‘ଶେହଜାଦା’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ର ଟ୍ରେଲର ରିଲିଜ୍‌ ହୋଇଛି। କାର୍ତ୍ତିକ ଏବଂ କ୍ରିତି ସାନନଙ୍କ ଯୋଡିକୁ ପୁଣିଥରେ ଦର୍ଶକ ପରଦାରେ ଦେଖିବାକୁ ପାଇବେ। ଫିଲ୍ମକୁ ରୋହିତ ଧାୱନ ନିର୍ଦ୍ଦେଶନା ଦେଇଛନ୍ତି। ‘ଶେହଜାଦା’ ହେଉଛି ଅଲ୍ଲୁ ଅର୍ଜୁନଙ୍କ ‘ଅଲା ବୈକୁଣ୍ଠପୁରମୁଲୁ’ର ହିନ୍ଦୀ ରିମେକ୍‌। ତେବେ ‘ଶେହଜାଦା’ର ଟ୍ରେଲରଟି ଫୁଲ୍‌ ଆକ୍ସନ ପ୍ୟାକ ହୋଇଛି। କାର୍ତ୍ତିକ-କ୍ରିତିଙ୍କ କେମେଷ୍ଟ୍ରି ଖୁବ୍‌ ଜବରଦସ୍ତ ରହିଛି। ଫିଲ୍ମରେ ଆକ୍ସନ, କମେଡି ସହ ରୋମାନ୍ସ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଟାରୁ ଛଟେଇ ହେଲେ ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା, ନେଟଫ୍ଲିକ୍ସ ଶୋ’ରେ ଆସିଥିଲେ ନଜର

ନୂଆଦିଲ୍ଲୀ,୯ ।୧୨: ଏବେ ବଡ ବଡ କମ୍ପାନୀରେ ଛଟେଇ ଅଭିଯାନ ଚାଲିଛି । ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ବି ଏଥିରୁ ଗୋଟିଏ । ନିକଟରେ...

ୟଶଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ନୁସରତ

ମୁମ୍ବାଇ: ଟିଏମ୍‌ସି ନେତ୍ରୀ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ଆଜିକାଲି ପ୍ରତ୍ୟେକ କଥାରେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ନୁସରତ ୟଶ ଦାସଗୁପ୍ତାଙ୍କ ଜନ୍ମଦିନ ପାଳନ...

ଟ୍ରୋଲ ହେଲେ ନୋରା

ମୁମ୍ବାଇ: ନିଜର ଅଭିନୟ ପାଇଁ ସେ ଯେତିକି ଚର୍ଚ୍ଚାକୁ ଆସନ୍ତି ନାହିଁ ସେ ତାଙ୍କ ଡ୍ୟାନ୍ସରେ ସମସ୍ତଙ୍କୁ ଦିୱାନା କରନ୍ତି । ସୁଦୂର କାନାଡାରୁ ଆସି...

କେବିସି ଶୁଟିଂ ପାଇଁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ କପିଲ

ମୁମ୍ବାଇ,୧୦।୧୧: କୋନ ବନେଗା କରୋରପତି(କେବିସି)ର ୧୩ ତମ ସିଜନରେ ଆଗାମୀ ଶାନଦାର ଶୁକ୍ରବାର ଏପିଶୋଡ୍‌ରେ ଅତିଥି ଭାବେ ନଜର ଆସିବେ ଅଭିନେତା ସୋନୁ ସୁଦ ଓ...

ଚର୍ଚ୍ଚାରେ ସାଉଥ୍‌ ଅଭିନେତ୍ରୀଙ୍କ ବିବାହ; ପ୍ରଯୋଜକ ସ୍ବାମୀଙ୍କ ମୋଟାପଣକୁ ନେଇ…

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ପ୍ରଯୋଜକ ରବିନ୍ଦ୍ର ଚନ୍ଦ୍ରସେକରନଙ୍କ ବିବାହ ଏବେ ଚର୍ଚ୍ଚାରେ। ସେ ଗୁରୁବାର ଅଭିନେତ୍ରୀ ତଥା ଭିଜେ ମହାଲକ୍ଷ୍ମୀଙ୍କ ହାତ ଧରିଛନ୍ତି।...

ପୂର୍ବରୁ ବିଗ୍‌ ବିଙ୍କୁ ବି ଆସିଥିଲା ଏମିତି ଧମକ, ସୁରକ୍ଷାକୁ ବଢ଼ାଇଦେଇଥିଲା ପୋଲିସ

ଚଳଚ୍ଚିତ୍ର ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି...

ରାଗିଲେ ହେମା

ମୁମ୍ବାଇ,୧୮।୪: କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ କରୋନାକୁ ହରାଇବାକୁ ଅନେକ ଲୋକ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି...

‘ଫୁଲ ହାଉସ’ ଫେମ୍ କମେଡିଆନ୍ ବବ ସଗେଟଙ୍କ ପରଲୋକ: ସନ୍ଦିଗ୍ଧ ଅବସ୍ଥାରେ ହୋଟେଲରୁ ମିଳିଲା ମୃତଦେହ

ଫ୍ଲୋରିଡା,୧୦ ।୧: ଆମେରିକା ଟେଲିଭିଜନରେ ୯୦ ଦଶକରେ ପ୍ରସାରିତ କମେଡି ଶୋ’ ‘ଫୁଲ ହାଉସ’ରେ ଅଭିନୟ କରି ବିଶ୍ୱବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା...

Advertisement
Archives

Model This Week