ବଦଳିଗଲେଣି ସାଉଥ୍ ସୁପରଷ୍ଟାର ବିଜୟ, ଟ୍ରାନ୍ସଫର୍ମେଶନ ଦେଖି ପ୍ରଶଂସକ…
ହାଇଦ୍ରାବାଦ: ବଦଳି ଗଲେଣି ସାଉଥ ସୁପରଷ୍ଟାର ବିଜୟ ସେତୁପତି। ଦୀର୍ଘଦିନ ଧରି ପ୍ରଶଂସକଙ୍କ ନଜରରୁ ଦୂରରେ ଥିବା ବିଜୟ ହଠାତ ନିଜର ଟ୍ରାନ୍ସଫର୍ମେଶନକୁ ନେଇ ଚର୍ଚ୍ଚାରେ। ନୂଆ ଲୁକ୍ ସାଙ୍ଗକୁ ତାଙ୍କର ଷ୍ଟାଇଲ୍ ମନ ଜିଣୁଛି। ବିଜୟ ନିଜର ସୋସିଆଲ ମିଡିଆ…
ବଡ଼ ପରଦାରୁ ହଜି ଯାଇଛନ୍ତି ‘ଗଜନୀ’ ନାୟିକା ଆସିନ୍
ବମ୍ବେ: ଦିନ ଥିଲା ଦକ୍ଷିଣ ଭାରତୀୟ ସିନେମା ସହ ବଲିଉଡ୍ରେ ଅଭିନୟର ଯାଦୁ ଦେଖାଉଥିଲେ ଅଭିନେତ୍ରୀ ଆସିନ୍। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ନଜର ଆସୁଥିଲେ ସେ। ହେଲେ ଏବେ ସେ ବଡ଼ ପରଦାରୁ ହଜିଯାଇଛନ୍ତି କହିଲେ ଚଳେ। ବିବାହ…
ମୁଣ୍ଡରେ ସିନ୍ଦୁର ଲଗାଇ ନଜର ଆସିଲେ ଶାହରୁଖ: ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପରେ ଫଟୋ ଭାଇରାଲ
ମୁମ୍ବାଇ: ଅଭିନେତା ଶାହରୁଖ ଖାନ୍ଙ୍କୁ ବଲିଉଡ୍ର କିଙ୍ଗ୍ ଖାନ୍ ନାମରେ ଜଣାଯାଏ। ଅନେକ ସମୟରେ ନିଜ କାମ ହେଉ କି ଅଭିନୟ କିମ୍ବା ନିଜର ବୟାନ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ଶାହରୁଖ ନିଜ ଅପ୍କମିଂ ଫିଲ୍ମ ‘ପଠାନ’ର…
ଗିନ୍ନି-କପିଲଙ୍କ ଫିଲ୍ମି ଲଭ୍ଷ୍ଟୋରୀ
ବମ୍ବେ: ଦେଶର ଲୋକପ୍ରିୟ କମେଡିଆନଙ୍କ ମଧ୍ୟରୁ କପିଲ ଶର୍ମା ଜଣେ। ଦିନକୁ ଦିନ ତାଙ୍କ ଖ୍ୟାତି ବଢ଼ୁଥିବା ବେଳେ କର୍ମ ସହ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହୁଛନ୍ତି ଚର୍ଚ୍ଚାରେ। ଦିନକ ପୂର୍ବେ ଏହି କମେଡିଆନ ବିବାହର ଚାରି ବର୍ଷ ପୂରଣ…
‘ମିଶନ ମଜନୁ’ର ରିଲିଜ୍ ଡେଟ୍ ଘୋଷଣା: ର’ ଏଜେଣ୍ଟ ଚରିତ୍ରରେ ନଜର ଆସିବେ ସିଦ୍ଧାର୍ଥ
ମୁମ୍ବାଇ: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବହୁ ପ୍ରତିକ୍ଷୀତ ଅପ୍କମିଂ ଫିଲ୍ମ ‘ମିଶନ ମଜନୁ’ର ପ୍ରଶଂସକ ପାଇଁ ଏକ ଖୁସି ଖବର। ମଙ୍ଗଳବାର ଏହି ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା ହୋଇଛି। ଶାନ୍ତନୁ ବାଗଚିଙ୍କ ନିର୍ଦ୍ଦେଶିତ ଏହି ସ୍ପାଏ, ଥ୍ରିଲର ଫିଲ୍ମ…
ଅନୁଭୁତି ଶେୟାର କଲେ ରିଦ୍ଧି
ମୁମ୍ବାଇ: ଅଭିନେତ୍ରୀ ରିଦ୍ଧି ଡୋଗରା ଅଭିନୟ କରିଥିବା କିଛି ପ୍ରୋଜେକ୍ଟ ଏବେ କେବଳ ରିଲିଜ୍ ଅପେକ୍ଷାରେ ରହିଛି । ତେଣୁ କୁହାଯାଉଛି ୨୦୨୩ ରିଦ୍ଧିଙ୍କ ପାଇଁ ଖୁବ୍ ରୋମାଞ୍ଚକର ରହିବ । ଟେଲିଭିଜନ ପରଦାରେ କିଛି ବଡ ବଡ ଧାରାବାହିକରେ ଅଭିନୟ…
ରାଜ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୧୩।୧୨: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ତିଆରି କରିବା…
ପୂଜା ହେଗଡେଙ୍କ ପ୍ରେମରେ ପଡିଛନ୍ତି କି ସଲମାନ? ବନ୍ଧୁ କଲେ ଖୁଲାସା
ମୁମ୍ବାଇ: କିଛି ଦିନ ପୂର୍ବରୁ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଏବଂ ପୂଜା ହେଗଡେଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସଲମାନଙ୍କ ଜଣେ ବନ୍ଧୁ ଏହି…
‘ଆରଆରଆର’ ଗୋଲଡେନ ଗ୍ଲୋବସ୍ ପୁରସ୍କାର ପାଇଁ ମନୋନୀତ
ମୁମ୍ବାଇ: ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ଫିଲ୍ମ‘ଆରଆରଆର’ ବର୍ତ୍ତମାନ ଚଳିତ ବର୍ଷ ବିଗ୍ ବଜେଟ୍ ଚଳଚ୍ଚିତ୍ର। ଯାହା ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ଏହି ଫିଲ୍ମ ସମଗ୍ର ବିଶ୍ୱରେ ସମ୍ମାନଜନକ ଗୋଲଡେନ ଗ୍ଲୋବ ପୁରସ୍କାର…
ଆସନ୍ତା ଜାନୁୟାରୀରେ ବିବାହ କରିବେ ଆଥିଆ-ରାହୁଲ
ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହ ରହିଛି। ଦୁହେଁ କେବେ ବିବାହ କରୁଛନ୍ତି ତାହାକୁ ନେଇ ପ୍ରଶଂସକ ଅପେକ୍ଷା କରିଛନ୍ତି। ତେବେ ଆସନ୍ତା ବର୍ଷ ଜାନୁୟାରୀରେ ବିବାହ ବନ୍ଧନରେ ବାନ୍ଧି…
ଗୋଲଡେନ ଫିଲ୍ମ ଆୱାର୍ଡ ଜିତିଲା ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ: ବଲିଉଡ ଫଲ୍ମ ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ନାଁରେ ଆଉ ଏକ ସଫଳତା ଯୋଡି ହୋଇ ଯାଇଛି । ଫିଲ୍ମକୁ ନିକଟରେ ଆୟୋଜିତ ହୋଇଥିବା ଭାରତୀୟ ଟେଲିଭିଜନ ପୁରସ୍କାର(ଆଇଟିଏ-୨୦୨୨)ରେ ସମ୍ମାନୀତ କରାଯାଇଛି । ଚଳିତ…
ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଅଭିନେତ୍ରୀ ନୋରା
ମୁମ୍ବାଇ,୧୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟାର ସମାଧାନ ହେବାର ନାଁ ନେଉନାହିଁ। ବର୍ତ୍ତମାନ ଅଭିନେତ୍ରୀ ନୋରା ଫତେହି ଏବଂ ଜ୍ୟାକଲିନ ଫର୍ନାଣ୍ଡିଜ ଏହି ମାମଲାକୁ ନେଇ ମୁହାଁମୁହିଁ…
Archives


