁବାର ଫିଲ୍ମରେ ପରିବର୍ତ୍ତନ କରିବାର…

୧୦ ମିନିଟ୍‌ ଗାଇବା ଲାଗି ୧.୫ କୋଟି ପାଉଣା !

ବମ୍ବେ: ୧୦ ମିନିଟ୍‌କୁ ୧.୫ କୋଟି ଟଙ୍କା ପାଉଣା। ଖ୍ୟାତନାମା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଉତ୍ସବରେ ଗୀତ ଗାଇ ଏଭଳି ମୋଟା ଅଙ୍କର ପାଉଣା ନେଇଛନ୍ତି ଗାୟକ ମିକା ସିଂହ। ଏମିତିରେ ଗାୟକଙ୍କ ଚର୍ଚ୍ଚା ବଢ଼ିବାରେ…

ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ଉର୍ବଶୀ, ପୋଷ୍ଟ ଦେଖି ରାଗିଲେ ୟୁଜର୍ସ

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ଶୁକ୍ରବାର ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ତାଙ୍କ ମୁଣ୍ଡ, ଗୋଡ, ପିଠି ଆଦିରେ ଖୁବ ଜୋର ଆଘାତ ଲାଗିଛି । ତେବେ ତାଙ୍କ ଦୁର୍ଘଟଣା ଖବର ଶୁଣିବା ପରେ ପ୍ରଶଂସକମାନେ…

ଅଭିଯୁକ୍ତ ସିଜାନଙ୍କ ବଢିଲା ଅଡୁଆ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ସୁଇସାଇଡ ମାମଲାରେ ଅଭିଯୁକ୍ତ ଅଭିନେତା ସିଜାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । କୋର୍ଟ ସିଜାନଙ୍କ ପୋଲିସ କଷ୍ଟଡିକୁ ଆଉ ଗୋଟିଏ ଦିନ ବଢାଇ ଦେଇଛନ୍ତି । ତାଙ୍କ ପୋଲିସ କଷ୍ଟଡିକୁ ଶନିବାର ପର୍ଯ୍ୟନ୍ତ…

ପୁଣି ଟପ୍‌ଲେସ୍‌ ହେଲେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ତାଙ୍କର ବୋଲ୍ଡ ଡ୍ରେସିଂ ଇନ୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ତ କେବେ ସାଇକେଲ ଚେନ୍‌, କେବେ ମୋବାଇଲ ଚାର୍ଜରରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?