ମନୋରଞ୍ଜନ

ବିବାହ ପାଇଁ ନିଜ ଧର୍ମ ଛାଡ଼ିଛନ୍ତି ଏସବୁ ଅଭିନେତ୍ରୀ

ମୁମ୍ବାଇ: କୁହାଯାଏ, ପ୍ରେମରେ ଜାତି, ଧର୍ମ, ବର୍ଣ୍ଣ ଦେଖାଯାଏ ନାହିଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଜଣାଶୁଣା ସେଲିବ୍ରିଟି ଅଛନ୍ତି, ଯେଉଁମାନେ ବାସ୍ତବ ଜୀବନରେ ଜାତି, ଧର୍ମ ନିର୍ବିଶେଷରେ ନିଜ ଜୀବନ ସାଥୀ ବାଛିଛନ୍ତି। ଏପରି କିଛି ବଲିଉଡ୍‌ ଅଭିନେତ୍ରୀଙ୍କ ବିଷୟରେ…

ବିବାହର ୧୮ ବର୍ଷ ପରେ ପ୍ୟାରେଣ୍ଟସ ହେଲେ ଏହି କପଲ

ମୁମ୍ବାଇ: ଶାହାରୁଖ ଖାଁ ଓ ମହିମା ଚୌଧୁରୀ ଷ୍ଟାରର ମୁଭି ‘ପରଦେଶ’ରେ ରାଜୀବ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଏବେ ପିତା ହୋଇଛନ୍ତି । ନିକଟରେ ଅଭିନେତା ତାଙ୍କ ଜନ୍ମଦିନରେ ଏହି ଖୁସି ଖବର ଦେଇଥିଲେ ।…

କରନ ଜୋହରଙ୍କ ବାୟୋପିକ୍‌ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ର ଶେଷ୍ଠ ନିର୍ଦ୍ଦେଶକମାନଙ୍କ ମଧ୍ୟରେ କରନ ଜୋହର ହେଉଛନ୍ତି ଅନ୍ୟତମ। କାରଣ ମାତ୍ର ୨୬ବର୍ଷ ବୟସରେ ସେ ଅଲ୍‌ ଟାଇମ୍‌ ବ୍ଲକ୍‌ବଷ୍ଟର ଫିଲ୍ମ ‘କୁଛ କୁଛ ହୋତା ହେ’ର ନିର୍ଦ୍ଦେଶନା ଦେଇଥିଲେ। ଏଥିସହ କରନଙ୍କୁ ବଲିଉଡ୍‌ର ଷ୍ଟାରକିଡ୍ସଙ୍କ ଗଡ୍‌ଫାଦର ବୋଲି…

‘ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ’: ରାଜାମୌଲି ଶ୍ରେଷ୍ଠ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୩।୧୨: ସୁପରହିଟ ଫିଲ୍ମ ଆରଆରଆର ପାଇଁ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କୁ ପୁରସ୍କାର ମିଳିଛି। ଆମେରିକାରେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ(ଏନ୍‌ଓ୍ବାଇଏଫ୍‌ସିସି)ରେ ରାଜାମୌଳିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ହେଉଛି ଆମେରିକାର ଫିଲ୍ମ କ୍ରିଟିକ୍ସର…

ଶାହରୁଖଙ୍କୁ ସାମ୍ନାରେ ଦେଖି ଭାବବିହ୍ବଳ ହୋଇଗଲେ ହଲିଉଡ ଅଭିନେତ୍ରୀ

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ଏବେ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ପଠାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଚାରି ବର୍ଷ ଧରି ଚଳଚ୍ଚିତ୍ରଠାରୁ ଦୂରରେ ରହିଥିଲେ ମଧ୍ୟ ପ୍ରସଂଶକ ତାଙ୍କୁ ଭୁଲି ନ ଥିଲେ। ଖୁବ୍‌ଶୀଘ୍ର ତାଙ୍କ ଫିଲ୍ମ‘ପଠାନ’ ରିଲିଜ୍‌ ହେବାକୁ ଯାଉଛି।…

ସୁସ୍ଥ ଅଛନ୍ତି ଜୁବିନ,ହସ୍ପିଟାଲରୁ ଶେୟାର କଲେ ଫଟୋ

ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଗୁରୁବାର ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘରର ଶିଢିରୁ ଖସି ଗାୟକଙ୍କ ହାତର କୋହୁଣୀ,ପାଟି ଏବଂ ମୁଣ୍ଡରେ ଜୋର୍‌ରେ ଆଘାତ ଲାଗିଛି। ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କ ଡାହାଣ…

ଶାହାରୁଖଙ୍କ ଇଚ୍ଛା

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ଏବେ ଖୁବ୍ ଚର୍ଚ୍ଚାରେ । ଗୋଟିଏ ପଟେ ତାଙ୍କ ଅଭିନୀତ ଫିଲ୍ମ ‘ପଠାନ’ ବିଭିନ୍ନ ଦେଶରେ ଶୁଟିଂ ଚାଲିଥିବା ବେଳେ ଏବେ ଏହି ଫିଲ୍ମକୁ ନେଇ ସେ ଅଛନ୍ତି ଚର୍ଚ୍ଚାରେ । ବଲିଉଡର ଏହି…

ସଲ୍‌ମାନ ଜଣେ ‘ୱମେନ ବିଟର୍‌’: ସୋମି

ମୁମ୍ବାଇ: ବିବାଦ ପାଇଁ ସବୁବେଳେ ଚର୍ଚ୍ଚିତ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌। ଅଦ୍ୟାବଧି ଅବିବାହିତ ଥିବା ଏହି ଖ୍ୟାତନାମା ଅଭିନେତାଙ୍କ ସହ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିନେତ୍ରୀଙ୍କ ନାମ ଯୋଡ଼ାହୋଇଛି। ହେଲେ ବିବାହ ବେଦି ଯାଏ ଆସୁ ଆସୁ ଏଭଳି…

ଜୁବିନ ନୌଟିଆଲ ଆହତ

ମୁମ୍ବାଇ,୨।୧୨: ଲୋକପ୍ରିୟ ପ୍ରଚ୍ଛଦପଟ୍ଟ ଗାୟକ ଜୁବିନ ନୌଟଆଲ ଗୁରୁବାର ଭୋର ସମୟରେ ବିଲ୍ଡିଂ ଶିଡ଼ିରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କ କହୁଣି ଭାଙ୍ଗିବା ସହ ପଞ୍ଜରା ହାଡ଼ରେ ଫାଟ ସୃଷ୍ଟି ହୋଇଛି। ଏଥିସହିତ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ…

ଦିବ୍ୟା ଭାରତୀଙ୍କ ଭଉଣୀ କାୟନାତ ଆରୋଡା, ଆଡଲ୍ଟ ଫିଲ୍ମରେ କରିଛନ୍ତି କାମ

ମୁମ୍ବାଇ: ବଲିଉଡର ୯୦ ଦଶକର ନାୟିକା ଦିବ୍ୟା ଭାରତୀଙ୍କୁ ଆଜିବି ମନେ ରଖିଛନ୍ତି ଦର୍ଶକେ । ଖୁବ କମ ସମୟ ମଧ୍ୟରେ ସେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ । ହେଲେ ତାଙ୍କର ଭିନ୍ନ ଅନ୍ଦାଜ ସାଙ୍ଗକୁ କ୍ୟୁଟନେସ ଫିଗର…

ଅସୁସ୍ଥ ଅଛନ୍ତି ଫତିମା

ମୁମ୍ବାଇ: ବଲିଉଡ ନାୟିକା ଫାତିମା ସନା ଶେଖ ଅସୁସ୍ଥ ଥିବା ଜଣାପଡିଛି । ନିଜ ଅଭିନୟ ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଫତିମା ଆମିର ଖାଁଙ୍କ ସହ ଫିଲ୍ମ ଦଙ୍ଗଲରେ ନଜର ଆସିଥିଲେ । ଏବେ କିନ୍ତୁ…

‘ପୁଷ୍ପା-୨’ରେ ନଜର ଆସିବେ ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ‘ପୁଷ୍ପା-ଦ ରାଇଜ’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ‘ପୁଷ୍ପା’ର ପୁରା ଟିମ୍‌ ଫିଲ୍ମ ରିଲିଜ ପାଇଁ ରୁଷିଆରେ ପହଞ୍ଚିଛି। ଏଥିରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା ଏବଂ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri